ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତା ମାନେ ଆସିବା ଦିନରୁ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ଚର୍ଚାରେ ରୁହନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତା ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ତେବେ ଏହି ଓଡିଆ ଅଭିନେତା ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ବାବୁସାନ ମହାନ୍ତି । ବନ୍ଧୁଗଣ ଆପଣ ମାନେ ସମସ୍ତେ ବାବୁସାନଙ୍କୁ ଅନେକ ସୁପର ହିଟ ଫିଲ୍ମରେ ନିଶ୍ଚୟ ଦେଖିଥିବେ । ବାବୁସାନ ମହାନ୍ତି ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ତେବେ ବନ୍ଧୁଗଣ ବାବୁସାନ ହେଉଛନ୍ତି ଓଡିଆ ଅଭିନେତା ଉତ୍ତମ ମହାନ୍ତି ଓ ଅପରାଜିତା ମହାନ୍ତିଙ୍କ ଏକ ମାତ୍ର ପୁଅ ।
ସେ ଅଭିନୟ କରିବା ସହ ଭଲ ଗୀତ ମଧ୍ୟ ଗାନ୍ତି । ବାବୁସାନ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଆସିବା ଦିନରୁ ନୂଆ ନୂଆ ଫଟୋ ଓ ଭିଡିଓ ଆପଲୋଡ କରନ୍ତି । ତାଙ୍କର ସମସ୍ତ ଫଟୋ ଓ ଭିଡିଓ ଦେଖୁ ଦେଖୁ ଭାଇରାଲ ମଧ୍ୟ ହୋଇଯାଏ । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ବାବୁସାନଙ୍କର ଏକ ନୂଆ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ।
View this post on Instagram
ଏହି ଭିଡିଓଟି ସମସ୍ତ ସ୍ଥାନରେ ଚର୍ଚାରେ ଅଛି ଓ ଫ୍ୟାନ୍ସ ମାନେ ଏହି ଭିଡିଓଟିକୁ ବେସ ପସନ୍ଦ କରିଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ବାବୁସାନଙ୍କର ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭାଇରାଲ ଭିଡିଓ ବିଷୟରେ । ବନ୍ଧୁଗଣ ବର୍ତ୍ତମାନ ସୋସିଆଲ ମିଡିଆରେ ସାଉଥ ଫିଲ୍ମ ‘ପୁଷ୍ପା’ର ଏକ ଗୀତ ଶ୍ରୀଭଲି ବହୁତ ଚର୍ଚାରେ ଅଛି ।

ସମସ୍ତ ଲୋକ ଏହି ଗୀତର ଡ୍ୟାନ୍ସକୁ କପି କରି ସେୟାର କରୁଛନ୍ତି । ତେବେ ବନ୍ଧୁଗଣ ବାବୁସାନ ମଧ୍ୟ ତାଙ୍କର ଏହି ଭିଡିଓରେ ଶ୍ରୀଭଲି ଗୀତରେ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି । ବାବୁସାନ ଏହି ଭିଡିଓରେ ବହୁତ ଜବରଦସ୍ତ ଡ୍ୟାନ୍ସ କରୁଛନ୍ତି ଓ ଫ୍ୟାନ୍ସ ମାନଙ୍କୁ ତାଙ୍କର ଡ୍ୟାନ୍ସ ବେସ ପସନ୍ଦ ମଧ୍ୟ ଆସିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ବାବୁସାନଙ୍କର ଏହି ଭିଡିଓ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

