ବହୁତ ହିଁ କମ ବୟସରୁ ଦୁନିଆ ଛାଡି ଚାଲିଗଲେ Top 8 ଓଡିଆ Celebrity, ନମ୍ବର 5 ଙ୍କ ମୃତ୍ୟୁ ଆଜି ବି ରହିଛି ରହସ୍ୟ ଘେରରେ

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଭାରତ ରେ କରୋନା ର ଦ୍ଵିତୀୟ ଲହର ବହୁତ ପ୍ରଭାବଶାଳୀ ରହିଛି । ଏଥିରେ ଅନେକ ଲୋକ ନିଜର ପ୍ରାଣ ହରାଇ ସାରିଛନ୍ତି । ଅନେକ ସେଲିବ୍ରିଟି,ରାଜନେତା, ଅଭିନେତା ଓ ଅଭିନେତ୍ରୀ ମାନେ ମଧ୍ୟ ଏଥିରେ ମୃ-ତ୍ୟୁ ବରଣ କରିଛନ୍ତି ।

ସେହିପରି କିଛି ଦିନ ପୂର୍ବ ରୁ ଓଡ଼ିଆ ସିନେମା ଓ ଆଲବମ ଦୁନିଆ ର ପ୍ରସିଦ୍ଧ ଗାୟିକା ତପୁ ମିଶ୍ର ମଧ୍ୟ ପରଲୋକ ଗମନ କରିଛନ୍ତି । ସେ ବହୁତ କମ ବୟସ ରେ ହିଁ ଦୁନିଆ କୁ ଅଳବିଦା କହିଥିଲେ । ତେବେ ତପୁ ଙ୍କ ପରି ଆହୁରି ମଧ୍ୟ ଓଡ଼ିଆ ସେଲିବ୍ରିଟି ଅଛନ୍ତି ଯେଉଁମାନେ ବହୁତ କମ ବୟସ ରେ ହିଁ ନିଜର ପ୍ରାଣ ତ୍ୟାଗ କରିଥିଲେ ।

୧.ନିକିତା-ବନ୍ଧୁଗଣ ନିକିତା ଙ୍କୁ ଆପଣ ମାନେ ଏସିପି ସାଗରିକା ଭାବରେ ଜାଣିଛନ୍ତି । ନିକିତା କେବଳ ୩୨ ବର୍ଷ ବୟସ ରେ ମୃ-ତ୍ୟୁ ବରଣ କରିଥିଲେ ।

୨. ଦୀପା ସାହୁ-ଦୀପା ଓଡ଼ିଆ ଆଲବମ ଦୁନିଆ ର ବହୁତ ଗୁଡିଏ ଆଲବମ ରେ ଦେଖିବାକୁ ମିଳିଥିଲେ । ସେ କ୍ୟାନ୍ସର ରୋଗ ରେ ପିଡୀତ ହୋଇ ମାତ୍ର ୩୭ ବର୍ଷ ବୟସ ରେ ମୃ-ତ୍ୟୁ ବରଣ କରିଥିଲେ ।

୩.ସେଲ୍ଫି ବେବୋ-ସେଲ୍ଫି ବେବୋ ଙ୍କୁ ତାଙ୍କ ବୟଫ୍ରେଣ୍ଡ ହ-ତ୍ୟା କରିଥିଲେ । ମୃ-ତ୍ୟୁ ବେଳକୁ ତାଙ୍କୁ ମାତ୍ର ୧୯ ବର୍ଷ ବୟସ ହୋଇଥିଲା ।

୪.ରାଜା-ବନ୍ଧୁଗଣ ଆପଣ ମାନେ ରାଜା ଙ୍କୁ ତ ନିଶ୍ଚୟ ଜାଣିଥିବେ । ଜେସି ଙ୍କ କଥା କୁ ଖରାପ ଭାବି ରାଜା ଆ-ତ୍ମ-ହ-ତ୍ୟା କରିଥିଲେ । ମୃ-ତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୫ ବର୍ଷ ବୟସ ହୋଇଥିଲା ।

୫.ପପୁ-ଓଡ଼ିଆ ଆଲବମ ହିରୋ ପପୁ ବହୁତ ଗୁଡିଏ ଆଲବମ ରେ ଅଭିନୟ କରିଛନ୍ତି । ଭୁବନେଶ୍ୱର ର ଏକ ଘରୁ ତାଙ୍କର ଝୁଲନ୍ତା ମୃ-ତ ଦେହ ମିଳିଥିଲା । ମୃ-ତ୍ୟୁ ବେଳକୁ ତାଙ୍କୁ ୨୩ ବର୍ଷ ବୟସ ହୋଇଥିଲା ।

୬.ଗୋବରା-ଗୋବରା ଙ୍କୁ ଆପଣ ମାନେ ନିଶ୍ଚୟ ଜାଣିଥିବେ । ତାଙ୍କୁ ଆପଣ କମେଡି ସୋ କିମ୍ବା କମେଡି ଫିଲ୍ମ ରେ ନିଶ୍ଚୟ ଦେଖିଥିବେ । ସେ ବହୁତ କମ ବୟସ ରେ ଗତ ବର୍ଷ ମ-ତ୍ୟୁ ବରଣ କରିଛନ୍ତି ।

୭.ସଲିଲ ମିତ୍ର-ଓଡ଼ିଆ ସିନେମା ଦୁନିଆ ର ଜଣେ ବହୁତ ବଡ଼ କମେଡିଆନ ହେଉଛନ୍ତି ସଲିଲ ମିତ୍ର । ୨୦୧୯ ମସିହା ରେ ଏକ ସଡ଼କ ଦୁ-ର୍ଘ-ଟ-ଣା ରେ ତାଙ୍କର ମୃ-ତ୍ୟୁ ହୋଇଥିଲା । ମୃ-ତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୧ ବର୍ଷ ବୟସ ହୋଇଥିଲା ।

୮.ତପୁ ମିଶ୍ର-ଓଲିଉଡ ର ପ୍ରସିଦ୍ଧ ପ୍ଲେବ୍ୟାକ ସିଙ୍ଗର ତପୁ ମିଶ୍ର ଗତ ୧୯ ତାରିଖ ଦିନ ମୃ-ତ୍ୟୁ ବରଣ କରିଛନ୍ତି । ତାଙ୍କର କରୋନା ରେ ମୃ-ତ୍ୟୁ ହୋଇଥିଲା । ମୃ-ତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୬ ବର୍ଷ ବୟସ ହୋଇଥିଲା ।

ଫ୍ରେଣ୍ଡ୍ସ ଆପଣ ମାନନକୁ କେଉଁ ଷ୍ଟାର ଅଧିକ ପସନ୍ଦ ଆମକୁ କମେନ୍ଟ କାରନ୍ତ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *