Bollywood ର ଫେମସ ଭିଲିୟାନ Ashutosh Rana ଙ୍କ ଏହା ଅଟେ ରିଅଲ ଲାଇଫ ଫାମିଲି

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି କଳାକାର ମାନେ ନିଜ ଅଭିନୟ ଓ ନିଜ ପର୍ଶନାଲ ଲାଇଫ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ବଲିଉଡ କଳାକାରଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ବନ୍ଧୁଗଣ ସେହି ବଲିଉଡ କଳାକାର ଜଣକ ଆଉ କେହି ନୁହେଁ ସେ ହେଉଛନ୍ତି ବଲିଉଡର ଦିଗଜ କଳାକାର ଆଶୁତୋଷ ରାଣା । ବନ୍ଧୁଗଣ ଆପଣ ମାନେ ସମସ୍ତେ ଆଶୁତୋଷ ରାଣାଙ୍କୁ ବହୁତ ସୁପର ହିଟ ଫିଲ୍ମରେ ଖଳନାୟକ ଭୂମିକାରେ ନିଶ୍ଚୟ ଦେଖିଥିବେ ।

ସେ ନିଜ ସୁନ୍ଦର ଅଭିନୟ ଦ୍ଵାରା ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ଓ ତାଙ୍କର ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି । ବନ୍ଧୁଗଣ ଆପଣ ମାନେ ସମସ୍ତେ ତ ଆଶୁତୋଷ ରାଣାଙ୍କୁ କେତେକ ଫିଲ୍ମରେ ନିଶ୍ଚୟ ଦେଖିଥିବେ । ହେଲେ ବନ୍ଧୁଗଣ ଆପଣ ମାନେ ସମସ୍ତେ ଆଶୁତୋଷ ରାଣାଙ୍କୁ ତ ଜାଣିଛନ୍ତି ହେଲେ ଆପଣ ମାନେ କଣ ତାଙ୍କ ପରିବାର ଓ ତାଙ୍କ ଜୀବନୀ ବିଷୟରେ ଜାଣିଛନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଆଶୁତୋଷ ରାଣାଙ୍କ ଜୀବନୀ ଓ ତାଙ୍କ ପରିବାର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ବଲିଉଡ କଳାକାର ଆଶୁତୋଷ ରାଣାଙ୍କ ଜନ୍ମ ୧୦ ନଭେମ୍ବର ୧୯୭୬ ମସିହାରେ ଗଡରୱାରାରେ ହୋଇଥିଲା । ବନ୍ଧୁଗଣ ତାଙ୍କ ପରିବାରରେ ସମୁଦାୟ ୧୬ ଜଣ ସଦସ୍ୟ ଅଛନ୍ତି । ଆଶୁତୋଷ ରାଣାଙ୍କ ପିତାଙ୍କ ନାମ ହେଉଛି ନାମ ନାରାୟଣ ମିଥରା ଯିଏ ପେସାରୁ ଜଣେ କୃଶକ ଥିଲେ । ହେଲେ ବନ୍ଧୁଗଣ ବର୍ତ୍ତମାନ ଆଶୁତୋଷଙ୍କ ପିତା ଏହି ଦୁନିଆରେ ନାହାନ୍ତି । କିଛି ସମୟ ପୂର୍ବରୁ ରୋଗରେ ପୀଡିତ ଥିବା ନାମ ନାରାୟଣ ମିଥରାଙ୍କର ନିଧନ ହୋଇଯାଇଥିଲା ।

ବନ୍ଧୁଗଣ ଆଶୁତୋଷଙ୍କୁ ମିଶାଇ ତାଙ୍କ ପରିବାରରେ ୧୧ ଜଣ ଭାଇ ଭଉଣୀ ଥିଲେ ଓ ଆଶୁତୋଷ ଥିଲେ ସବୁଠାରୁ ସାନ । ବନ୍ଧୁଗଣ ଆଶୁତୋଷଙ୍କ ପରିବାର ଲୋକ ଲାଇମ ଲାଇଟ ଠାରୁ ଦୂରରେ ରୁହନ୍ତି ସେଥିପାଇଁ ତାଙ୍କ ପରିବାରର କୌଣସି ସୂଚନା ସୋସିଆଲ ମିଡିଆରେ ନାହିଁ । ବନ୍ଧୁଗଣ ଆଶୁତୋଷଙ୍କ ସ୍ତ୍ରୀଙ୍କ ନାମ ହେଉଛି ରେଣୁକା ସାହାଣେ ଯିଏ ଜଣେ ବଲିଉଡ ଅଭିନେତ୍ରୀ ଅଟନ୍ତି ।

ବନ୍ଧୁଗଣ ରେଣୁକା ସାହଣେ ବଲିଉଡ ଫିଲ୍ମ ‘ହମ ଆପକେ ହେଁ କୋନ’, ‘ମାସୁମ’ ଓ ‘ଏକ ଅଲଗ ମୌଷମ’ ଆଦି କେତେକ ସୁପର ହିଟ ଫିଲ୍ମରେ କାମ କରିଛନ୍ତି । ରେଣୁକା ଓ ଆଶୁତୋଷ ପରସ୍ପରକୁ ୨ ବର୍ଷ ପର୍ଯ୍ୟନ୍ତ ଡେଟ କରିଥିଲେ ଓ ଶେଷରେ ୨୦୦୧ ମସିହାରେ ଏହି ଦୁଇଜଣଙ୍କ ବିବାହ ହୋଇଥିଲା ।

ବନ୍ଧୁଗଣ ଏହି ଦୁଇଜଣଙ୍କର ଦୁଇଟି ପୁଅ ମଧ୍ୟ ଅଛନ୍ତି । ବର୍ତ୍ତମାନ ଆଶୁତୋଷ ନିଜ ପରିବାର ସହ ବହୁତ ଖୁସିରେ ଜୀବନ ଅତିବାହିତ କରୁଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଆଶୁତୋଷଙ୍କ ଅଭିନୟ କିପରି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ବଲୀଉଡର କିଛି ଚଟପଟା ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *