ଦେଖନ୍ତୁ Arvind ଙ୍କୁ ଜନ୍ମଦିନରେ କଣ ସରପ୍ରାଇଜ ଦେଲେ Janklin, ଦେଖନ୍ତୁ ପୁରା Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋ-ସି-ଆ-ଲ ମି-ଡି-ଆ-ରେ ସବୁବେଳେ ଚର୍ଚାରେ ରୁହନ୍ତି । ଆଜି ଆମେ ଆପଣ ମାନଙ୍କୁ ଯେଉଁ ଟିଭି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ଟିଭି ଇଣ୍ଡଷ୍ଟ୍ରିରେ ସୁନାମ ଅର୍ଜନ କରିଛନ୍ତି । ବନ୍ଧୁଗଣ ଏହି ଅଭିନେତ୍ରୀ ଜଣ ଆଉ କେହି ନୁହେଁ ଏ ହେଉଛନ୍ତି ଜାଙ୍କଲିନ ।

ଆପଣ ମାନେ ସମସ୍ତେ ଜାଙ୍କଲିନଙ୍କୁ ଅନେକ ଧାରାବାହିକରେ ନିଶ୍ଚୟ ଦେଖିଥିବେ । ଗତ କିଛି ମାସ ତଳେ ଜାଙ୍କଲିନ ନିଜ ବୟଫ୍ରେଣ୍ଡ ଅରବିନ୍ଦଙ୍କ ସହ ପ୍ରେମ ବିବାହ କରିଥିଲେ । ବିବାହ ପରଠାରୁ କିଛି ନା କିଛି କାରଣ ହେତୁ ଏହି ଦୁଇଜଣ ଚର୍ଚାରେ ରହୁଛନ୍ତି । ପୁଣି ଥରେ ଏହି ଦୁଇଜଣ ଚର୍ଚାରେ ଆସିଛନ୍ତି । ଏହି ଦୁଇଜଣଙ୍କର ଏକ ଭି-ଡି-ଓ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଭା-ଇ-ରା-ଲ ହେଉଛି ।

ବନ୍ଧୁଗଣ ଅରବିନ୍ଦଙ୍କ ଜନ୍ମ ଦିନ ଅବସରରେ ଏହି ଭି-ଡି-ଓ-ଟି ଜାଙ୍କଲିନ ନିଜ ସୋ-ସି-ଆ-ଲ ମି-ଡି-ଆ ଆ-କା-ଉ-ଣ୍ଟରେ ଅ-ପ-ଲୋ-ଡ କରିଥିଲେ ଯାହା ବର୍ତ୍ତମାନ ବହୁତ ଭା-ଇ-ରା-ଲ ହେଉଛି । ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭି-ଡି-ଓ ବିଷୟରେ । ଅରବିନ୍ଦଙ୍କ ଜନ୍ମ ଦିନରେ ଜାଙ୍କଲିନ ତାଙ୍କ ପାଇଁ ଏକ ବଡ ସରପ୍ରାଇଜ ରଖିଥିଲେ ।

ଭି-ଡି-ଓ-ରେ ଅରବିନ୍ଦ କେକ କା-ଟୁ-ଥିବାର ନଜର ଆସୁଛନ୍ତି । ଭିଡିଓରେ କେବଳ ଜାଙ୍କଲିନ ଓ ଅରବିନ୍ଦ ନଜର ଆସୁଛନ୍ତି । ଏହି ସପ୍ରାଇଜଟି କେବଳ ଜାଙ୍କଲୀନ ଅରବିନ୍ଦଙ୍କ ପାଇଁ ରଖିଥିଲେ ଯେଉଁଠି ଏହି ଦୁଇଜଣଙ୍କ ଛଡା ଅନ୍ୟ କେହି ସେହି ସ୍ଥାନରେ ନଥିଲେ । ବନ୍ଧୁଗଣ ଅରବିନ୍ଦ କେକ କା-ଟି-ବା ପରେ ଜାଙ୍କଲିନଙ୍କୁ କେକ ଦେଉଛନ୍ତି ଏହାପରେ ଜାଙ୍କଲିନ ଅରବିନ୍ଦଙ୍କୁ ‘ଆଇ ଲଭ ୟୁ’ କହୁଛନ୍ତି ।

ଅରବିନ୍ଦ ଏହି ସପ୍ରାଇଜ ପାଇଁ ବହୁତ ଅଧିକ ଖୁସି ହୋଇଯାଇଛନ୍ତି । ଉଭୟଙ୍କ ଯୋଡିକୁ ଲୋକମାନେ ବହୁତ ଅଧିକ ପସନ୍ଦ କରନ୍ତି । ଏହି ଦୁଇଜଣଙ୍କ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ-ରେ ବହୁତ ଚର୍ଚାରେ ରହୁଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଦୁଇଜଣଙ୍କ ଯୋଡି କିପରି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *