2021 ରେ ରିଅଲ ଲାଇଫ ରେ ବିବାହ କରିବାକୁ ଯାଉଛନ୍ତି TV ଇଣ୍ଡଷ୍ଟ୍ରି ର ଏହି 4 ଟି ଫେମସ ଯୋଡି, 4 ନମ୍ବର ଯୋଡି ତ ନିର୍ବନ୍ଧ ବି କରି ସାରିଛନ୍ତି

ବନ୍ଧୁଗଣ ଆପଣ ମାନେ ସମସ୍ତେ ଟିଭିର ସମସ୍ତ ଷ୍ଟାର୍ସ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଟିଭିର ଏହି ଷ୍ଟାର୍ସ ମାନେ କୌଣସି ନା କୌଣସି କାରଣ ହେତୁ ସବୁବେଳେ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଏହି ବର୍ଷ ୨୦୨୦ରେ ଟିଭିର କେତେକ ଫେମସ ଯୋଡି ପରସ୍ପର ସହ ବିବାହ କରି ବହୁତ ଚର୍ଚାରେ ରହିଛନ୍ତି । ସେହିପରି ବନ୍ଧୁଗଣ ଆଗାମୀ ବର୍ଷ ୨୦୨୧ରେ ଟିଭି ଇଣ୍ଡଷ୍ଟ୍ରିର କେତେକ ଫେମସ ଯୋଡି ପରସ୍ପର ସହ ବିବାହ କରିବାକୁ ଯାଉଛନ୍ତି ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ସମସ୍ତ ଯୋଡି ବିଷୟରେ କହିବାକୁ ଯାଉଛୁ, ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଯୋଡି ମାନଙ୍କ ବିଷୟରେ । ଆମ ଲିଷ୍ଟ ର ପ୍ରଥମ ନମ୍ବର ରେ ଅଛନ୍ତି ସୁରଭି ଚନ୍ଦନା ଓ କରନ ଶର୍ମା ।

ସୁରଭି ଚନ୍ଦନା ଓ କରନ ଶର୍ମା- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଟିଭି ଅଭିନେତ୍ରୀ ସୁରଭି ଚନ୍ଦନା ଓ ଅଭିନେତା କରନ ଶର୍ମା । ବନ୍ଧୁଗଣ ଏହି ଦୁଇଜଣ ପରସ୍ପରକୁ ୩ ବର୍ଷ ହେବ ଡେଟ କରୁଛନ୍ତି ଓ ବର୍ତ୍ତମାନ ଏମାନେ ପରସ୍ପର ବିଷୟରେ ସବୁକିଛି ଜାଣି ସାରିଛନ୍ତି । ତେଣୁ ଆଗାମୀ ବର୍ଷ ୨୦୨୧ରେ ଏମାନେ ବିବାହ କରିବାକୁ ଯାଉଛନ୍ତି । ଏହି କିଛି ଦିନ ହେବ ସୋସିଆଲ ମିଡିଆରେ ଏମାନଙ୍କ ବିବାହ ଖବର ବହୁତ ଚର୍ଚାରେ ଅଛି ।

ଅବିକା ଗୌର ଓ ମିଲନ୍ଦ ଚନ୍ଦବାନୀ- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ଟିଭିର ଫେମସ ଅଭିନେତ୍ରୀ ଅଭିକା ଗୌର ଓ ଅଭିନେତା ମିଲନ୍ଦ ଚନ୍ଦବାନୀ । ବାଳିକା ବଧୁ ସିରିଏଲରେ ଅଭିନୟ କରି ପ୍ରସିଦ୍ଧି ହାସଲ କରିଥିବା ଅଭିକା ଗୌର ସବୁବେଳେ ନିଜ ପର୍ଶନାଲ ଲାଇଫ ପାଇଁ ସୋସିଆଲ ମିଡିଆରେ ଚର୍ଚାରେ ରୁହନ୍ତି । ଅଭିକା ଏହି ଲକଡାଉନ ସମୟରେ ନିଜ ବୟଫ୍ରେଣ୍ଡ ମିଲନ୍ଦଙ୍କ ସହ କେତେକ ରୋମାଣ୍ଟିକ ଫଟୋ ସେୟାର କରିଥିଲେ । ଖବର ମିଳିଛି ଯେ ଏହି ଦୁଇଜଣ ଆଗାମୀ ବର୍ଷ ୨୦୨୧ରେ ବିବାହ କରିବାକୁ ଯାଉଛନ୍ତି ।


ମୌଶିନ ଖାନ ଓ ଶିବାଙ୍ଗୀ ଜୋଶୀ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଅଭିନେତା ମୌଶିନ ଖାନ ଓ ଅଭିନେତ୍ରୀ ଶିବାଙ୍ଗୀ ଜୋଶୀ । ଷ୍ଟାରପ୍ଲସର ଲୋକପ୍ରିୟ ସିରିଏଲ ‘ୟେ ରିସ୍ତା କ୍ୟା କେହେଲାତା ହେ’ରେ ଏହି ଦୁଇଜଣ ନାଇରା ଓ କାର୍ତ୍ତିକର ଭୂମିକା ପଦର୍ଶନ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ଏହି ଦୁଇଜଣ ପରସ୍ପର ସହ ବହୁତ ସମୟରେ ହେବ ଲଭ ରିଲେସନରେ ଅଛନ୍ତି ଓ ଏହି ଯୋଡିକୁ ଦର୍ଶକ ମାନେ ବେସ ପସନ୍ଦ ମଧ୍ୟ କରିଛନ୍ତି । ଖବର ମିଳିଛି ଯେ, ଏହି ଦୁଇଜଣ ଆଗାମୀ ବର୍ଷ ୨୦୨୧ରେ ପରସ୍ପର ସହ ବିବାହ କରିବାକୁ ଯାଉଛନ୍ତି ।


ଶ୍ରଦ୍ଧା ଆର୍ୟ୍ୟା ଓ ଆଲାମ ମକ୍କର- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଟିଭିର ଫେମସ ଅଭିନେତ୍ରୀ ଶ୍ରଦ୍ଧା ଆର୍ୟ୍ୟା ଓ ତାଙ୍କ ବୟଫ୍ରେଣ୍ଡ ଆଲାମ ମକ୍କର । କୁଣ୍ଡଳୀ ଭାଗ୍ୟ ସିରିଏଲରେ ପ୍ରୀତାର ଭୂମିକା ପଦର୍ଶନ କରି ପ୍ରସିଦ୍ଧି ହାସଲ କରିଥିବା ଅଭିନେତ୍ରୀ ଶ୍ରଦ୍ଧା ଆରିଆ ମଧ୍ୟ ନିଜ ଲଙ୍ଗଟାଇମ ବୟଫ୍ରେଣ୍ଡ ଆଲାମ ମକ୍କରଙ୍କ ସହ ଆଗାମୀ ବର୍ଷ ବିବାହ କରିବାକୁ ଯାଉଛନ୍ତି । ଶ୍ରଦ୍ଧା ଓ ଆଲାମ ୨୦୧୮ରେ ପରସ୍ପର ସହ ନିର୍ବନ୍ଧ କରିସାରିଥିଲେ, ହେଲେ ବର୍ତ୍ତମାନ ଖବର ମିଳିଛି ଯେ, ଏହି ଦୁଇଜଣ ଆଗାମୀ ବର୍ଷ ବିବାହ କରିବାକୁ ଯାଉଛନ୍ତି ।

ତେବେ ଫ୍ରେଣ୍ଡ୍ସ ଆପଣ ମାନଙ୍କୁ ଏମାନଙ୍କ ମଧ୍ୟରୁ କେଉଁ ଯୋଡି ଟି ସବୁଠୁ ଅଧିକ ପସନ୍ଦ ଆସିଲା ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ଟିଭି ଇଣ୍ଡଷ୍ଟ୍ରି ର ସବୁ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *