ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଲୋକପ୍ରିୟ ସିରିଏଲ ‘ଦିବ୍ୟଦୃଷ୍ଟି’କୁ ନିଶ୍ଚୟ ଦେଖିଥିବେ । ଏହି ସିରିଏଲଟିକୁ ଲୋକ ମାନେ ବହୁତ ଅଧିକ ପସନ୍ଦ କରୁଛନ୍ତି କାରଣ ଏହି ସିରିଏଲର କାହାଣୀ ବହୁତ ଭଲ ହେବା ସହ ଏହି ସିରିଏଲରେ ଅଭିନୟ କରିଥିବା ସମସ୍ତ କଳାକାର ମାନେ ବହୁତ ସୁନ୍ଦର ଅଭିନୟ କରିଛନ୍ତି ।
ଏହି ସିରିଏଲର ମୁଖ୍ୟ ଭୂମିକାରେ ଅନନ୍ୟା ଦାସ ଅଭିନୟ କରୁଛନ୍ତି । ଅନନ୍ୟା ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସୋ-ସି-ଆ-ଲ ମି-ଡି-ଆରେ ସବୁବେଳେ ଚର୍ଚାରେ ରୁହନ୍ତି । ଅନନ୍ୟାଙ୍କ ଅଭିନୟକୁ ମଧ୍ୟ ଲୋକ ମାନେ ବହୁତ ଅଧିକ ପସନ୍ଦ କରନ୍ତି ।
ହେଲେ ବନ୍ଧୁଗଣ ଆପଣ ମାନେ କଣ ଅନନ୍ୟାଙ୍କ ଜୀବନୀ ଓ ତାଙ୍କ ପରିବାର ବିଷୟରେ ଜାଣିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଅନନ୍ୟାଙ୍କ ଜୀବନୀ ଓ ତାଙ୍କ ପରିବାର ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।
ବନ୍ଧୁଗଣ ଓଡିଆ ଟିଭି ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ଅନନ୍ୟା ୨୦୦୨ ମସିହା ନଭେମ୍ବର ୧୩ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ବନ୍ଧୁଗଣ ଅନନ୍ୟାଙ୍କ ଜନ୍ମ ସ୍ଥାନ ହେଉଛି ଭୁବନେଶ୍ଵର । ଅନନ୍ୟାଙ୍କୁ ପିଲା ଦିନରୁ ଅଭିନୟରେ ବହୁତ ରୁଚି ଥିଲା । ସେ ଭଲ ପାଠ ପଢିବା ସହ ଭଲ ଅଭିନୟ ମଧ୍ୟ କରିଥିଲେ ।
ଅନନ୍ୟା ନିଜ ଅଭିନୟ କାରିୟରକୁ ‘ଦିବ୍ୟଦୃଷ୍ଟି’ ସିରିଏଲରୁ ଆରମ୍ଭ କରିଥିଲେ । ଏହି ସିରିଏଲରେ ସେ ନିଜର ସୁନ୍ଦର ଅଭିନୟ ପଦର୍ଶନ କରି ବହୁତ କମ ବର୍ଷ ବୟସରେ ସଫଳତା ହାସଲ କରିଥିଲେ ଓ ବହୁତ ଲୋକପ୍ରିୟତା ହାସଲ କରିଥିଲେ । ଅନନ୍ୟାଙ୍କ ପରିବାରରେ ତାଙ୍କର ବାପା ମା ଓ ଏକ ଭଉଣୀ ଅଛନ୍ତି । ଅନନ୍ୟାଙ୍କ ବାପାଙ୍କ ନାମ ହେଉଛି ମନୋଜ ଦାସ ଓ ତାଙ୍କ ମାଙ୍କ ନାମ ହେଉଛି ରଶ୍ମୀ ରେଖା ମିଶ୍ର । ଅନନ୍ୟାଙ୍କ ସାନ ବଉଣୀଙ୍କ ନାମ ହେଉଛି ଅପୂର୍ବା ଦାସ । ସେ ବର୍ତ୍ତମାନ ସମୟରେ ନିଜ ପାଠ ପଢା ଜାରି ରଖିଛନ୍ତି ।
ବନ୍ଧୁଗଣ ଅନନ୍ୟା ବର୍ତ୍ତମାନ ସିଙ୍ଗଲ ଅଛନ୍ତି ତାଙ୍କର କେହିବି ବୟଫ୍ରେଣ୍ଡ ନାହାନ୍ତି କି ସେ ବିବାହ କରି ନାହାନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଓଲିଉଡ ଅଭିନେତ୍ରୀ ଅନନ୍ୟା ଦାସ କିପରି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ