Zee TV ସିରିଏଲ ର ଏହି ୪ ଜଣ ଫେମସ Actress ବିନା ମେକପ ରେ ଦେଖା ଯାଆନ୍ତି ଏମିତି କି ଚିହ୍ନିବା ବି ମୁସ୍କିଲ

ବନ୍ଧୁଗଣ ଆପଣ ମାନେ ସମସ୍ତେ Zee TV ରେ ପ୍ରସାରିତ ହେଉଥିବା ବିଭିନ୍ନ ସିରିଏଲ ଓ ସେହି ସିରିଏଲରେ ଅଭିନୟ କରୁଥିବା ବିଭିନ୍ନ ଅଭିନେତ୍ରୀ ମାନଙ୍କୁ ଦେଖିଥିବେ । ଏହି ଅଭିନେତ୍ରୀ ମାନେ ବହୁତ ସୁନ୍ଦର ଓ ଆକର୍ଷିତ ନଜର ଆସନ୍ତି । କାରଣ ସେମାନେ ସବୁବେଳେ ମେକଅପରେ ଥାଆନ୍ତି । ହେଲେ ବନ୍ଧୁଗଣ କଣ ଆପଣ ମାନେ ଜାଣିଛନ୍ତି ଏହି ଅଭିନେତ୍ରୀ ମାନେ ବିନା ମେକଅପରେ କେମିତି ଦେଖା ଯାଇଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହି ଫେମସ ଅଭିନେତ୍ରୀ ମାନଙ୍କର ବିନା ମେକଅପ ବାଲା ଲୁକ୍ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ଅଙ୍କିତା ଲୋଖୋଣ୍ଡେ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଟିଭି ଇଣ୍ଡଷ୍ଟ୍ରିର ଫେମସ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ । Zee TV ର ଫେମସ ସୋ ‘ପବିତ୍ର ରିସ୍ତା’ରେ ଅଙ୍କିତା ଅର୍ଚନାଙ୍କ ଭୂମିକାରେ ନଜର ଆସିଥିଲେ ।

ଅଙ୍କିତାଙ୍କ ସୁନ୍ଦରତା ଓ ଷ୍ଟାଇଲକୁ ଦର୍ଶକ ମାନେ ବହୁତ ଅଧିକ ପସନ୍ଦ କରନ୍ତି ହେଲେ ଅଙ୍କିତାଙ୍କର ବିନା ମେକଅପ ବାଲା ଲୁକରେ ଅଙ୍କିତା ବହୁତ ଅଜବ ଦେଖାଯାନ୍ତି । ବିନା ମେକଅପରେ ଅଙ୍କିତାଙ୍କ ଆଖିରେ ଥିବା କଳା ଦାଗ ଓ ଝୁରିଆ ନଜର ଆସିଥାଏ ।


ରିମ ସେଖ- ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଟିଭି ଇଣ୍ଡଷ୍ଟ୍ରିର ଫେମସ ଅଭିନେତ୍ରୀ ରିମ ସେଖ । Zee TVର ଫେମସ ସୋ ‘ତୁଝ ସେ ହେ ରାବତା’ରେ ରିମ କଲ୍ୟାଣୀର ଭୂମିକାରେ ନଜର ଆସିଥିଲେ । ବନ୍ଧୁଗଣ ରିମ ସେଖ ମେକଅପରେ ବହୁତ ସୁନ୍ଦର ଦେଖାଯାନ୍ତି । ତାଙ୍କର ସୁନ୍ଦରତା ଓ ଷ୍ଟାଇଲକୁ ବହୁତ ଦର୍ଶକ ମାନେ ତାଙ୍କୁ ପସନ୍ଦ କରନ୍ତି । ହେଲେ ବନ୍ଧୁଗଣ ରିମ ସେଖ ବିନା ମେକ ଅପରେ ମଧ୍ୟ ବହୁତ ସୁନ୍ଦର ଦେଖାଯାନ୍ତି ।


ଶ୍ରଦ୍ଧା ଆର୍ୟ୍ୟା- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ନମ୍ବର ରେ ଅଛନ୍ତି ଟିଭିର ଫେମସ ଅଭିନେତ୍ରୀ ଶ୍ରଦ୍ଧା ଆର୍ୟ୍ୟା । Zee TVର ଫେମସ ସୋ ‘କୁଣ୍ଡଳୀ ଭାଗ୍ୟ’ରେ ମୁଖ୍ୟ ଅଭିନେତ୍ରୀ ପ୍ରୀତାର ଭୂମିକାରେ ନଜର ଆସିଛନ୍ତି ଶ୍ରଦ୍ଧା । ଶ୍ରଦ୍ଧା ମେକଅପରେ ବହୁତ ସୁନ୍ଦର ନଜର ଆସନ୍ତି, ଶ୍ରଦ୍ଧାଙ୍କର ସୁନ୍ଦରତାକୁ ଲୋକମାନେ ବହୁତ ପସନ୍ଦ କରନ୍ତି ଓ ଟିଭି ଇଣ୍ଡଷ୍ଟ୍ରିରେ ତାଙ୍କର ଲୋକପ୍ରିୟତା ବହୁତ ଅଧିକ ଅଛି । ହେଲେ ବନ୍ଧୁଗଣ ଯଦି ଆପଣ ଶ୍ରଦ୍ଧାଙ୍କର ବିନା ମେକଅପ ବାଲା ଲୁକ ଦେଖିବେ ତାହେଲେ ଶ୍ରଦ୍ଧା ବିନା ମେକଅପରେ ମଧ୍ୟ ବହୁତ ଅଧିକ ସୁନ୍ଦର ନଜର ଆସନ୍ତି ।


ଅଞ୍ଜୁମ ଫକି- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଟିଭି ଇଣ୍ଡଷ୍ଟ୍ରିରେ ଫେମସ ଅଭିନେତ୍ରୀ ଅଞ୍ଜୁମ ଫକିହ । Zee TVର ଫେମସ ସିରିଏଲ ‘କୁଣ୍ଡଳୀ ଭାଗ୍ୟ’ରେ ସେ ପ୍ରୀତାର ଭଉଣୀ ସୃଷ୍ଟିର ଭୂମିକା ପଦର୍ଶନ କରୁଛନ୍ତି । ତାଙ୍କର ଅଭିନୟ ଓ ସୁନ୍ଦରତାକୁ ଦର୍ଶକ ମାନେ ବହୁତ ପସନ୍ଦ କରିଛନ୍ତି । ମେକଅପରେ ଯେମିତି ସେ ବହୁତ ସୁନ୍ଦର ନଜର ଆସନ୍ତି ସେହିପରି ବିନା ମେକଅପରେ ସେ ବହୁତ ଅଜବ ନଜର ଆସନ୍ତି । ତାଙ୍କ ଆଖି ତଳର କଳା ଦାଗ ସଫା ସଫା ନଜର ଆସିଥାଏ ।

ତେବେ ଆପଣଙ୍କୁ ଏହି ଆକ୍ଟ୍ରେସ ମାନଙ୍କ ମଧ୍ୟରୁ ବିନା ମେକପ ରେ କିଏ ଆପଣଙ୍କୁ ଅଧିକ ପସନ୍ଦ ଆସିଲେ ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *