ବୟସ ବଢିବା ସହିତ ଆହୁରି ଅଧିକ ସୁନ୍ଦର ଓ ବୋଲ୍ଡ ନଜର ଆସୁଛନ୍ତି Bollywood ର ଏହି 5 ଜଣ ହିରୋଇନ, ନମ୍ବର 5 ତ ସବୁ ରେକର୍ଡ ହିଁ ଭାଙ୍ଗିଦେଲେ

ବଲିଉଡର ଏମିତି ଷ୍ଟାର୍ ମାନେ ଅଛନ୍ତି, ସେମାନଙ୍କ ଉପରେ ବୟସର ପ୍ରଭାବ ପଡ଼ିନାହିଁ । ଏମାନେ ସେତିକି ଜବାନି ଦେଖା ଯାଉଛନ୍ତି, ଯେତିକି ଆଗରୁ ଦେଖା ଯାଉଥିଲେ । ଏମିତିରେ ଏହି ଅଭିନେତ୍ରୀ ମାନଙ୍କୁ ଏଭରଗ୍ରୀନ୍ ଆକ୍ଟ୍ରେସ କହିଲେ ଚଳିବ । ଆଜି ଆମେ ଆପଣଙ୍କୁ ସେହି ଅଭିନେତ୍ରୀମାନଙ୍କ ବିଷୟରେ କହିବୁ ଯେଉଁମାନଙ୍କ ସୁନ୍ଦରତା ଉପରେ ବଯସର କୌଣସି ପ୍ରଭାବ ପଡି ପାରି ନାହିଁ ଓ ସେମାନେ ଏବେ ବି ବହୁତ ଅଧିକ ସୁନ୍ଦର ନଜର ଆସୁଛନ୍ତି । ତେବେ ଆସନ୍ତୁ ଜାଣିବା ।

ମଲାଇକା ଅରୋରା – ମଲାଇକା ୪୬ ବର୍ଷର ଅଟନ୍ତି, ସେ ତାଙ୍କ ସୁନ୍ଦରତାକୁ ଏବେ ବି ବଜାୟ ରଖିଛନ୍ତି । ବୟସ ହିସାବରେ ସେ ବହୁତ୍ ଜବାନ ଦେଖା ଯାଉଛନ୍ତି । ସେ ବହୁତ ସୁପରହିଟ ଫିଲ୍ମରେ କାମ କରିଛନ୍ତି, ଏବେ ସେ ରୀୟାଲିଟି ସୋ ରେ କାମ କରୁଛନ୍ତି । ସୋସିଆଲ ମିଡିଆରେ ତାଙ୍କର ବହୁତ୍ ଫ୍ୟାନ ଅଛନ୍ତି । ମଲ୍ଲିକା ତାଙ୍କ ପୁଅ ସାଙ୍ଗରେ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥାନ୍ତି ।

ଦ୍ଵିତୀୟରେ ଶିଳ୍ପା ସେଠି

ଶିଳ୍ପା ସେଠି ଦୁଇଟି ଛୁଆର ମା ଅଟନ୍ତି । ତାଙ୍କ ବୟସ ୪୬ ବର୍ଷ ଅଟେ, ଆଜି ବି ସେ ସବୁ ଅଭିନେତ୍ରୀ ମାନଙ୍କୁ ନିଜ ସୁନ୍ଦରତା ପାଇଁ ପଛରେ ପକେଇ ଦିଅନ୍ତି । ଶିଳ୍ପା ସେଠି ବହୁତ୍ ସୁନ୍ଦର ହେବା ସହ ଫିଟ୍ ମଧ୍ୟ ରୁହନ୍ତି । ସେ ବଲିଉଡ ଫିଲ୍ମକୁ ପୁଣି ଫେରିବେ । ତାଙ୍କର ଇନଷ୍ଟାରେ ୨୬ ମିଲିୟନ ଫ୍ୟାନ ଓ ଫଲୋଅର୍ ଅଛନ୍ତି ।

ତୃତୀୟରେ ସୁସ୍ମିତା ସେନ୍

ସୁସ୍ମିତା ସେନ ୪୪ ବର୍ଷର ଅଟନ୍ତି । ସେ ବଲିଉଡର ଜଣେ ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି । ସେ ଏମିତି ଗୋଟେ ହିରୋଇନ୍ ଅଟନ୍ତି ଯିଏ ବିବାହ ନକରି ଦୁଇଟି ଝିଅଙ୍କୁ ଆପଣେଇଛନ୍ତି । ସେ ଆସନ୍ତା ସମୟରେ ନିଜର ବଏଫ୍ରେଣ୍ଡ ରୋହମନ ସାଙ୍କୁ ବିବାହ କରିବେ । ସେ ତାଙ୍କ ବୟଫ୍ରେଣ୍ଡ ସାଙ୍ଗରେ ରିଲେସନସିପରେ ଅଛନ୍ତି । ତାଙ୍କ ସାଙ୍ଗରେ ଇନଷ୍ଟାରେ ଫଟୋ ଛାଡୁଛନ୍ତି ଓ ତାଙ୍କର ୫.୩ ଫଲୋଅର୍ ଅଛନ୍ତି ।

ଚତୁର୍ଥରେ ମାଧୁରୀ ଦିକ୍ଷିତ୍

ମାଧୁରୀ ୫୩ ବର୍ଷର ଅଟନ୍ତି । ସେ ଏବେ ବି ବହୁତ୍ ସୁନ୍ଦର୍ ଦେଖା ଯାଉଛନ୍ତି, ଯେମିତି ସେ ତାଙ୍କ ପ୍ରଥମ ଫିଲ୍ମରେ ଦେଖା ଯାଉଥିଲେ । ସେ ଏବେ ଫିଲ୍ମରୁ ଅଧିକ ରୀୟାଲିଟି ସୋରେ ଜଜ୍ ରୂପେ ନଜର ଆସୁଛନ୍ତି । ଇନଷ୍ଟାରେ ମାଧୁରିଙ୍କ ୨୩ ମିଲିଅନରୁ ଅଧିକ ଫ୍ୟାନ ଅଛନ୍ତି ।

ପଞ୍ଚମ ଓ ଶେଷରେ ରେଖା

ରେଖା ୧୯୧୭ ମସିହାର ସବୁ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ଅଟନ୍ତି, ଯିଏ ଏବେ ବି ଲୋକମାନଙ୍କର ଫେବ୍ରେଟ ଅଟନ୍ତି । ସେ ୬୧ ବର୍ଷର ଅଟନ୍ତି । ଆଜି  ବି ସେ ବହୁତ୍ ସୁନ୍ଦର୍ ଦେଖାଯାନ୍ତି । ସେ ଏବେ ନିଜ ସୁନ୍ଦରତା ପାଇଁ ଆଜିର ଅଭିନେତ୍ରୀ ମାନଙ୍କୁ ପଛରେ ଛାଡ଼ି ଦେଇଛନ୍ତି ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *