TV ର ନାଗିନ ସିରିଏଲ ରୁ ଫେମସ ହୋଇଥିବା ଅଭିନେତ୍ରୀ Ada Khan, ଏହି ଫେମସ ଅଭିନେତାଙ୍କ ସହ ଜଲ୍ଦି କରିବାକୁ ଯାଉଛନ୍ତି ବିବାହ

କଲର୍ସ ଟିଭି ର ପପୁଲାର ସୋ ଅଟେ ନାଗିନ । କିନ୍ତୁ ତା ଠାରୁ ବି ଅଧିକ ପପୁଲାର ଅଟନ୍ତି ନାଗିନ ସିରିଏଲ ରେ ସେସା ଭୂମିକାରେ ଅଭିନୟ କରିସାରିଥିବା ଅଭିନେତ୍ରୀ ଅଦା ଖାନ । ଯିଏ ନିଜର ସୁନ୍ଦର ଆକଟିଂ ପାଇଁ ଲୋକଙ୍କ ହୃଦୟକୁ କିଣି ନେଇଥିଲେ । ତାଙ୍କର ଏହି ସଫଳତା ପାଇଁ ତାଙ୍କର ପ୍ରଫେସନାଲ ଲାଇଫ ତ ବହୁତ ଭଲ ରହିଥିଲା କିନ୍ତୁ ପର୍ଶନାଲ ଲାଉଫ ବହୁତ ଦୁଃଖପୂର୍ଣ୍ଣ ଥିଲା । ସେ ଯେଉଁ ଅଙ୍କିତ ଗେରା ଙ୍କୁ ଭଲ ପାଇଥିଲେ ସେ ହିଁ ତାଙ୍କୁ ଧୋକା ଦେଇଦେଲେ ।

ଅଙ୍କିତଙ୍କ ଠାରୁ ମିଳିଥିବା ଧୋକା ପରେ ତାଙ୍କର ପ୍ରେମ ଉପରୁ ଭରସା ଉଠିଗଲା । କିନ୍ତୁ ଆପଣଙ୍କୁ ଜଣା ନାହିଁ କି ତାଙ୍କ ଜୀବନରେ ଆଉ ଜଣେ ଏବେ ପ୍ରେମ ସାଜି ଆସିଛନ୍ତି ଯିଏ ତାଙ୍କୁ ପ୍ରେମ ଉପରେ ପୁଣି ବିଶ୍ଵାସ ଦେଇଛନ୍ତି ଓ ସେହି ବ୍ୟକ୍ତି ଙ୍କୁ ଅଦା ବର୍ତ୍ତମାନ ଡେଟ କରୁଛନ୍ତି ।

ସେଇଠି ଆଉ ଏକ ଖବର ମଧ୍ୟ ଅଛି କି ଅଦା ତାଙ୍କ ସହିତ ଏତେ କ୍ଳୋଜ ହୋଇ ଯାଇଛନ୍ତି କି ସେ ତାଙ୍କ ସହିତ ବିବାହ କରିବାକୁ ଯାଉଛନ୍ତି । ତେବେ ବନ୍ଧୁଗଣ କିଏ ଅଟେ ତାଙ୍କର ଏହି ନୂଆ ପ୍ରେମ ଯାହାଙ୍କ ସହ ସେ ଜଲ୍ଦି ବିବାହ କରିବାକୁ ଯାଉଛନ୍ତି । ତେବେ ଆଜି ଆମେ ଆପଣଙ୍କୁ ତାଙ୍କ ବିଷୟରେ କହିବାକୁ ଯାଉଛୁ ।


ଟିଭିର ସବୁଠୁ ସୁନ୍ଦର ଅଭିନେତ୍ରୀ ଅଦା ଖାନ ନିଜ ଫାମିଲି ପରେ ଯାହାକୁ ସବୁଠୁ ଅଧିକ ଭଲ ପାଉଥିଲେ ସେ ହେଉଛନ୍ତି ଅଙ୍କିତ ଗେରା ଓ ସେ ଅଦାଙ୍କୁ ଧୋକା ଦେଉଥିଲେ । ସେ ଅଦାଙ୍କ ସହିତ ଆଉ କାହାକୁ ମଧ୍ୟ ଡେଟ କରୁଥିଲେ । ତାଙ୍କ ଠାରୁ ମିଳିଥିବା ଧୋକା କାରଣରୁ ଅଦା ବହୁତ ଲମ୍ବା ସମୟ ପର୍ଯ୍ୟନ୍ତ ସିଂଗଲ ରହିଥିଲେ। କିନ୍ତୁ ତାଙ୍କ ଜୀବନରେ ଏବେ ଆଉ ଜଣେ ଆସି ଯାଇଛନ୍ତି ଯିଏ ତାଙ୍କର ସବୁ ଦୁଃଖ କୁ ଦୂର କରି ଦେଇଛନ୍ତି ଓ ଖବର ମଧ୍ୟ ଏହା ଅଛି କି ସେ ତାଙ୍କ ସହିତ ମଧ୍ୟ ବହୁତ ଜଲ୍ଦି ବିବାହ କରିବାକୁ ଯାଉଛନ୍ତି ।

ତେବେ ଆପଣଙ୍କୁ କହି ଦେଉଛୁ କି ସେ ଆଉ କେହି ନୁହଁନ୍ତି ସେ ହେଉଛନ୍ତି ଶଶାଙ୍କ ବ୍ଯାସ । ଇଏ ସେହି ସଶାଙ୍କ ବ୍ଯାସ ଅଟନ୍ତି ଯିଏ ବାଳିକା ବଧୁ ସୋ ରେ ଜଗଦୀଶ ର କ୍ୟାରେକ୍ଟର କରୁଥିଲେ । ଏମିତିରେ ତ ଅଦା ଓ ଶଶାଙ୍କ କେବେ ବି ଏକା ସହିତ କାମ କରି ନାହାଁନ୍ତି କିନ୍ତୁ ଗୋଟିଏ ଇଣ୍ଡଷ୍ଟ୍ରି ର ହେଇଥିବା କାରଣରୁ ଦୁଇ ଜଣ ପରସ୍ପରକୁ ଭଲ ଭାବେ ଜାଣନ୍ତି । ଓ ବହୁତ ଭଲ ସାଙ୍ଗ ମଧ୍ୟ ଅଟନ୍ତି । କିନ୍ତୁ ତାଙ୍କର ଦୋସ୍ତି ପ୍ରେମରେ ସେତେବେଳେ ବଦଳିଗଲା ଯେତେବେଳେ ଅଦା ଖାନଙ୍କର ଅଙ୍କିତଙ୍କ ସହିତ ବ୍ରେକପ ହୋଇଯାଇଥିଲା ଓ ଶଶାଙ୍କ ସେତେବେଳେ ତାଙ୍କୁ ସମ୍ଭାଳିଥିଲେ ଓ ପ୍ରେମ ଉପରେ ଭରସା ଦେଇଥିଲେ ।

ଏହା ପରେ ଦୁଇ ଜଣ ପରସ୍ପରର ନିକଟତ୍ତର ହେଲେ ଓ କିଛି ଦିନ ପରେ ଦୁହେଁ ଦୁହିଁଙ୍କୁ ନିଜ ମନକଥା ଖୋଲି କହିଦେଲେ । ଅଦା ଖାନ ସବୁବେଳେ ଶଶାଙ୍କ ଙ୍କ ସହିତ ଫଟୋ ଶେୟାର କରୁଥିଲେ ଯାହା ପରେ ଜଣା ପଡିଗଲା କି ଦୁହେଁ ଦୁହିଁଙ୍କୁ ଡେଟ କରୁଛନ୍ତି । ଆଜି ଏହି ଦୁଇ ଜଣ ଡେଟ କରିବାର ପାଖା ପାଖି 1 ବର୍ଷ ହୋଇ ଯାଇଛି ଓ ଏହି 1 ବର୍ଷ ମଧ୍ୟରେ ଦୁଇ ଜଣ ପରସ୍ପରର ବହୁତ ନିକଟତ୍ତର ହୋଇ ଯାଇଛନ୍ତି ଓ ଏବେ ଦୁଇ ଜଣ ବିବାହ ମଧ୍ୟ କରିବାକୁ ଯାଉଛନ୍ତି । ଏମିତି ଆମେ କହୁ ନାହୁଁ ବରଂ କିଛି ସୂତ୍ରରୁ ଜଣା ପଡିଛି ।

ପିଂକ ଭିଲ୍ଲା ର ରିପୋର୍ଟ ଅନୁସାରେ ପାଖାପାଖି 1 ବର୍ଷ ଡେଟ କରିବା ପରେ ଏବେ ଦୁଇ ଜଣ ବିବାହ କରିବାର ନିସ୍ପତି ନେଇଛନ୍ତି । ହୋଇପାରେ ଏହି ବର୍ଷ ଶେଷ ସୁଧା ମଧ୍ୟ ଦୁଇ ଜଣ ବିବାହ କରି ପାରନ୍ତି । ତେବେ ଫ୍ରେଣ୍ଡ୍ସ ଆପଣଙ୍କୁ ଅଦା ଖାନ କିପରି ଲାଗନ୍ତି ବା ତାଙ୍କ ଆକଟିଂ ଆପଣଙ୍କୁ କେମିତି ଲାଗେ ଆମକୁ ନିଶ୍ଚୟ କମେନ୍ଟ କରନ୍ତୁ ଓ ଟିଭି ଇଣ୍ଡଷ୍ଟ୍ରି ର ସବୁ ଚଟପଟା ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରନତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *