‘ଆକାଶ ମୋ ଠୁ ବି ଭଲ, ଶାଶୁ ଘରେ ମୁଁ ଅଏସ କରିବି, କାହିଁକି ନା ଆକାଶ…’ ଦେଖନ୍ତୁ ସ୍ଵାମୀ Akash ଙ୍କୁ ନେଇ କଣ କହିଲେ Lipsa

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଆକାଶଙ୍କ ଭଳି ଜଣେ ଜୀବନସାଥିଟିଏ ପାଇଛି ମୋତେ ଆଉ କଣ ଦରକାର ! ତେବେ ଓଡିଆର ସୁନ୍ଦରୀ ନାୟିକା ଲିପ୍ସାଙ୍କ ମୁହଁରୁ ତାଙ୍କ ସ୍ଵାମୀ ଆକାଶଙ୍କ ପାଇଁ ଏପରି କିଛି ମିଠା ମିଠା କଥା ଶୁଣିବାକୁ ମିଳିଥିଲା । ତେବେ ଲିପ୍ସାଙ୍କ କହିବା ଆଧାରରେ ଆକାଶ ମୋ ଠାରୁ ବି ବହୁତ ବହୁତ ଭଲ । ତେବେ ତାଙ୍କ ଭଳି ଜଣେ ଏତେ ଭଲ ଜୀବନସାଥିଙ୍କୁ ମୁଁ ମୋ ସ୍ଵାମୀ ହିସାବରେ ପାଇକି ବହୁତ ଗର୍ବ ଅନୁଭବ କରୁଛି ।

ଆକାଶଙ୍କ ବିଷୟରେ ଯେତେ ଭଲ କହିଲେ ମଧ୍ୟ କମ୍ ପଡିଯିବ । ଆକାଶ ଜଣେ ସୁନ୍ଦର ହୃଦୟର ବ୍ୟକ୍ତିତ୍ବଟିଏ ! ଆକାଶ ବହୁତ କ୍ଯାରିଙ୍ଗ, ଲଭିଙ୍ଗ ପର୍ସନାଲିଟି ! ତେବେ ରିଲ୍ ଲାଇଫରେ ବହୁତ ଥର ବୋହୁ ବେଶ ସାଜି ମିଛିମିଛିକା ବାହା ହୋଇଛି । ହେଲେ ନିଜ ବାହାଘରରେ ବୋହୁ ବେଶରେ ସଜ ହୋଇ ପ୍ରକୃତରେ ବାହା ହେବାର କୁଆଁରୀ ଜୀବନର  ଖୁସି ସବୁଠାରୁ ଅଲଗା ।

ତେବେ ଅଭିନେତ୍ରୀ ଲିପ୍ସା ଗଣ ମାଧ୍ୟମ ସାମ୍ନାରେ ନିଜର ବାହାଘର ନେଇ ଏଭଳି କିଛି ରୋଚକପୂର୍ଣ୍ଣ ସ୍ମୃତି ମଧ୍ୟ ଶେୟାର କରିଥିଲେ। ତେବେ ଓଡିଶାର କୋରାପୁଟ ଠାରେ ନିଜର ପ୍ରି-ୱେଡିଙ୍ଗ ଫୋଟ ସୁଟ୍ ଲିପ୍ସା ଓ ଆକାଶ କରିଥିଲେ । ତେବେ ସୁନ୍ଦର ସୁନ୍ଦର ସ୍ଥାନରେ ଫୋଟ ଉଠାଇବା ପାଇଁ ଓଡିଶା ହିଁ ସବୁଠାରୁ ବେଷ୍ଟ ଡେଷ୍ଟିନେସନ ବୋଲି ଲିପ୍ସା କହିଥିଲେ।

ତେବେ ଓଡିଆ ନାୟିକା ଲିପ୍ସା ମିଶ୍ର ବହୁ ସିରିଏଲ ତଥା ସିନେମାରେ ଅଭିନୟ କରି ନିଜ ଅଭିନୟରେ ଡୋରୀରେ ବହୁ ଓଡିଆ ଦର୍ଶକଙ୍କୁ ବାନ୍ଧି ରଖି ପାରିଛନ୍ତି ।ତେବେ ସିରିଏଲରୁ ନିଜ ଅଭିନୟ କ୍ଯାରିଆର ଆରମ୍ଭ କରିଥିଲେ ଅଭିନେତ୍ରୀ ଲିପ୍ସା ମିଶ୍ର । ତାପରେ ପରେ ବହୁ ଗୁଡିଏ ଓଡିଆ ସିରିଏଲ, ସିନେମା, ଆଲବମ ଓ ରିଅଲଟି ସୋ’ ମାନଙ୍କରେ ଜଜ୍ ସ୍ଥାନରେ ବସିବାର ମଧ୍ୟ ଲୀପଶାଙ୍କୁ ଦେଖିବାକୁ ମିଳିଛି ।

ତେବେ ଓଡିଶାର ଘରେ ଘରେ ପରିଚିତ ସେହି ଚିହ୍ନା ମୁହଁ ଷ୍ଟାଇଲିସ ତଥା ଗରଜିଅସ ହିରୋଇନ ଲିପ୍ସା ମିଶ୍ରଙ୍କ ସହିତ ଗତ କାଲି ତାଙ୍କ ପୁରୁଷ ବନ୍ଧୁ ଆକାଶଙ୍କ ସହ ବୈଦିକ ରୀତିରେ ବିବାହ କାର୍ଯ୍ୟ ସମ୍ପର୍ଣ୍ଣ ହୋଇଯାଇଛି । ଯଦି ଏହି ପୋସ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଷେୟାର ନିହାତି ଭାବରେ କରି ଦିଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *