ବିବାହରେ ସବ୍ୟସାଚୀ ଲେହେଙ୍ଗା ପିନ୍ଧିଲେ Ollywood ଅଭିନେତ୍ରୀ Lipsa Mishra, ଦାମ ଶୁଣି ହେଇଯିବେ ବେହୋସ…

ନାମସକରବନ୍ଧୁଗଣ । ସୂଚନା ଅନୁସାରେ ବିବାହ ବନ୍ଧନରେ ବନ୍ଧନରେ ବାନ୍ଧିହେଲେ ଓଡିଆ କଳା ଜଗତର ଚୁଲବୁଲି ନାୟିକା ସୁନ୍ଦରୀ ଲିପ୍ସା ମିଶ୍ର । ତେବେ ହଁ ବନ୍ଧୁଗଣ ଗତ କାଲି ଲିପ୍ସାଙ୍କ ସହ ଆକାଶଙ୍କର ବାହାଘର କାର୍ଯ୍ୟ ଯଥାବିଧି ସମ୍ପର୍ଣ୍ଣ ହୋଇଛି । ତେବେ ନିଜ ବାହାଘରରେ ଅଭିନେତ୍ରୀ ଲିପ୍ସାଙ୍କର ଲୁକ୍ ଏପରି କିଛି ରହିଥିଲା । ଯେ ବାହାଘରର ପାର୍ଟିକୁ ଯାଇଥିବା ଲୋକ ମାନଙ୍କର ଲିପ୍ସାଙ୍କ ବଧୁବେଶ ଉପରୁ ନଜର ଜମାରୁ ମଧ୍ୟ ହଟୁନଥିଲା ।

ତେବେ ଖାଲି ଲିପ୍ସା କାହିଁକି ସମସ୍ତ ସେଲିବ୍ରେଟି ନିଜର ଡ୍ରେସିଂ ଓ ମେକଅପ ପାଇଁ ସବୁବେଳେ ନିଜ ବିଉଟି ପାଇଁ ଚର୍ଚାରେ ହିଁ ରହିଆସିଥାନ୍ତି । ତେବେ ସେହିପରି ସୁନ୍ଦରୀ ଲିପ୍ସା ମଧ୍ୟ ତାଙ୍କ ବାହାଘରରେ ସୁନ୍ଦରୀରୁ ଆହୁରି ଅଧିକ ସୁନ୍ଦରୀ ଦେଖାଯାଉଥିଲେ । ତେବେ ଜଣାଶୁଣା ଫ୍ୟାସନ ଡିଜାଇନର ସବ୍ୟସାଚି ମୁଖାର୍ଜୀଙ୍କ ଦ୍ଵାରା ଲିପ୍ସାଙ୍କ ବାହାଘର ଆଉଟଫିଟ୍ ଡିଜାଇନ କରଯାଇଥିଲା ।

ତେବେ ନିଜ ବାହାଘରରେ ଏକ ବହୁତ ଗରଜିଅସ ରେଡ୍ କଲର ଲେହେଙ୍ଗାରେ ନଜର ଆସିଥିଲେ ସୁନ୍ଦରୀ ନାୟିକା ଲିପ୍ସା ମିଶ୍ର । ତେବେ ଲେହେଙ୍ଗା ଯେପରି ସୁନ୍ଦର ହୋଇଥିଲା ସେତେ ଅଧିକ ହିଁ ଲେହେଙ୍ଗାର ପ୍ରାଇସ ରହିଥିଲା । ତେବେ ଅଭିନେତ୍ରୀ ନିଜ ବାହାଘରରେ ପିନ୍ଧିଥିବା ଲେହେଙ୍ଗାଟିର ଦାମ ରହିଥିଲା ୮ ଲକ୍ଷ ଟଙ୍କା । ତେବେ ସେହି ରେଡ୍ କଲର ଲେହେଙ୍ଗା ସହିତ ଲିପ୍ସାଙ୍କ ମେକଅପରେ ଜଣେ ଲାଲଟୁକୁ ଟୁକୁ ସାଧବ ବୋହୁ ପରି ଅଭିନେତ୍ରୀ ଲିପ୍ସା ନଜର ଆସିଥିଲେ ।

ଏହା ସହିତ ସୁନା ଗହଣାରେ ସଜ୍ଜିତ ହୋଇଥିବା ଲିପ୍ସାଙ୍କ ଚାହାଣୀ ମଧ୍ୟ ତାଙ୍କ ସୁନ୍ଦରତାରେ ଚାରଚାନ୍ଦ ଲଗାଇଦେଇଥିଲା । ତେବେ ଗତ କାଲି ନାୟିକା ଲିପ୍ସା ଓ ତାଙ୍କ ବୟଫ୍ରେଣ୍ଡ ଆକାଶଙ୍କ ବୈଦିକ ରୀତିନୀତିରେ ବିବାହ କାର୍ଯ୍ୟଟି ସମ୍ପର୍ଣ୍ଣ ହୋଇଛି । ତେବେ ବାହାଘରରେ ଓଡିଶାର ଜଣାଶୁଣା ଅନେକ କଳାକାର ମଧ୍ୟ ସାମିଲ ହୋଇ ବାହାଘର ମହୋଲକୁ ପୁରା ସରଗରମ କରିଦେଇଥିଲେ ।

ତେବେ ଆକାଶ ବାଜାରୋଷଣୀ କରି ସାଥିରେ ବରଯାତ୍ରୀ ନେଇ ରାଜା ପୁଅ ଭଳି ଆସି ସୁନ୍ଦରୀ ଲିପ୍ସାଙ୍କୁ ବାହା ହୋଇ ତାଙ୍କ ସାଥିରେ ନିଜ ରାଣୀ କରି ନେଇଯାଇଛନ୍ତି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, ଓ ଶେୟାର କରନ୍ତୁ । ତେବେ ଓଡିଶାର ସୁନ୍ଦରୀ ନାୟିକା ଲିପ୍ସାଙ୍କର ବାହାଘର ଲୁକ୍ ଆପଣ ମାନଙ୍କୁ କିପରି ଲାଗୁଛି ? ନିଜର ମତ କାମେଣ୍ଟ କରିକି ଆମକୁ ଜଣାନ୍ତୁ ।  ଧନ୍ୟବାଦ

Leave a Reply

Your email address will not be published. Required fields are marked *