ସବୁଠୁ ବଡ ଖବର ! ଅଲଗା ହୋଇଯିବେ ଶିଳ୍ପା-ରାଜ ! ରାଜଙ୍କ ଡ଼ାର୍ଟି ପିକଚର ଲିଙ୍କ ନେଇ ମର୍ମାହତ Shilpa Shetty କହିଲେ କିଛି ଏମିତି…

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଅଭିନେତ୍ରୀ ଶିଲ୍ପା ସେଟିଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଶିଲ୍ପା ହେଉଛନ୍ତି ବଲିଉଡର ଏକ ପ୍ରସିଦ୍ଧ ଅଭିନେତ୍ରୀ ସେ ଅନେକ ସୁପର ହିଟ ଫିଲ୍ମ କରିଛନ୍ତି । ଶିଲ୍ପାଙ୍କ ପାଇଁ ତାଙ୍କ ସ୍ଵାମୀ ବହୁତ ଚର୍ଚାରେ ରୁହନ୍ତି । ଶିଲ୍ପାଙ୍କ ସ୍ଵାମୀ ରାଜ କୁନ୍ଦରା ବଲିଉଡ ସହ କୌଣସି ସମ୍ବନ୍ଧ ରଖିନଥିଲେ ମଧ୍ୟ ନିଜ ପତ୍ନୀଙ୍କ ପାଇଁ ସେ ବହୁତ ଫେମସ ହୋଇଛନ୍ତି । ହେଲେ ଗତ କିଛି ଦିନ ତଳେ ରାଜଙ୍କ କଳା କାର୍ଣ୍ଣମା ସମସ୍ତଙ୍କ ସାମ୍ନାକୁ ଆସିବା ପରେ ରାଜଙ୍କ ଅବସ୍ଥା ସ୍ଵଚନୀୟ ହୋଇଯାଇଛି ।

ରାଜଙ୍କ ଉପରେ ପ-ର୍ନ ଫିଲ୍ମ କରିବାର ବଡ ଅଭିଯୋଗ ଲାଗିଛି । ଏହି କେସର ତ-ଦ-ନ୍ତ ସିବିଆଇ କରୁଛି । ରାଜଙ୍କ ଏହି କଳା କାର୍ଣ୍ଣମା ପାଇଁ ତାଙ୍କ ପରିବାର ଲୋକ ତଥା ଶିଲ୍ପାଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ବନ୍ଧୁଗଣ ସୋ-ସି-ଆ-ଲ ମି-ଡି-ଆରେ ଶିଲ୍ପାଙ୍କୁ ବହୁତ ଟ୍ରୋ-ଲ କରାଯାଉଛି । ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସିଛି ଯାହା ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ । ବନ୍ଧୁଗଣ ଶିଲ୍ପା ବହୁତ ଶୀଘ୍ର ରାଜଙ୍କୁ ଛାଡିବାକୁ ଯାଉଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ପ-ର୍ନ ରାକେଟରେ ଫସିଥିବା ରାଜ କୁନ୍ଦରାଙ୍କ ମାମଲା ଦିନକୁ ଦିନ ବଢିବାରେ ଲାଗିଛି । ଅନ୍ୟ ପକ୍ଷରେ ଶିଲ୍ପା ନିଜ ସ୍ଵାମୀ ରାଜଙ୍କ ପାଇଁ ବ-ଦ-ନା-ମ ହେଉଛନ୍ତି । ଏହା ସହିତ ସେ ପୋଲିସ କାର୍ଯ୍ୟାନୁଷ୍ଠାନ କାର୍ଯ୍ୟରେ ମଧ୍ୟ ଫ-ସି-ଗଲେ । ତେଣୁ ବର୍ତ୍ତମାନ ଏକ ଖବର ମି-ଡି-ଆରେ ବହୁତ ଚର୍ଚାରେ ଅଛି । ଜଣା ପଡିଛି ଯେ, ଶିଲ୍ପା ରାଜଙ୍କ ଠାରୁ ତଲାକ ନେବା ପାଇଁ ଚାହୁଁ ଛନ୍ତି ।

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାଇ ରାଜଙ୍କ ଏହି ମାମଲା ଶିଲ୍ପାଙ୍କ କାରିୟର ଉପରେ ବହୁତ ପ୍ରଭାବ ପକାଇଛି । ଶିଲ୍ପାଙ୍କ ଏକ ଘନିଷ୍ଟ ବନ୍ଧୁ ଖୁଲସା କରି କହିଛନ୍ତି ଯେ, ରାଜ ଏହି ସବୁ କାମ କରି ଧନୀ ହୋଇଛନ୍ତି ବୋଲି ଶିଲ୍ପା ଜାଣି ନଥିଲେ । ତେଣୁ ବର୍ତ୍ତମାନ ଶିଲ୍ପା ନିଜ ଦୁଇ ଛୁଆଙ୍କୁ ଏହି ପାପ ଧନରୁ ଦୂରେଇ ରଖିବା ପାଇଁ ଚାହୁଁ ଛନ୍ତି । ତେବେ ରିଆଲିଟି ସୋ ଓ ଫିଲ୍ମରେ ଯେତିକି ଟଙ୍କା ପାଇବେ ସେତିକି ଟଙ୍କାରେ ନିଜ ପିଲା ମାନଙ୍କୁ ବଡ କରିବେ ବୋଲି ଶିଲ୍ପା ନିଷ୍ପତ୍ତି ନେଇଛନ୍ତି ।

ଏହି ଖବରଟି ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଚର୍ଚାରେ ଅଛି । ହେଲେ ଶିଲ୍ପାଙ୍କ ଆଡୁ ଏହି ଖବରକୁ ନେଇ କୌଣସି ପ୍ରତିକ୍ରିୟା ଆସି ନାହିଁ । ତା ହେଲେ ବନ୍ଧୁଗଣ ଶିଲ୍ପାଙ୍କ ଏହି ନିଷ୍ପତ୍ତି ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *