ଅରବପତି ବିଜନେସ ମ୍ୟାନ ଙ୍କ ପ୍ରେମରେ ପାଗଳ Jacqueline, ବୟ ଫ୍ରେଣ୍ଡଙ୍କ ସହ ରହିବେ ଲିଭ-ଇନରେ- Bollywood

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡର ସୁନ୍ଦରୀ ଅଭିନେତ୍ରୀ ଜ୍ୟାକଲିନ ଫର୍ନାଣ୍ଡିଜଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଜ୍ୟାଙ୍କଲିନ ହେଉଛନ୍ତି ଏକ ଶ୍ରୀଲଙ୍କା ମଡେଲ ସେ ୨୦୦୬ ମସିହାରେ ମିସ ୟୁନିଭର୍ସ ହୋଇଥିଲେ । ଗତ କିଛି ଦିନ ତଳେ ଜ୍ୟାକଲିନ ନିଜର ୩୬ତମ ଜନ୍ମ ଦିବସ ପାଳନ କରିଥିଲେ । ତାଙ୍କ ଜନ୍ମ ୧୧ ଅଗଷ୍ଟ ୧୯୮୫ ମସିହାରେ ହୋଇଥିଲା । ଜ୍ୟାକଲିନ ଆଜି ବଲିଉଡର ଏକ ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି । ସେ ବଲିଉଡର କେତେକ ଦିଗଜ ଅଭିନେତାଙ୍କ ସହ କାମ କରି ବଲିଉଡରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ଜ୍ୟାକଲିନଙ୍କ ଅଭିନୟ ଓ ତାଙ୍କ ସୁନ୍ଦରତାକୁ ସମସ୍ତ ଲୋକ ବେସ ଅଧିକ ପସନ୍ଦ କରନ୍ତି । ଜ୍ୟାକଲିନ ସୋ-ସି-ଆ-ଲ ମି-ଡି-ଆରେ ନିଜ ପର୍ଶନାଲ ଲାଇଫ ଓ ନିଜ ହଟ୍ ଲୁକ୍ ପାଇଁ ସବୁବେଳେ ଚର୍ଚାରେ ରୁହନ୍ତି । ଜ୍ୟାକଲିନଙ୍କ ପିତା ଶ୍ରୀଲଙ୍କାର ଏକ ମ୍ୟୁଜିସିଆନ ଅଟନ୍ତି ଓ ଜ୍ୟାକଲିନଙ୍କ ମା ଏକ ଏୟାର ହୋଷ୍ଟେଜ ଥିଲେ । ଜ୍ୟାକଲିନଙ୍କ ଚାରୋଟି ଭାଇ ଭଉଣୀ ଅଛନ୍ତି ଓ ସେ ସବୁ ଠାରୁ ସାନ ଝିଅ ଅଟନ୍ତି । ଜ୍ୟାକଲିନ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଆକ୍ଟିଭ ରୁହନ୍ତି ଓ ତାଙ୍କ ଫ୍ୟାନ ଫାଲୋଇଙ୍ଗ ମଧ୍ୟ ବହୁତ ଅଧିକ ରହିଛି ।

ଜ୍ୟାକଲିନ ଗୋଟେ ସମୟରେ ଟିଭି ରିପୋର୍ଟର ଭାବରେ ମଧ୍ୟ କାମ କରିଛନ୍ତି ଓ ଏହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ଅଭିନୟ ଓ ମଡେଲିଙ୍ଗ ସହିତ ଜ୍ୟାକଲିନଙ୍କୁ ରୋଷେଇ କରିବାକୁ ମଧ୍ୟ ବହୁତ ଭଲ ଲାଗେ । ଏହା ବିଷୟରେ ଜ୍ୟାକଲିନ ନିଜେ ଏକ ଇଣ୍ଟର୍ବ୍ୟୁରେ କହିଥିଲେ । ବନ୍ଧୁଗଣ ଜ୍ୟାକଲିନ ନିଜ ଲଭ ଲାଇଫ ପାଇଁ ବର୍ତ୍ତମାନ ବହୁତ ଚର୍ଚାରେ ରହୁଛନ୍ତି । ବର୍ତ୍ତମାନ ଏହା ଖବର ମିଳୁଛି ଯେ, ଜ୍ୟାକଲିନଙ୍କ ନାମ ଡାଇରେକ୍ଟର ସାଜିଦ ଖାନଙ୍କ ସହ ଯୋଡା ଯାଉଛି ।

ଜ୍ୟାକଲିନଙ୍କୁ ସାଜିଦ ତିନି ବର୍ଷ ପର୍ଯ୍ୟନ୍ତ ଡେଟ କରିଥିଲେ । ଏହି ଦୁଇଜଣଙ୍କ ଲଭ ଅଫେୟାର ଫିଲ୍ମ ‘ହାଉସ ଫୁଲ’ର ସେଟରୁ ଆରମ୍ଭ ହୋଇଥିଲା । ହେଲେ ଏହି ଦୁଇଜଣଙ୍କ ସମ୍ପର୍କ ଅଧିକ ଦିନ ପର୍ଯ୍ୟନ୍ତ ରହି ନଥିଲା । ଏହା ପୂର୍ବରୁ ଜ୍ୟାକଲିନଙ୍କ ନାମ ପ୍ରିନ୍ସ ହସନ ବିନ ରସିଦ ଅଲି ଖାଲିଫାଙ୍କ ସହ ମଧ୍ୟ ଯୋଡା ଯାଇଥିଲା । କିଛି ସମୟ ଏହି ଦୁଇଜଣ ପରସ୍ପରକୁ ଡେଟ କରିବା ପରେ ଏମାନେ ଅଲଗା ହୋଇଯାଇଥିଲେ ।

ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସିଛି ଯେ, ଜ୍ୟାକଲିନ ସାଉଥର ଏକ ବଡ ବିଜନେସ ମ୍ୟାନଙ୍କୁ ଡେଟ କରୁଛନ୍ତି । ଗତ କିଛି ଦିନ ହେବ ଜ୍ୟାକଲିନ ନିଜ ସିକ୍ରେଟ ଲଭ ପାଇଁ ବହୁତ ଚର୍ଚାରେ ରହୁଛନ୍ତି । ମିଡିଆ ରିପୋର୍ଟସ ମୁତାବକ ଜ୍ୟାକଲିନ ସେହି ବିଜନେସ ମ୍ୟାନଙ୍କ ପ୍ରେମରେ ଲିଭ ଇନ ରିଲେସନରେ ରହିବା ପାଇଁ ମଧ୍ୟ ପ୍ରସ୍ତୁତ ଅଛନ୍ତି । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ସେହି ବିଜନେସ ମ୍ୟାନଙ୍କ ନାମ ସାମ୍ନାକୁ ଆସି ନାହିଁ ।

ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ନାଣ୍ଡିଜ କିପରି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *