ନମସ୍କାର ବନ୍ଧୁଗଣ ଆଜି କାଲି ଲୋକମାନେ ସିନେମା ପାଇଁ ବହୁତ ପାଗଳ ସେମାନେ ନିଜ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କ ସିନେମା ଦେଖିବା ପାଇଁ ବହୁତ ଅପେକ୍ଷା ମଧ୍ୟ କରିଥାନ୍ତି ।
ବଲିଉଡ,ହଲିଉଡ଼, ଟଲିଉଡ଼ ଏବଂ ଓଲିଉଡ ସବୁ ଭାଷା ଭାଷୀ ର ସିନେମା ପାଇଁ ସମାନ ପ୍ରତିଶତ ର କ୍ରେଜ ଦେଖିବାକୁ ମିଳିଥାଏ । ତେବେ ସିନେମା ଅପେକ୍ଷା ଆଜିକାଲି ଘରେ ଘରେ ଧାରାବାହିକ ଗୁଡିକ ଦେଖିବା ପାଇଁ ଅଧିକ ପସନ୍ଦ କରୁଛନ୍ତି । ଓଲିଉଡ ଜଗତରେ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ଙ୍କ ସିନେମା ଦେଖି ବାକୁ ଲୋକମାନେ କେବେବି ଭୁଲନ୍ତି ନାହିଁ ଏବଂ ସେହି ପରି ନିଜ ମନ ପସନ୍ଦ ର ଧାରାବାହିକ ଗୁଡ଼ିକ ଏବଂ ଅଭିନେତା ଏବଂ ଅଭିନେତ୍ରୀ ମାନଂକୁ ମଧ୍ୟ ଦେଖିବାକୁ ଭୁଲନ୍ତି ନାହିଁ ।
ତାଛଡା ସେମାନଙ୍କ ର ବାସ୍ତବ ଜୀଵନ ବିଷୟରେ ମଧ୍ୟ ତାଙ୍କୁ ସବୁ ଜାଣିବା ପାଇଁ ସେମାନେ ଇଛୁକ ରହିଥାନ୍ତି । ତେବେ ଆସନ୍ତୁ ଆଜି ଆମେ ଏହି ଓଡ଼ିଆ ସିନେମା ଜଗତ ର ସୁପରଷ୍ଟାର ଏବଂ ବହୁ ଲୋକ ପ୍ରିୟ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କ ବିଷୟରେ କିଛି ଆଲୋଚନା କରିବା ତେବେ ଆସନ୍ତି ଜାଣିନେବା । ବର୍ଷା ପ୍ରିୟଦର୍ଶିନୀ ଓଡ଼ିଆ ସିନେମା ର ଏକ ଲୋକପ୍ରିୟ ଅଭିନେତ୍ରୀ । ଆପଣ ମାନେ ତାଙ୍କୁ ନିଶ୍ଚିତ ଭାବେ ବହୁତ ଭଲରେ ଜାଣିଥିବେ ।
ସେ ଆମ ଓଡ଼ିଆ ସିନେମା ଜଗତ କୁ ଅନେକ ସୁପର ହିଟ ସିନେମା ପ୍ରଦାନ କରିଛନ୍ତି ତେବେ ବର୍ଷା ବର୍ତ୍ତମାନ ଏଭଳି କିଛି କାମ କରୁଛନ୍ତି ଯାହାକୁ ଦେଖି ଅନୁଭବ ଏକଦମ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ବର୍ଷା ବର୍ତ୍ତମାନ ବହୁତ ଦୁଃଖୀ ଏବଂ ଗରିବ ଲୋକ ମାନଂକୁ ଅନେକ ପ୍ରକାର ର ସାହାଯ୍ୟ କରୁଛନ୍ତି । ସେମାନଙ୍କ ସହିତ ରୋଷେଇ କରି ଖାଇବା ଦେବା ଠାରୁ ତାଙ୍କ ର ସମସ୍ତ କାର୍ଯ୍ୟ ରେ ସେ ତାଙ୍କୁ ସାହାଯ୍ୟ କରୁଛନ୍ତି ।
ସାରା ବିଶ୍ୱ ରେ ବର୍ତ୍ତମାନ କରୋନା ମହାମାରୀ ର ଆତଂକ ଖେଳି ଯାଇଥିବା ସମୟରେ ଏବଂ କେହି କାହାର ସାହାଯ୍ୟ ମଧ୍ୟ କରୁ ନାହାନ୍ତି ଏମିତି କି ଏଭଳି ସମୟରେ ନିଜ ଘର ଲୋକ ମଧ୍ୟ ନିଜର ହୋଇ ରହୁ ନାହାନ୍ତି ଏବଂ ଏହି ସମୟରେ ବର୍ଷା ଗରିବ ଏବଂ ଅସୁବିଧା ରେ ରହୁଥିବା ଲୋକ ମାନଙ୍କ ର ସାହାଯ୍ୟ ଏବଂ ସେବା କରି ସମସ୍ତ ଙ୍କ ନଜର ରେ ବହୁତ ବଢି ଯାଇଛନ୍ତି ।
ତେବେ ବର୍ଷା ଙ୍କ ଏହି ସବୁ କାର୍ଯ୍ୟ କୁ ଦେଖି ଅଭିନେତା ଏବଂ ରାଜନେତା ଅନୁଭବ ମହାନ୍ତି ଆଶ୍ଚର୍ଯ୍ୟ ଏବଂ ଚିନ୍ତା ରେ ମଧ୍ୟ ପଡି ଯାଇଛନ୍ତି ।
ବର୍ଷା ଅନୁଭବ ଙ୍କ ବିବାହ ୨୦୧୪ ମସିହାରେ ହୋଇଥିଲା କିନ୍ତୁ କୌଣସି କାରଣ ଯୋଗୁଁ ବର୍ତ୍ତମାନ ଦୁହେଁ ଅଲଗା ହୋଇ ଯାଇଛନ୍ତି । ତେବେ ବର୍ଷା ଅନୁଭବ ଙ୍କ ସହ ରହିବାକୁ ଚାହୁଁଥିବା ବେଳେ ଅନୁଭବ କିନ୍ତୁ ବର୍ଷା ଙ୍କ ସହ ରହିବାକୁ ଚାହୁଁ ନାହାନ୍ତି । ତେବେ ଏହି ଭଳି ପରିସ୍ଥିତି ରେ ବର୍ଷା ଗରିବ ଲୋକ ମାନଙ୍କର ସାହାଯ୍ୟ କରୁଥିବା ର ନଜର ଆସିଛନ୍ତି ଏବଂ ଅନୁଭବ ଯିଏ ଜଣେ ବିଜୁ ଜନତା ଦଳର ନେତା ସେ ବର୍ଷା ଙ୍କର ଏହି କାର୍ଯ୍ୟ ଦେଖି ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ।
ଏଥିରେ ଆପଣଙ୍କ ମତାମତ କଣ ଆମକୁ ନିଶ୍ଚୟ କମେନ୍ଟ କରି ଜଣାଇବେ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ