ଆଜି ବହୁତ ବଦଳି ଯାଇଛନ୍ତି TV ସିରିଏଲ ‘ବାନୀ ଇସ୍କ ଦ କଲମା’ ର ଏହି ଦୁଇ Actress, ଲାଗୁଛନ୍ତି ବହୁତ ସୁନ୍ଦର ଆଉ ଷ୍ଟାଇଲିସ

ବନ୍ଧୁଗଣ ଆପଣ ମାନେ ସମସ୍ତେ କଲର୍ସ ଚ୍ୟାନେଲରେ ପ୍ରସାରିତ ହେଉଥିବା ଫେମସ ସିରିଏଲ ‘ବାନୀ ଇଶକ ଦା କଲମା’ ନିଶ୍ଚୟ ଦେଖିଥିବେ । ଏହି ସିରିଏଲଟି ବାନୀ ନାମକ ଏକ ପଞ୍ଜାବୀ ଝିଅ ଉପରେ ଆଧାରିତ ଥିଲା ଯିଏ ନିଜ ପ୍ରେମରେ ଅସଫଳ ହୋଇଯାଉଛି । ନିଜ ପରିବାର କଥାରେ ପଡି ସେ ଏକ ଏନଆରଆଇ ପୁଅ ସହ ବିବାହ କରୁଛି । ହେଲେ ବାନୀର ପ୍ରେମିକ ବାନୀର ଛୋଟ ଭଉଣୀ ସହ ବିବାହ କରୁଛି । ବନ୍ଧୁଗଣ ଏହି ସିରିଏଲଟି ଦର୍ଶକ ମାନଙ୍କୁ ବହୁତ ଅଧିକ ପସନ୍ଦ ଆସିଥିଲା ।

ଏହି ସିରିଏଲରେ ଅଭିନୟ କରିଥିବା ସମସ୍ତ କଳାକାର ବହୁତ ଲୋକପ୍ରିୟତା ହାସଲ କରିଥିଲେ । ହେଲେ ବନ୍ଧୁଗଣ ଏହି ସିରିଏଲଟି ଶେଷ ହେବାର ୬ ବର୍ଷ ହୋଇସାରିଛି । ଏହି ୬ ବର୍ଷରେ ବାନୀ ଓ ରଜିର ଭୂମିକା ପଦର୍ଶନ କରିଥିବା ଦୁଇଜଣ ଝିଅ ବହୁତ ଅଧିକ ବଦଳି ଯାଇଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହି ଦୁଇଜଣ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଦୁଇଜଣଙ୍କ ବିଷୟରେ ।


ସେଫାଲି ଶର୍ମା- ବନ୍ଧୁଗଣ ଏହି ସିରିଏଲରେ ବାନୀର ଭୂମିକା ପଦର୍ଶନ କରିଥିବା ଅଭିନେତ୍ରୀଙ୍କ ନାମ ହେଉଛି ସେଫାଲି ଶର୍ମା । ସେଫାଲିଙ୍କ ଜନ୍ମ ୨୫ ଡିସେମ୍ବର ୧୯୮୭ ମସିହାରେ ପଞ୍ଜାବର ଅମୃତସର ସହରରେ ହୋଇଥିଲା । ସେ ନିଜର ସମସ୍ତ ପାଠ ପଢା ପଞ୍ଜାବରେ ଶେଷ କରିଥିଲେ ।ଏହା ପରେ ସେ ନିଜ ଅଭିନୟ କାରିୟରର ଆରମ୍ଭ ‘ବାନୀ ଇସ୍କ ଦା କଲମା’ରୁ କରିଥିଲେ । ଏହି ସିରିଏଲରେ ବାନୀର ଭୂମିକା ପଦର୍ଶନ କରି ବହୁତ ଲୋକପ୍ରିୟତା ହାସଲ କରିଥିଲେ । ଦର୍ଶକ ମାନେ ସେଫାଲିଙ୍କ ଅଭିନୟକୁ ବହୁତ ଅଧିକ ପସନ୍ଦ କରିଥିଲେ । ଏହି ସିରିଏଲ ପରେ ସେ ‘ତେରେ ବିନ ଓ ତୁମ ଏସେ ହି ରେହେନା’ ଆଦି ସିରିଏଲରେ ଅଭିନୟ କରିଥିଲେ ।

ଏହା ବ୍ଯତୀତ ସେ କେତୋଟି ପଞ୍ଜାବୀ ସିରିଏଲରେ ମଧ୍ୟ କାମ କରିଛନ୍ତି । ସେଫାଲିଙ୍କୁ ବର୍ତ୍ତମାନ ୩୩ ବର୍ଷ ବୟସ ହୋଇସାରିଛି । ସେଫାଲି ବରୁଣ ସେଟିଙ୍କ ସହ ବିବାହ କରିଛନ୍ତି ଓ ଆଜି ସେ ବହୁତ ଅଧିକ ବଦଳି ଯାଇଛନ୍ତି । ବର୍ତ୍ତମାନ ସେ ପଞ୍ଜାବରେ ରହୁଛନ୍ତି ଓ ପୂର୍ବ ଅପେକ୍ଷା ବହୁତ ଅଧିକ ସୁନ୍ଦର ଓ ଆକର୍ଷିତ ନଜର ଆସୁଛନ୍ତି ।

ନେହା ବଗା- ବନ୍ଧୁଗଣ ଏହି ସିରିଏଲର ରଜିର ଭୂମିକା ପଦର୍ଶନ କରିଥିବା ଅଭିନେତ୍ରୀଙ୍କ ନାମ ହେଉଛି ନେହା ବଗା । ନେହାଙ୍କ ଜନ୍ମ ୧୯ ମାର୍ଚ ୧୯୯୧ ମସିହାରେ ପଞ୍ଜାବରେ ହୋଇଥିଲା । ସେ ନିଜର ପାଠ ପଢା ଉଭୟ ହରିୟଣା ଓ ପଞ୍ଜାବରେ ଶେଷ କରିଥିଲେ । ସେ ନିଜର ଅଭିନୟ କାରିୟରର ଆରମ୍ଭ ଏହି ସିରିଏଲରୁ କରିଥିଲେ ।

ଏହି ସିରିଏଲରେ ବହୁତ ସୁନ୍ଦର ଅଭିନୟ କରି ଦର୍ଶକ ମାନଙ୍କ ମନୋରଞ୍ଜନ କରିଥିଲେ । ଏହି ସିରିଏଲ ପରେ ସେ ଅନ୍ୟ କେତେକ ସିରିଏଲରେ କାମ କରିବାର ମଉକା ପାଇଥିଲେ । ବର୍ତ୍ତମାନ ନେହାଙ୍କୁ ୨୯ ବର୍ଷ ବୟସ ହୋଇସାରିଛି । ହେଲେ ନେହା ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ କରିନାହାନ୍ତି ଓ ପୂର୍ବ ଅପେକ୍ଷା ସେ ବର୍ତ୍ତମାନ ବହୁତ ଅଧିକ ସୁନ୍ଦର ନଜର ଆସୁଛନ୍ତି ।

ତେବେ ଏହି ଦୁଇ ଜଣ ଆକ୍ଟ୍ରେସ ଙ୍କ ଅଭିନୟ ଆପଣଙ୍କୁ କିପରି ଲାଗେ ଆମକୁ କମେନ୍ଟ କରି ଜଣାଇବେ ଓ ଆଗକୁ ଟିଭି ଦୁନିଆର ସବୁ ଚଟପଟା ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *