ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ତେବେ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ଦୁଇଜଣ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ସୁନାମ ଅର୍ଜନ କରିଛନ୍ତି ଏମାନଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ବନ୍ଧୁଗଣ ଏହି ଦୁଇଜଣ ଅଭିନେତ୍ରୀ ଆଉ କେହି ନୁହେଁ ଏ ହେଉଛନ୍ତି ସୋମାଲିନ୍ ଓ ଜାଙ୍କଲିନ ।

ଆପଣ ମାନେ ସମସ୍ତେ ଏହି ଦୁଇଜଣଙ୍କ ଜବରଦସ୍ତ ଅଭିନୟ ତ ନିଶ୍ଚୟ ଦେଖିଥିବେ । ସୋମାଲିନ୍ ଓ ଜାଙ୍କଲିନ ଭଉଣୀ ଅଟନ୍ତି । ତେବେ ଆସିବା ଦିନରୁ ଦୁହେଁ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ବହୁତ ଆକ୍ଟିଭ ରୁହନ୍ତି । ଏମାନେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ନୂଆ ନୂଆ ଭିଡିଓ ଓ ଫଟୋ ଅପଲୋଡ କରନ୍ତି । ଦେଖୁ ଦେଖୁ ଏହି ଦୁଇଜଣଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଏ ।
ତେବେ ବନ୍ଧୁଗଣ ଜାଙ୍କଲିନ ଓ ସୋମାଲିନ୍ ଗତ କିଛି ମାସ ତଳେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବିବାହ ପରଠାରୁ ଏହି ଦୁଇଜଣ ସୋସିଆଲ ମିଡିଆରେ କୌଣସି ନା କୌଣସି କାରଣ ହେତୁ ଚର୍ଚାରେ ରହୁଛନ୍ତି । ବନ୍ଧୁଗଣ ଜାଙ୍କଲିନ ନିଜ ପୁରୁଷ ବନ୍ଧୁ ଅରିବିନ୍ଦଙ୍କ ସହ ବିବାହ କରିଛନ୍ତି ଓ ସୋମାଲିନ ନିଜ ପୁରୁଷ ବନ୍ଧୁ ନିତୀଶଙ୍କ ସହ ବିବାହ କରିଛନ୍ତି ।
ଗତ କିଛି ସମୟ ହେବ ଏହି ସମସ୍ତଙ୍କର କିଛି ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ତେବେ ଆଜି ଆମେ ଆପଣ ମାନଙ୍କୁ ଏମାନଙ୍କ ଭାଇରାଲ ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ତେବେ ସୋମାଲିନ୍ ଓ ଜାଙ୍କଲିନ ପରସ୍ପରଙ୍କ ସ୍ଵାମୀ ସହ ହିମାଞ୍ଚଳ ପ୍ରଦେଶ ବୁଲିବାକୁ ଯାଇଥିଲେ ।

ସେଠାରେ ସେ ମନାଲି ଓ ସୋଲାଙ୍ଗ ଭେଲି ଆଦି ସ୍ଥାନକୁ ଯାଇ ଫଟୋ ଏବଂ ଭିଡିଓ କରିଥିଲେ । ଗୋଟେ ଭିଡିଓରେ ସୋମାଲିନ୍ ଓ ଜାଙ୍କଲିନ ପାହାଡ ଉପରେ ରହି ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି । ଏହି ଭିଡିଓଟିକୁ ତାଙ୍କ ଫ୍ୟାନ୍ସ ମାନେ ବହୁତ ଅଧିକ ପସନ୍ଦ କରୁଛନ୍ତି । ସୋସିଆଲ ମିଡିଆରେ ଏହି ଦୁଇଜଣଙ୍କ ଡ୍ୟାନ୍ସ ଭିଡିଓଟି ବହୁତ ଭାଇରାଲ ହେଉଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଦୁଇଜଣଙ୍କ ଡ୍ୟାନ୍ସ ଭିଡିଓ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

