ଏହି ଜିନିଷ କୁ ଭୁଲରେ ବି ଅଣ୍ଡା ଖାଇବା ପରେ ଖାଆନ୍ତୁ ନାହିଁ ଜିବନ ବି ଯାଇପାରେ

ସାଙ୍ଗମାନେ ଆମ୍ଭମାନଙ୍କ ମଧ୍ୟରୁ କିଛି ଲୋକ ଆଦୌ ମାଂସ ଖାଆନ୍ତି ନାହିଁ । ମାଂସ ଦେହ ପାଇଁ ହିତକର ଅଟେ । ମାଂସ ଠାରୁ ଅଧିକ ପୌଷ୍ଟିକ ଖାଦ୍ୟ ଅଣ୍ଡା ଅଟେ । ଅଣ୍ଡାକୁ କିଛି ଶାକାହାରୀ ଲୋକ ବି ଖାଆନ୍ତି । ଆଜିର ସମୟରେ ସମସ୍ତେ ଅଣ୍ଡା ଖାଆନ୍ତି । ବିଶେଷ କରି ଶୀତ ଋତୁରେ ଅଣ୍ଡା ଖାଆନ୍ତି । କାରଣ ଅଣ୍ଡା ଖାଇଲେ ଦେହରେ ଗରମର ପରିମାଣ ବଢିଥାଏ । ମାଂସ ଠାରୁ ଅଣ୍ଡାରେ ବହୁ ପରିମାଣରେ ପ୍ରୋଟିନ ଥାଏ ।

ଅଣ୍ଡାକୁ ଲୋକମାନେ ବହୁ ପ୍ରକାରରେ ଖାଇଥାନ୍ତି । କିଏ ସିଝା ଖାଏ ତ କିଏ ଆମ୍ବଲେଟ କରି ଖାଏ ଓ ଆଉ କିଛି ଲୋକ ଅଣ୍ଡା ତରକାରୀ ବନାଇ ମଧ୍ୟ ରୁଟି ଭାତ ସହିତ ଖାଇଥାନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ କହିବୁ ଅଣ୍ଡା ସମ୍ବନ୍ଧୀୟ କିଛି ତଥ୍ୟ ଯାହାକୁ ପ୍ରତ୍ୟେକ ଅଣ୍ଡା ଖାଉଥିବା ବ୍ୟକ୍ତି ଧ୍ୟାନରେ ରଖିବା ଉଚିତ ।

ଆଜି ଆମେ ଆପଣଙ୍କୁ ସିଝା ଅଣ୍ଡା ବିଷୟରେ କହିବୁ କି ସିଝା ଅଣ୍ଡା ଖାଇବା ପରେ ଆଉ କଣ ସବୁ ଖାଦ୍ୟ ଖାଇବା ଉଚିତ ନୁହେଁ । ଯେମିତି କି ମାଛ ଖାଇବା ପରେ କ୍ଷୀର ପିଇବା ଉଚିତ ନୁହେଁ ସେହିପରି ଅଣ୍ଡା ଖାଇବା ପରେ କଣ ନ ଖାଇବା ଭଲ ।

ମାଛ ଖାଇବା ପରେ କ୍ଷୀର ପିଇଲେ ଆମକୁ ଧଳା ଦାଗର ସମସ୍ୟା ହୋଇପାରେ , ସେମିତି ସିଝା ଅଣ୍ଡା ଖାଇବା ପରେ ଯଦି ଆମେ ବାରଣ କରାଯାଉଥିବା ଖାଦ୍ୟ ଖାଇଥାଉ ତାହେଲେ ଆମ ଦେହ ପାଇଁ କ୍ଷତିକାରକ ହୋଇଥାଏ । ତେବେ ଚାଲନ୍ତୁ ଜାଣିବା ସେହି ଜିନିଷ ବିଷୟରେ ଯାହାକୁ ଆମକୁ ସିଝା ଅଣ୍ଡା ଖାଇବା ପରେ ଭୁଲରେ ବି ଖାଇବା କଥା ନୁହେଁ ।

ଲେମ୍ବୁ

ଅଣ୍ଡା ଖାଇବା ପରେ ଲେମ୍ବୁ ଖାଇବା ଉଚିତ ନୁହେଁ କାରଣ ସିଝା ଅଣ୍ଡା ଖାଇବା ପରେ ଯଦି ଆମେ ଲେମ୍ବୁ ଖାଇବା ତେବେ ତାହା ଦେହ ପାଇଁ ବହୁତ ହାନିକାରକ ଅଟେ । ସିଝା ଅଣ୍ଡା ପରେ ଲେମ୍ବୁ ଖାଇଲେ ଏମାନେ ମିଶି ହାନିକାରକ ପଦ୍ଧତି କରିଥାନ୍ତି, ଯେଉଁ କାରଣରୁ ହୃଦରୋଗ ବି ହୋଇପାରେ । ଯାହାକୁ ହୃଦରୋଗ ଅଛି ସେମାନେ ଭୁଲରେ ବି ଅଣ୍ଡା ସହିତ ଲେମ୍ବୁ ଖାଆନ୍ତୁ ନାହିଁ ।

କଦଳୀ

ଆମେ ସମସ୍ତେ କ୍ଷୀର ଓ କଦଳୀ ଖାଇଥାଉ କିନ୍ତୁ ଅଣ୍ଡା ସହିତ କ୍ଷୀର ଓ କଦଳୀକୁ ଖାଆନ୍ତୁ ନାହିଁ । ଯଦି ଆପଣ ଅଣ୍ଡା ଖାଇବା ପରେ କଦଳୀ ଖାଇବେ ତେବେ ଆପଣଙ୍କୁ ବହୁତ ବଡ ସମସ୍ୟା ହୋଇପାରେ । କାରଣ ଅଣ୍ଡା ଓ କଦଳୀ ମିଶି ଦେହରେ ବିଷରେ ପରିଣତ ହୋଇଥାଏ । ସେଥିପାଇଁ ଆପଣମାନେ କେବେ ବି ଅଣ୍ଡା ଖାଇବା ପରେ କଦଳୀ ଖାଆନ୍ତୁ ନାହିଁ । ଖାସ କରି ସିଝା ଅଣ୍ଡା । ତେବେ ସାଙ୍ଗମାନେ ଏହା ଥିଲା ସେହି ଦୁଇଟି ଜିନିଷ ଯାହାକୁ ସିଝା ଅଣ୍ଡା ଖାଇବା ପରେ ଭୁଲରେ ବି ଖାଇବା ଉଚିତ ନୁହେଁ ।

ବନ୍ଧୁମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏହି ତଥ୍ୟ ନିଶ୍ଚୟ ପସନ୍ଦ ଆସିଥିବ । ତଥ୍ୟ ଟି ଭଲ ଲାଗିଥିଲେ ଗୋଟିଏ ସେୟାର କରି ଆମ ପେଜ ଲାଇକ ଲାଇକ କରନ୍ତୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *