ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ଫେମସ ଅଭିନେତ୍ରୀ ଅନୁ ଚୌଧୁରୀଙ୍କୁ ନିଶ୍ଚୟ ଜାଣିଥିବେ । ଅନୁ ଏକ ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି ଓ ସେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରିଛନ୍ତି ।
ବନ୍ଧଗନ ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ଅନୁ ସୋସିଆଲ ମିଡିଆରେ ସବୁବେଳେ ଚର୍ଚାରେ ରୁହନ୍ତି । ଅନୁଙ୍କ ସୁନ୍ଦରତା ଓ ତାଙ୍କ ଅଭିନୟକୁ ଲୋକମାନେ ବହୁତ ଅଧିକ ପସନ୍ଦ ମଧ୍ୟ କରନ୍ତି । ଆପଣ ମାନେ ତ ଏହି କଥା ନିଶ୍ଚୟ ଜାଣିଥିବେ ଯେ, ଅନୁ ଚୌଧୁରୀ ୨୦୦୬ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।
କିନ୍ତୁ ବିବାହର ୬ ବର୍ଷ ପରେ ଅର୍ଥାତ ୨୦୧୨ ମସିହାରେ କୌଣସି କାରଣ ହେତୁ ତାଙ୍କର ତଲାକ ହୋଇଯାଇଥିଲା । ନିଜ ସ୍ଵାମୀଙ୍କ ଠାରୁ ଅଲଗା ହେବା ପରେ ଅନୁ ଏକା ରହୁଛନ୍ତି । ହେଲେ ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସିଛି । ତାହା ହେଉଛି ଅନୁ ଚୌଧୁରୀ ଏକ ହିରୋଙ୍କ ସହ ବହୁତ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ଅନୁ ଚୌଧୁରୀଙ୍କ ବିବାହ ଫଟୋ ମଧ୍ୟ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ।
ଆଜି ଆମେ ଆପଣ ମାନଙ୍କୁ ଅନୁ ଚୌଧୁରୀଙ୍କ ବିବାହ ବିଷୟରେ କହିବାକୁ ଯାଉଛୁ, ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ଗତ କିଛି ସମୟ ହେବ ଅନୁଙ୍କର କିଛି ବିବାହ ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଏହି ଫଟୋରେ ଅନୁ ଓ ଓଡିଆ ଅଭିନେତା ଶ୍ରିତମ ବିବାହ କରିଥିବାର ନଜର ଆସୁଛନ୍ତି । ହେଲେ ଏହି ବିବାହଟି ରିଅଲ ଲାଇଫର ନୁହେଁ ରିଲ ଲାଇଫର ।
ବନ୍ଧୁଗଣ ଆଗାମୀ ସମୟରେ ଶ୍ରିତମ ଓ ଅନୁଙ୍କର ଏକ ନୂଆ ଫିଲ୍ମ ଆସିବାକୁ ଯାଉଛି । ଏହି ଫିଲ୍ମର ନାମ ହେଉଛି ‘ମାର ମମତା’ । ଏହି ଫିଲ୍ମରେ ଶ୍ରିତମ ଓ ଅନୁ ବିବାହ ବନ୍ଧନରେ ବାନ୍ଧି ହୋଇଥିବାର ନଜର ଆସିବେ । ଅନୁ ଶ୍ରିତମଙ୍କ ସହ ବିବାହ କରିବା ପରେ କିପରି ଭାବେ ନିଜ ଛୋଟ ଛୁଆର ଯତ୍ନ ନେଉଛନ୍ତି ତାହାକୁ ଆପଣ ମାନେ ଏହି ଫିଲ୍ମରେ ଦେଖିବାକୁ ପାଇବେ ।
ବନ୍ଧୁଗଣ ଆପଣ ମାନେ ସମସ୍ତେ ଅନୁଙ୍କୁ ୯୦ ଦଶକରୁ ଆରମ୍ଭ କରି ୨୦୧୦ ପର୍ଯ୍ୟନ୍ତ ହୋଇଥିବା ଅନେକ ଫିଲ୍ମରେ ଦେଖିଥିବେ । ହେଲେ ତଲାକ ହେବା ପରେ ଅନୁ କିଛି ଦିନ ପର୍ଯ୍ୟନ୍ତ ନିଜ ଅଭିନୟ କାରିୟର ଠାରୁ ଦୂରେଇ ରହିଥିଲେ । କିନ୍ତୁ ବର୍ତ୍ତମାନ ସମୟରେ ସେ ପୁଣି ଠାରେ ଓଡିଆ ଇଣ୍ଡଷ୍ଟ୍ରିକୁ ଫେରି ଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଓଡିଆ ଅଭିନେତ୍ରୀ ଅନୁ ଚୌଧୁରୀ କିପରି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।