Ollywood ର ଲୋକପ୍ରିୟ ସିଙ୍ଗର Aseema Panda ଙ୍କ ପରିବାର କୁ ଆସିଲା ବଡ଼ ଦୁଃଖ ଖବର, ଦୁର୍ଘଟଣା ର ଶିକାର ହେଲେ ଏହି ବ୍ୟକ୍ତି

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଗୀତ ଗାଉଥିବା ସମସ୍ତ ସିଙ୍ଗର ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ସିଙ୍ଗର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ପ୍ରଫେସନାଲ ଲାଇଫକୁ ନେଇ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଲୋକପ୍ରିୟ ସିଙ୍ଗରଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ବନ୍ଧୁଗଣ ସେହି ଓଡିଆ ସିଙ୍ଗର ଜଣକ ଆଉ କେହି ନୁହେଁ ସେ ହେଉଛନ୍ତି ଅସୀମା ପଣ୍ଡା । ଅସୀମା ଅନେକ ଲୋକପ୍ରୟ ଗୀତ ଗାଇ ଓଡିଆ ଇଣ୍ଡଷ୍ଟ୍ରିରେ ସଫଳତା ହାସଲ କରିଛନ୍ତି । ତାଙ୍କ ସ୍ଵର ଓ କଣ୍ଠ ଶୁଣିବା ପାଇଁ ଲୋକମାନେ ବହୁତ ଅଧିକ ପସନ୍ଦ କରନ୍ତି ।

ଅସୀମା ନିଜ ଗୀତ ଗୁଡିକ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଗତ କିଛି ସମୟ ହେବ ଏକ ବଡ ଦୁଃଖର ଖବର ସାମ୍ନାକୁ ଆସିଛି । ଖବର ମିଳିଛି ଯେ, ଅସୀମାଙ୍କର କାର ଦୁ-ର୍ଘ-ଟ-ଣା ହୋଇଯାଇଛି । ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ସୋସିଆଲ ମିଡିଆରେ ଏକ ଖବର ଭାଇରାଲ ହେବାରେ ଲାଗିଛି ଯେ, ଅସୀମାଙ୍କ କାର ଦୁ-ର୍ଘ-ଟ-ଣା ହୋଇଯାଇଛି । ଗତ ଶୁକ୍ରବାର ରାତ୍ରି ସମୟରେ ତାଙ୍କର କାର ଦୁ-ର୍ଘ-ଟ-ଣା ହୋଇଛି । ସୂଚନା ମୁତାବକ କଟକ ନେତାଜୀ ସେତୁ ଉପରେ ଏହି ଦୁ-ର୍ଘ-ଟ-ଣା-ଟି ହୋଇଥିଲା । କିନ୍ତୁ ସେହି କାର ମଧ୍ୟରେ ଅସୀମା ନଥିଲେ, ତାଙ୍କ ଭାଇ ଥିଲେ ।


ଦୁ-ର୍ଘ-ଟ-ଣା ପରେ ତାଙ୍କ ଭାଇଙ୍କୁ କଟକ ବଡ ମେଡିକାଲ ନିଆଯାଇଥିଲା । ଶୁକ୍ରବାର ରାତି ୧ ଟା  ୨୦ ମିନିଟରେ ମିଳିଥିବା ସୂଚନା ଅନୁଯାଇ ଅସୀମା ଙ୍କ ଭାଇଙ୍କ ହାତରେ ଗୁରୁତ୍ଵର ଆ-ଘା-ତ ଲାଗିଛି । ବନ୍ଧୁଗଣ ଦୁ-ର୍ଘ-ଟ-ଣା ହେତୁ ସେହି କାରର ଅଧିକାଂଶ ଅଂଶ ଗୁଡିକ ଭାଙ୍ଗି ଚୁରମାର ହୋଇଯାଇଛି ।

ବର୍ତ୍ତମାନର ଖବର ଅନୁଯାଇ ତାଙ୍କର ଅଧିକ କ୍ଷ-ୟ କ୍ଷ-ତି ହୋଇ ନାହିଁ । ତେଣୁ ବନ୍ଧୁଗଣ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । ଅସୀମା ନିଜେ ଏହି କଥା ସୂଚନା ଦେଇଛନ୍ତି କି ତାଙ୍କର କୌଣସି ପ୍ରକାରର ଖ୍ଯାତି ହୋଇ ନାହିଁ । ସେ ବର୍ତ୍ତମାନ ବିଲକୁଲ ଭଲ ଅଛନ୍ତି । ଏହା ସହିତ ସେ ସୋସିଆଲ ମିଡିଆକୁ ଅନୁରୋଧ କରିଛନ୍ତି କି ଏମିତି ମିଥ୍ୟା ପ୍ରଚାର କରନ୍ତୁ ନାହିଁ, ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ସିଙ୍ଗର ଅସୀମା ପଣ୍ଡା କିପରି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *