ଏହି ହିରୋଇନଙ୍କୁ ବିବାହ କଲେ jibanasathi ସିରିଏଲ ର Satish, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତା ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି ।

ବନ୍ଧୁଗଣ ଏହା ସହିତ ଏହି ଅଭିନେତା ମାନେ ନିଜ ଲଭ ଅଫେୟାର ଓ ନିଜ ବିବାହ ପାଇଁ ମଧ୍ୟ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ଆଜିଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତା ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ବନ୍ଧୁଗଣ ଏହି ଅଭିନେତା ଜଣକ ଆଉ କେହି ନୁହେଁ ସେ ହେଉଛନ୍ତି ଓଡିଆ ଟିଭି ଇଣ୍ଡଷ୍ଟ୍ରିର ଦିଗଜ ଅଭିନେତା ଉଦିତ । ଆପଣ ମାନେ ସମସ୍ତେ ଉଦିତଙ୍କୁ ଓଡିଆ ଟିଭି ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଧାରାବାହିକ ‘ଜୀବନ ସାଥି’ରେ ନିଶ୍ଚୟ ଦେଖିଥିବେ । ଏହି ଧାରାବାହିକରେ ସେ ସତିଶ ନାମକ ଏକ ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି ।

ଏହି ଧାରାବାହିକରେ ତାଙ୍କ ଅଭିନୟକୁ ଲୋକମାନେ ବହୁତ ଅଧିକ ପସନ୍ଦ କରୁଛନ୍ତି । ସୋସିଆଲ ମିଡିଆରେ ତାଙ୍କର ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି । ବନ୍ଧୁଗଣ ଉଦିତ ସୋସିଆଲ ମିଡିଆରେ ନିଜ ପର୍ଶନାଲ ଲାଇଫ ପାଇଁ ବହୁତ ଚର୍ଚାରେ ରୁହନ୍ତି ।

ଗତ କିଛି ସମୟ ହେବ ସେ ସୋସିଆଲ ମିଡିଆରେ ନିଜ ବିବାହ ପାଇଁ ବହୁତ ଅଧିକ ଚର୍ଚାରେ ରହୁଛନ୍ତି । ସୋସିଆଲ ମିଡିଆରେ ତାଙ୍କର ବିବାହ ଫଟୋ ବହୁତ ଅଧିକ ଭାଇରାଲ ହେଉଛି ଓ ଲୋକମାନେ ତାଙ୍କର ବିବାହ ଫଟୋକୁ ଦେଖି ତାଙ୍କୁ ଶୁବେଛା ଜଣାଇଛନ୍ତି ।

ଉଦିତଙ୍କ ବିବାହ ଫଟୋକୁ ଦେଖି ତାଙ୍କ ଫ୍ୟାନ୍ସ ମାନେ ମଧ୍ୟ ବହୁତ ଅଧିକ ଖୁସି ହୋଇଛନ୍ତି । ଅବଶ୍ୟ ତାଙ୍କ ବିବାହ ଏହି କାରୋନା କାଳ ସମୟରେ ହୋଇଛି ହେଲେ ସେ ସରକାରଙ୍କ ସମସ୍ତ ଗାଇଡଲାଇନର ପାଳନ କରି ଏହି ବିବାହ କରିଛନ୍ତି । ତାଙ୍କର ବିବାହ ଫଟୋରେ ତାଙ୍କର ପରିବାର ଲୋକ ଓ ତାଙ୍କର କିଛି ଖାସ ବନ୍ଧୁ ମାନେ ନଜର ଆସୁଛନ୍ତି  । ଉଦିତ ନିଜ ବିବାହରେ ବହୁତ ଖୁସି ନଜର ଆସୁଛନ୍ତି ।


ବନ୍ଧୁଗଣ ଉଦିତଙ୍କ ପତ୍ନୀ ମଧ୍ୟ ବହୁତ ସୁନ୍ଦର ନଜର ଆସୁଛନ୍ତି ଓ ଏହି ଦୁଇଜଣଙ୍କ ଯୋଡିକୁ ଲୋକମାନେ ବହୁତ ଅଧିକ ପସନ୍ଦ ମଧ୍ୟ କରୁଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତା ଉଦିତ କିପରି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *