Pawandeep ଙ୍କ ସହ ନିଜ ସମ୍ପର୍କ ବିଷୟରେ ବଖାଣିଲେ Arunita, କହିଲେ- ଆମେ ବହୁତ ବାଟ ଆଗେଇ ଯାଇଛୁ…

ବନ୍ଧୁଗଣ, ହିନ୍ଦୀ ଇଣ୍ଡଷ୍ଟ୍ରୀ ରେ ସବୁଠାରୁ ଅଧିକ ଟିଆର୍ପୀ କମାଉଥିବା ରିୟାଲିଟି ସୋ ଇଣ୍ଡିଆନ ଆଇଡଲ ଅଟେ । ବର୍ତ୍ତମାନ ୧୨ ତାରିଖରେ ତାଙ୍କୁ ତାଙ୍କର ୱିନର ମିଳିସାରିଛନ୍ତି । ନିଜ ଚମତ୍କାରୀ ଅବିସ୍ମୟ ଯୁକ୍ତ କଣ୍ଠ ରେ “ପବନଦୀପ ରାଜନ” ଏହି ଟ୍ରଫି କୁ ନିଜ ନାମରେ କରି ସାରିଛନ୍ତି । ସେହିଭଳି “ଅରୁଣତି କାଞ୍ଜିଲାଲ” ୩ ୟ ସ୍ଥାନ ଗ୍ରହଣ କରିଛନ୍ତି । ସୂଚନାଯୋଗ୍ୟ ପବନଦୀପ ଙ୍କୁ ଟ୍ରଫି ସହିତ ୨୫ ଲକ୍ଷ ଟଙ୍କ ମଧ୍ୟ ମିଳିଅଛି । ସେହିଭଳି ଅରୁଣତି ଙ୍କୁ ବାପୀ ଲହରୀ ସହିତ ଗାଇବାର କଣ୍ଟ୍ରାକ୍ଟ ମିଳିଯାଇଅଛି ।

ଏହା ସହିତ ହିମେଶ ରେଶମୀୟା ମଧ୍ୟ ନିଜ ସହିତ ଗାଇବାର ସୁଯୋଗ ଅରୁଣିତ ଙ୍କୁ ପ୍ରଦାନ କରିଛନ୍ତି । ଅରୁଣିତା ଙ୍କୁ ଧର୍ମା ଇଣ୍ଡଷ୍ଟ୍ରୀ ସହିତ କାମ କରିବାର ମଧ୍ୟ ସୁଯୋଗ ମିଳିଅଛି । ୱିନର ହେବା ପରେ ଅରୁଣିତା ଏବଂ ପବନଦୀପ ସହିତ ମି-ଡି-ଆ ଭାଇମାନେ କଥାବାର୍ତ୍ତା ହେଲେ । ଏହି ସମୟରେ ଅରୁଣିତା ପବନଦୀପ ଙ୍କୁ ନେଇ କହିଲେ କି ଆମ୍ଭେ ବହୁତ ଭଲ ସାଙ୍ଗ ଅଟୁ ଏବଂ ଉଭୟ ଆମ୍ଭେ ଏକା ସହିତ ସବୁବେଳ ନିମନ୍ତେ ରହିବୁ । ଏହିଭଳି ସ୍ଥିତି ରେ ଦର୍ଶକ ମାନଙ୍କ ଠାରୁ ଆମ୍ଭକୁ ବହୁତ ପ୍ରେମ ଏବଂ ସହଯୋଗ ମିଳିଛି । ଏବଂ ଏହାସହିତ ଆମ୍ଭେ ଉଭୟ ବନ୍ଧୁ ବହୁତ ବାଟ ଆସିଗଲୁ ।

ଆମ୍ଭେ ଉଭୟ ସର୍ବଦା ପରସ୍ପର ର ଷପୋର୍ଟ କରୁଥିବା । ଅରୁଣିତା କହିଛନ୍ତି ଯେ ସେ ଭାରତରେ ମ୍ୟୁଜିକ ସ୍କୁଲ କ୍ଷ୍ହୋଳିବାକୁ ଚାହୁଛନ୍ତି । ଏହିଭଳି କ୍ଷେତ୍ରରେ ଇଣ୍ଡିଆନ ଆଇଡଲ ତାଙ୍କୁ ସାହାର୍ଯ୍ୟ କରିଛି । ଅରୁଣିତ ସମସ୍ତଙ୍କୁ ଧନ୍ୟବାଦ ଦେଲେ । ସେ କହିଲେ ମୁଁ ଆପଣ ସମସ୍ତଙ୍କ ପ୍ରେମ ର ଆଭାରି ଅଟେ । ଆପପନ ମାନେ ଭବିଷ୍ୟତରେ ମୋତେ ଏହିଭଳି ଭାବରେ ପ୍ରେମ କରି ମୋର ସାହାସ କୁ ଦୃଢ କରନ୍ତୁ । ଆପଣ ସମସ୍ତଙ୍କର ଅଶେଷ ଅଶେଷ ଧନ୍ୟବାଦ । ଏହି ସୋ ମଧ୍ୟରେ ଅରୁଣିତ ଙ୍କ ଡ୍ରେସ ମଧ୍ୟ ବହୁତ ଚର୍ଚ୍ଚାର ବିଷୟ ପାଲଟି ଥିଲା ।

ଅରୁଣିତ କହିଲେ ଯେ ମୁଁ କଷ୍ଟୟୁମ ଡିଜାଇନ କୁ ଧନ୍ୟବାଦ ଦେଉଅଛି ଜିଏକି ମୋର ଡ୍ରେସ କୁ ଅଧିକରୁ ଅଧିକ ସୁନ୍ଦର ବନାଇ ପ୍ରଶଂସା ର ମୁଖପାତ୍ର କରିଛନ୍ତି । ପ୍ପାବନଦୀପ କୁହନ୍ତି ଯେ ଅରୁଣିତା ଏବଂ ମୁଁ ବହୁତ ଭଲ ବନ୍ଧୁ ଅଟୁ । ଆମ ଦୁହିଜଣଙ୍କ ମନରେ କଣ ରହିଥାଏ ତାହା ପରସ୍ପର  କୁ ଭଲଭାବରେ ଜଣା । ଆମ୍ଭ ଉଭଯଙ୍କୁ ସଙ୍ଗୀତ ତଥା ମ୍ୟୁଜିକ ସମ୍ବନ୍ଧରେ କଥା ବାର୍ତ୍ତା ହେବାକୁ ଭଲ ଲାଗିଥାଏ ।

ଦୁହି ଜଣଙ୍କ ମନ କଥା ଆମ୍ଭେ ବିନା କହି ହିଁ ବୁଝି ନେଇଥାଊ । ଏହିଭଳି ଆମ୍ଭେ ଭବିଷ୍ୟତରେ ମଧ୍ୟ ରହିବୁ ବୋଲି ଉଭୟ ପବନଦୀପ ଏବଂ ଅରୁଣିତା ମି-ଡି-ଆ ଆଗରେ କହିଛନ୍ତି । ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ଟିଭି ଦୁନିଆ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *