ବାହାଘର ପୂର୍ବରୁ କଣ ପ୍ରେଗନେଣ୍ଟ ଥିଲେ Neha Kakkar, ଆଶ୍ଚର୍ଯ୍ୟ ହୋଇ ଫାନ୍ସ ପଚାରୁଛନ୍ତି ଏହି 3 ଟି ପ୍ରଶ୍ନ

ନେହା କକ୍କର ଓ ରୋହନ ପ୍ରୀତ ଙ୍କ ଘରକୁ ବହୁତ ଜଲ୍ଦି ଜଣେ ନୂଆ ଅତିଥି ଆସିବା ପାଇଁ ଯାଉଛି । ନେହା କକ୍କର ନିଜର ଇଂଷ୍ଟାଗ୍ରାମ ରେ ଏହି କଥାର ସୂଚନା ଦେଇଛନ୍ତି । ଏହା ସହିତ ସେ ଏକ ଫଟୋ ବି ଶେୟାର କରିଛନ୍ତି ଯେଉଁଥିରେ ସେ ନିଜର ବେବି ବଂପ ଫ୍ଲାନ୍ଟ କରୁଥିବାର ନଜର ଆସିଛନ୍ତି । ନେହା କକ୍କର ଯେଉଁ ଫଟୋ ପୋସ୍ଟ କରିଛନ୍ତି ସେଥିରେ ରୋହନ ପ୍ରୀତ ସିଂହ ବି ଅଛନ୍ତି । ଏହି ଫଟୋ ରୋହନ ପ୍ରୀତ ସିଂହ ବି ନିଜର ଇଂଷ୍ଟାଗ୍ରାମ ରେ ପୋସ୍ଟ କରିଛନ୍ତି ।

ଏହା ସହିତ ନେହା କକ୍କର କ୍ୟାପ୍ସନ ରେ ଲେଖିଛନ୍ତି ‘ଯତ୍ନ ନିଅ’, ଯେଉଁଥିରେ ରୋହନ ପ୍ରୀତ ବି କମେନ୍ଟ କରିଛନ୍ତି କି ‘ଏବେ ତ କିଛି ଅଧିକ ଯତ୍ନ ନେବାକୁ ପଡିବ ନେହୁ।’ ନେହା କକ୍କର ଙ୍କ ଏହି ଫଟୋରେ ଷ୍ଟାର ମାନେ ଓ ପ୍ରଶଂସକ ବି ବହୁତ କମେନ୍ଟ କରୁଛନ୍ତି । ସମସ୍ତେ ଏହି ଦୁଇ ଜଣଙ୍କୁ ଶୁଭକାମନା ଜଣାଉଛନ୍ତି । ନେହା କକ୍କର ଙ୍କ ଭାଇ ଟୋନୀ କକ୍କର ଲେଖିଛନ୍ତି ‘ମୁଁ ମାମୁଁ ହେଇଯିବି’।

ଏହା ବ୍ଯତୀତ ଜୟ ଭାନୁସାଲି, ରୋଚକ କୋହଲୀ, ହର୍ଷଦୀପ କୌର, ଏଲି ଅବରାମ ସହିତ ଅନ୍ୟ ଷ୍ଟାର ମାନେ ବି ତାଙ୍କୁ ଶୁଭକାମନା ଜଣାଇଛନ୍ତି । ବାହାଘରର ଦୁଇ ମାସ ପରେ ହିଁ ନେହା କକ୍କର ଙ୍କ ପ୍ରେଗ୍ନେଂସୀ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ଯାହା ପରେ କେତେକ ୟୁଜର୍ସ ତାଙ୍କର ସୋସିଆଲ ଇଡିଆ ଆକାଉଣ୍ଟ ରେ 3 ଟି ପ୍ରଶ୍ନ ଉଠାଉଛନ୍ତି ।

1. ମାତ୍ରା 2 ମାସରେ ଏତେ ବଡ ବେବୀ ବଂପ କେମିତି ?

ଲୋକଙ୍କ କହିବା କଥା କଣ ନେହା ବାହାଘର ପୂର୍ବରୁ ତ ପ୍ରେଗନେଣ୍ଟ ନଥିଲେ । ଯଦି ସେ ବାହାଘର ପରେ ପ୍ରେଗନେଣ୍ଟ ହେଲେ ତେବେ ଏତେ ବଡ ବେବୀ ବଂପ କେମିତି ?

2. କୌଣସି ଆଲବମ ର teaser ତ ନୁହେଁ ?

ଆଜ୍ଞା ହଁ ନେହା ଙ୍କ ଏହି ଫଟୋ ଦେଖିବା ପରେ କିଛି ଲୋକ ତ ଭାବୁଛନ୍ତି କି ଏହା ତାଙ୍କର କୌଣସି ନୂଆ ଆଲବମ ର teaser ତ ନୁହେଁ କାରଣ ଯେତେବେଳେ ନେହା ଙ୍କର ବିବାହ ହୋଇଥିଲା ସେତେବେଳେ ତାଙ୍କର ନୂଆ ଆଲବମ ନେହୁ ଦା ବ୍ୟାହ ଆସିଥିଲା । ପୂର୍ବ ଥର ଭଳି କିଛି ନୁହେଁ ତ ଓ ଏହାର ରିଆଲିଟି ସହ କିଛି ସମ୍ପର୍କ ଅଛି କି ନାହିଁ ।

୩. ଇଣ୍ଡିଆନ ଆଇଡଲ ର ଟିଜର ରେ କାହିଁକି ନଥିଲା ବେବୀ ବଂପ

ଆପଣ ଏହି ଫଟୋ କୁ ଦେଖିପାରୁଥିବେ ଯାହା ଇଣ୍ଡିଆନ ଆଇଡଲ ର ଟିଜର ଅଟେ ଯାହାକୁ ନେହା କିଛି ସମୟ ପୂର୍ବରୁ ନିଜ ଇଂଷ୍ଟା ଆକାଉଣ୍ଟ ରେ ଶେୟାର କରିଥିଲେ । ଯେଉଁଥିରେ ନେହା ଙ୍କ ବେବୀ ବଂପ ବିଲକୁଲ ବି ନଜର ଆସୁ ନାହିଁ । ଏଥିରେ ଫ୍ୟାନ୍ସ ଙ୍କର ପ୍ରଶ୍ନ ଉଠାଇବା ତ ସ୍ଵାଭାବିକ ଅଟେ କି ଇଣ୍ଡିଆନ ଆଇଡଲ ର ଟିଜର ରେ ନେହାଙ୍କ ବେବୀ ବଂପ ବିଲକୁଲ ବି ନଜର ଆସୁ ନାହିଁ । ତେବେ ଏକଦମ ସେ ଏତେ ବଡ ବେବୀ ବଂପ କେମିତି ହେଇଗଲା । କିନ୍ତୁ ଏମିତି ତ ନୁହେଁ ଇଣ୍ଡିଆନ ଆଇଡଲ ର ଏହି ଟିଜର ପୁରୁଣା ତ ନୁହେଁ ଯାହାକୁ ନେହା ଏବେ ଶେୟାର କରିଛନ୍ତି ।

କହି ଦେଉଛୁ କି ନେହା କକ୍କର ଓ ରୋହନ ପ୍ରୀତ ସିଂହ 24 ଅକ୍ଟୋବର କୁ ହିଁ ବିବାହ କରିଥିଲେ। ଦୁଇ ଜଣଙ୍କର ପ୍ରଥମ ଦେଖା ‘ନେହୁ ଦା ବ୍ୟାହ’ ମ୍ୟୁଜିକ ଆଲବମ ର ସେଟ ରେ ହୋଇଥିଲା । ଏହି ସମୟରେ ଦୁଇ ଜଣଙ୍କୁ ପରସ୍ପର ସହିତ ପ୍ରେମ ହୋଇଗଲା । ରୋହନ ପ୍ରଥମ ନଜରରେ ହିଁ ନେହା ଙ୍କୁ ବହୁତ କ୍ୟୁଟ ଲାଗିଥିଲେ ତ ସେଇଠି ରୋହନ ନେହାଙ୍କ ଭଲ ବ୍ୟବାହାର ପାଇଁ ଫିଦା ଥିଲେ । ବିବାହ ପରେ ନେହା ଓ ରୋହନ ଦୁବାଇ ହନିମୁନ ପାଇଁ ଯାଇଥିଲେ । ଯେଉଁଠୁ ତାଙ୍କର ଅନେକ ଫଟୋ ଭାଇରାଲ ହୋଇଥିଲା ।

ତେବେ ଫ୍ରେଣ୍ଡ୍ସ ଆପଣ ମାନଙ୍କୁ ଏହା କେମିତି ଲାଗିଲା ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ବଲିଉଡ ର ସମସ୍ତ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *