ବନ୍ଧୁଗଣ, ସାଧାରଣତ ଓଡିଶା ବାସୀ ମାନେ ଓଡିଆ ଚଳଚ୍ଚିତ୍ର ତଥା ସିରିୟଲ ଦେଖିବାକୁ ପସନ୍ଦ କରିଥାନ୍ତି । ନିଜ ନିଜ ପସନ୍ଦ ଅନୁଯାୟୀ ଦର୍ଶକ ମାନଙ୍କର ପସନ୍ଦ ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ । ଆଜି ଆମ୍ଭେ ଆପଣଙ୍କ ଗହଣରେ ସୁପରଷ୍ଟାର ଅରିନ୍ଦମ ଙ୍କ କଥା ସମ୍ବନ୍ଧରେ କହିବାକୁ ଯାଉଅଛୁ । ଆପଣ ମାନେ ଓଡିଆ ହିରୋ ଅରିନ୍ଦମ ଙ୍କୁ ନିଶ୍ଚିତ ରୂପେ ଅନେକ ଚଳଚ୍ଚିତ୍ର ରେ ଅଭିନୟ କରିଥିବାର ଦେଖିଥିବେ । ସେ ତାଙ୍କ ଅଭିନୟ ଦ୍ଵାରା ଲକ୍ଷାଧିକ ଦର୍ଶକଙ୍କ ମନକୁ ମୋହୀ ନେଇଛନ୍ତି ।
ମାତ୍ର ବର୍ତ୍ତମାନ ଅରିନ୍ଦମ ନିଜ ବିବାହ ପରେ ଓଡିଆ ଚଳଚ୍ଚିତ୍ର ଜଗତରୁ ବହୁତ ଦୂରରେ ଅଛନ୍ତି । ସୂଚନା ଅନୁଯାୟୀ ଅରିନ୍ଦମ ଙ୍କୁ ନେଇ ଆସିଅଛି ଏକ ବଡ ଖବର । ଅରିନ୍ଦମ ବର୍ତ୍ତମାନ ହସ୍ପିଟାଲ ରେ । ବର୍ତ୍ତମାନ ଏକ ବଡ ଖବର ଶୁଣିବାକୁ ମିଳିଅଛି ଯେ କୌଣସି ଏକ ଦୁ-ର୍ଘ-ଟ-ଣା ରେ ସୁପରଷ୍ଟାର ଅରିନ୍ଦମ ଙ୍କ ଗୋଡ ଭାଙ୍ଗି ଯାଇଅଛି । ଏହା ତାଙ୍କ ଫ୍ୟାନ୍ସ ମାନଙ୍କ ନିମନ୍ତେ ବହୁତ ବଡ ଦୁଖଦ ଖବର ଅଟେ ।
ଗୁରୁତ୍ଵର ଅବସ୍ଥାରେ ଡାକ୍ତରଖାନା ରେ ଭର୍ତ୍ତି ହୋଇଛନ୍ତି ଅରିନ୍ଦମ । ଦର୍ଶକେ ହଟାତ ଏଭଳି ଖବର ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଅରିନ୍ଦମ ଙ୍କର ଗୋଡ ଭାଙ୍ଗିଯିବାକୁ ନେଇ ସେ ହସ୍ପିଟାଲ ରେ ନିଜ ଫ୍ୟାନ୍ସ ମାନଙ୍କୁ କହିଛନ୍ତି ଯେ ଆପଣ ମାନେ ପ୍ରାର୍ଥନା କରନ୍ତୁ ଯେପରି ମୁଁ ଠିକ ହୋଇଯାଏ । ସେ ହସ୍ପିଟାଲ ରେ ବେଡ ଉପରେ ଥିବାର ଫଟୋଚିତ୍ର ନିଜ ସୋ-ସି-ଆ-ଲ ମି-ଡି-ଆ ଆ-କା-ଉ-ଣ୍ଟ- ରେ ପୋ-ଷ୍ଟ କରିଛନ୍ତି ।
ଏହିଭଳି ହଟାତ ଭାବରେ ଦୁ-ର୍ଘ-ଟ-ଣା ଘ-ଟି-ବା-ରୁ ସେ ବହୁତ ଚିନ୍ତିତ ଅଛନ୍ତି । ତାଙ୍କ ଗୋଡରେ ପ୍ଲାଷ୍ଟର ଲାଗିଅଛି । ଅରିନ୍ଦମ ଏକ ଅଭଳି ନାୟକ ଯେ କି ଖୁବ କମ ସମୟ ମଧ୍ୟରେ ପ୍ରଥମ ଚଳଚ୍ଚିତ୍ରରେ ହିଁ ବହୁତ ଖ୍ୟାତି ଅର୍ଜନ କରିଥିଲେ । ତାଙ୍କ ଅଭିନୟ କୁ ଲୋକମାନେ ବହୁତ ଭଲ ପାଇବା ଦେଇ ପ୍ରଶଂସା ମଧ୍ୟ କରିଥିଲେ । ଏହାପରେ ସେ ଗୋଟିଏ ପରେ ଗୋଟିଏ ଚଳଚ୍ଚିତ୍ର ରେ ନିଜ କମାଲ ଦେଖାଇ ଚାଲିଥିଲେ ।
ମାତ୍ର ବିବାହ ପରେ ନିଜର ଦାମ୍ପତ୍ୟ ଜୀବନରେ ବ୍ୟସ୍ତ ରହି ସେ ଓଲିଉଡ ଜଗତରେ ବର୍ତ୍ତମାନ ଦେଖାଯାଉନଥିଲେ ମଧ୍ୟ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ମାଧ୍ୟମରେ ଆସି ନିଜ ଫ୍ୟାନ୍ସ ମାନଙ୍କ ପାଖରେ ଉପସ୍ଥିତ ହୋଇଥାନ୍ତି । ଭଗବାନ ଙ୍କ ନିକଟରେ ଆମ୍ଭର ପ୍ରାର୍ଥନା ଯେ ଅରିନ୍ଦମ ସଂପୂର୍ଣ୍ଣ ଭାବରେ ସଠିକ ହୋଇଯାନ୍ତୁ । ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।