ଦେଖନ୍ତୁ Video: ବାହାଘର ପରେ ନିଜର ପ୍ରଥମ ଜନ୍ମଦିନ କିପରି ପାଳିଲେ Ollywood ର ଚୁଲବୁଲି ନାୟିକା Archita Sahu

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଜାଣିଥିବେ । ଏହି କଳାକାର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି ।

ବନ୍ଧୁଗଣ ଏହା ସହିତ ଏହି ଅଭିନେତ୍ରୀ ମାନେ ନିଜ ବିବାହ ଓ ନିଜ ଲଭ ଲାଇଫ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଲିଉଡ ଅଭିନେତ୍ରୀଙ୍କ ବିଷୟରେ କହିବୁ ସେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ବନ୍ଧୁଗଣ ସେହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ସେ ହେଉଛନ୍ତି ଅର୍ଚ୍ଚିତା ମିଶ୍ର । ବନ୍ଧୁଗଣ ଓଲିଉଡ ଅଭିନେତ୍ରୀ ଅର୍ଚ୍ଚିତା ମିଶ୍ର ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରୁହନ୍ତି । ସେ ନିଜ ବିବାହ ପାଇଁ ଗତ କିଛି ଦିନ ହେବ ବହୁତ ଚର୍ଚାରେ ରହିଥିଲେ । ଅର୍ଚ୍ଚିତା ଓଲିଉଡ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ସହ ପ୍ରେମ ବିବାହ କରିଛନ୍ତି ।

ଗତ କିଛି ମାସ ପୂର୍ବରୁ ଏହି ଦୁଇଜଣ ରାଜସ୍ଥାନରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବନ୍ଧୁଗଣ ଏହି ଦୁଇଜଣ କେତେକ ଫିଲ୍ମରେ ଏକା ସହ ନଜର ଆସିଛନ୍ତି ଓ ଏହି ଦୁଇଜଣଙ୍କ ଯୋଡିକୁ ଲୋକମାନେ ବହୁତ ଅଧିକ ପସନ୍ଦ କରନ୍ତି । ବର୍ତ୍ତମାନ ଦେଶରେ କରୋନା କାଳ ଚାଲିଥିବା ବେଳେ ଅର୍ଚ୍ଚିତା ନିଜ ସ୍ଵାମୀ ସବ୍ୟଙ୍କ ସହ ମିଶି ଅସହାୟ ଲୋକ ମାନଙ୍କର ସହାୟତା କରୁଛନ୍ତି ।

ଓଡିଶା ବାସୀଙ୍କ ସହାୟତା ପାଇଁ ଅର୍ଚ୍ଚିତା ଓ ସବ୍ୟଙ୍କ ଚାରିଟି ବହୁତ କିଛି କରୁଛି । ବର୍ତ୍ତମାନ ମଧ୍ୟ ଅର୍ଚ୍ଚିତା ସୋସିଆଲ ମିଡିଆରେ ଚର୍ଚାରେ ଅଛନ୍ତି । ଏହାର କାରଣ ହେଉଛି ଗତ କିଛି ସମୟ ପୂର୍ବରୁ ଅର୍ଚ୍ଚିତା ନିଜ ଜନ୍ମ ଦିନର କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ଗତକାଲି ଅର୍ଚ୍ଚିତାଙ୍କ ଜନ୍ମ ଦିନ ପାଳନ ହୋଇଥିଲା । ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ଗତ କାଲି ଓଡିଆ ଅଭିନେତ୍ରୀ ଅର୍ଚ୍ଚିତା ଜନ୍ମ ଜନ୍ମ ଦିନ ତାଙ୍କ ଶାଶୁ ଘରେ ପାଳନ ହୋଇଛି ।

ଅର୍ଚ୍ଚିତାଙ୍କ ଜନ୍ମ ଦିନ ବହୁତ ଧୁମଧାମରେ ତାଙ୍କ ପରିବାର ଲୋକ ପାଳନ କରିଛନ୍ତି । ସୋସିଆଲ ମିଡିଆରେ ସେ ନିଜ ଜନ୍ମ ଦିନ ପାଳନର କିଛି ଫଟୋ ସେୟାର କରିଛନ୍ତି । ସେହି ଫଟୋରେ ତାଙ୍କ ସ୍ଵାମୀ, ଶାଶୁର ଓ ଶାଶୁ ନଜର ଆସୁଛନ୍ତି । ଏହା ସହିତ ତାଙ୍କ ପରିବାର ଲୋକ ମଧ୍ୟ ନଜର ଆସୁଛନ୍ତି ।

ଅର୍ଚ୍ଚିତା ନିଜ ଜନ୍ମ ଦିନ ପାଇଁ ବହୁତ ଖୁସି ନଜର ଆସୁଛନ୍ତି ଓ ବହୁତ ଧୁମଧାମରେ ତାଙ୍କ ଜନ୍ମ ଦିନ ପାଳନ ହୋଇଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଅର୍ଚ୍ଚିତାଙ୍କ ଜନ୍ମ ଦିନ ଫଟୋ ଗୁଡିକ କିପରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *