47 ବର୍ଷ ବୟସରେ ପ୍ରେଗନେଣ୍ଟ ଅଛନ୍ତି Aishwarya Rai Bachchan ? ଜାଣନ୍ତୁ କଣ ଏ ବୟସରେ ସେ ନ୍ୟାଚୁରାଲି ବନି ପାରିବେ ମା’

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଇଣ୍ଡଷ୍ଟ୍ରିର ଫେମସ ଅଭିନେତ୍ରୀ ଐଶ୍ଵର୍ଯ୍ୟ ରାୟ ବଚ୍ଚନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଐଶ୍ଵର୍ଯ୍ୟ ବଲିଉଡ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରିଛନ୍ତି ।

ଐଶ୍ଵର୍ଯ୍ୟ ନିଜ ପର୍ଶନାଲ ଓ ପ୍ରଫେସନାଲ ଲାଇଫ ପାଇଁ ସୋ-ସି-ଆ-ଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ଗତ କିଛି ଦିନ ହେବ ସୋ-ସି-ଆ-ଲ ମିଡିଆରେ ଐଶ୍ଵର୍ଯ୍ୟ ରାୟ ବଚ୍ଚନଙ୍କ କିଛି ଫଟୋ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ଫଟୋରେ ଐଶ୍ଵର୍ଯ୍ୟ ପ୍ରେଗନେଣ୍ଟ ନଜର ଆସୁଛନ୍ତି । ଏହି ଫଟୋକୁ ଦେଖି ଲାଗୁଛି ଐଶ୍ଵର୍ଯ୍ୟ ଦ୍ଵିତୀୟ ଥର ମା ହେବାକୁ ଯାଉଛନ୍ତି ।

ଐଶ୍ଵର୍ଯ୍ୟଙ୍କ ଏହି ଫଟୋ ଗୁଡିକ ସୋ-ସି-ଆ-ଲ ମିଡିଆରେ ବହୁତ ଭାଇରାଲ ହେଉଛି ଓ ଲୋକ ମାନେ ଏହି ଫଟୋ ଗୁଡିକୁ ଦେଖି ଭିନ୍ନ ଭିନ୍ନ ପ୍ରତିକ୍ରିୟା ମାନ ଦେଉଛନ୍ତି । ଐଶ୍ଵର୍ଯ୍ୟଙ୍କ ଏହି ଫଟୋରେ ସେ ଏକ କଳା ରଙ୍ଗର ପୋଷାକ ପିନ୍ଧିଛନ୍ତି । ଏହି ଫଟୋରେ ଐଶ୍ଵର୍ଯ୍ୟଙ୍କ ପେଟ ବଡ ଦେଖା ଯାଉଛି । ଫଟୋରେ ଐଶ୍ଵର୍ଯ୍ୟ ନିଜ ପେଟ ଲୁଚାଇବା ପାଇଁ ଚେଷ୍ଟା କରୁଛନ୍ତି ।

ଏହି ଫଟୋ ଦେଖି ସମସ୍ତଙ୍କୁ ଲାଗୁଛୁ ଐଶ୍ଵର୍ଯ୍ୟ ଦ୍ଵିତୀୟ ଥର ମା ହେବାକୁ ଯାଉଛନ୍ତି । ହେଲେ ଐଶ୍ଵର୍ଯ୍ୟ ଏହା ବିଷୟରେ କୌଣସି ତଥ୍ୟ ସୋ-ସି-ଆ-ଲ ମିଡିଆରେ ଦେଇ ନାହାନ୍ତି । ଐଶ୍ଵର୍ଯ୍ୟ ବର୍ତ୍ତମାନ ୪୭ ବର୍ଷ ବୟସର ହୋଇସାରିଛନ୍ତି ଓ ଏହି ବର୍ଷରେ ମା ହେବା ବହୁତ କଷ୍ଟକର ହୋଇଥାଏ । ହେଲେ ଏମିତି ବହୁତ ଉପାୟ ଅଛି ଯାହା ସହାୟତାରେ ଐଶ୍ଵର୍ଯ୍ୟ ୪୭ ବର୍ଷ ବୟସରେ ମଧ୍ୟ ମା ହୋଇପାରିବେ ।

ବନ୍ଧୁଗଣ ଏହି ବୟସରେ ଫର୍ଟିଲିଟି ଟ୍ରିଟମେଣ୍ଟ ଦ୍ଵାରା ମା ହୋଇପାରିବେ । ଅବଶ୍ୟ ୪୫ ବର୍ଷ ବୟସ ପରେ ଗର୍ଭବତୀ ହେବା ଅଧିକ କ୍ଷତିକାରକ ହୋଇଥାଏ । ଅଧିକ ବର୍ଷରେ ପ୍ରେଗନେଣ୍ଟ ହେଲେ ମହିଳା ମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ୪୫ ବର୍ଷରୁ ଅଧିକ ବର୍ଷ ମହିଳା ଯଦି ପ୍ରେଗନେଣ୍ଟ ହୁଅନ୍ତି ତା ହେଲେ ସେମାନଙ୍କୁ ଡାଇବେଟିଜ, ହାଇ ବ୍ଲଡ଼ ପ୍ରେସର, ସିଜୋରିଅନ ଡେଲିଭରି ଓ ମିସକେରେଜ ଆଦି ହେବାର ସମ୍ଭାବନା ରହିଥାଏ ।

ଡାକ୍ତର ମାନଙ୍କ ମତରେ ମା ହେବାର ସଠିକ ବୟସ ହେଉଛି ୨୫ ରୁ ୩୦ । ଏହି ବର୍ଷ ଗୁଡିକ ମଧ୍ୟରେ ମା ହେଲେ ମହିଳାଙ୍କ ଜୀବନ ପ୍ରତି କୌଣସି ବିପଦ ନଥାଏ ଓ ତାଙ୍କୁ ଆଗାମୀ ସମୟରେ ବେସୀ କିଛି ସମସ୍ୟାର ସମ୍ମୁଖୀନ ମଧ୍ୟ ହେବାକୁ ପଡି ନଥାଏ । ହେଲେ ସାଇନ୍ସର ସହାୟତାରେ ଅତି ସହଜରେ ୪୭ ବର୍ଷ ବୟସରେ ମହିଳା ମା ହୋଇପାରିବେ ।

ହେଲେ ଏହି ବର୍ଷରେ ଖାଦ୍ୟ ପେୟ ଓ ଜୀବନ ଶୈଳୀ ଉପରେ ଅଧିକ ଧ୍ୟାନ ଦେବାକୁ ପଡିବ । ଐଶ୍ଵର୍ଯ୍ୟ ରାୟ ବଚ୍ଚନଙ୍କ ବିବାହ ୨୦୦୭ ମସିହାରେ ଅଭିଷେକ ବଚ୍ଚନଙ୍କ ସହ ହୋଇଥିଲା । ସେ ୨୦୧୧ ମସିହାରେ ଆରାଧ୍ୟାଙ୍କୁ ଜନ୍ମ ଦେଇଥିଲେ । ବର୍ତ୍ତମାନ ସେ ଗର୍ଭବତୀ ଅଛନ୍ତି ନା ନାହିଁ ତାହା ବହୁତ ଶୀଘ୍ର ଆମ ମାନଙ୍କୁ ଜଣା ପଡିଯିବ । ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ବଲୀଉଡର କିଛି ଚଟପଟା ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *