ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏପରି କିଛି ଅଭିନେତ୍ରୀ ଅଛନ୍ତି ଯେଉଁ ମାନଙ୍କର ମା ମାନେ ମଧ୍ୟ ବଲିଉଡ ଫିଲ୍ମରେ ଅଭିନୟ କରିଛନ୍ତି ଓ ଏହି ଅଭିନେତ୍ରୀ ମାନେ ଦେଖାଯିବା ପାଇଁ ସଂପୂର୍ଣ୍ଣ ନିଜ ମାଙ୍କ ପରି । ଏମାନଙ୍କ ମୁହଁ ବହୁତ ଅଧିକ ମିଶି ଥାଏ ।
ଯାହାକୁ ଆପଣ ଦେଖିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।
ଅମୃତା ଓ ସାରା- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ଅମୃତା ଓ ତାଙ୍କ ଝିଅ ସାରା । ଅମୃତା ବଲିଉଡର ବହୁତ ସୁପର ହିଟ ଫିଲ୍ମରେ କାମ କରିଛନ୍ତି ଓ ବର୍ତ୍ତମାନ ତାଙ୍କ ଝିଅ ମଧ୍ୟ କେତେକ ଫିଲ୍ମରେ ଅଭିନୟ କରି ଚର୍ଚାରେ ଅଛନ୍ତି । ଏହି ଦୁଇଜଣ ଅଭିନେତ୍ରୀ ବହୁତ ସୁନ୍ଦର ନଜର ଆସନ୍ତି । ଏହା ସହିତ ଏମାନଙ୍କ ମୁହଁ ସଂପୂର୍ଣ୍ଣ ମିଶି ଥାଏ । ଆପଣ ମାନେ ଆମ ଫଟୋ ମାଧ୍ୟମରେ ଦେଖିପାରୁଥିବେ ।
ଶର୍ମୀଲା ଓ ଶୋହା- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ଶର୍ମୀଲା ଓ ଶୋହା । ଆପଣ ମାନେ ସମସ୍ତେ ଏହି ଦୁଇଜଣଙ୍କୁ ବହୁତ ଇଭେଣ୍ଟ ଓ ସୋରେ ଏକା ସହ ଦେଖିଥିବେ ।ଏହି ଦୁଇଜଣ ଅଭିନେତ୍ରୀ ବହୁତ ସୁନ୍ଦର ହେବା ସହିତ ମା ଏବଂ ଝିଅ ଅଟନ୍ତି । ଏହି ଦୁଇଜଣଙ୍କ ଫେସ ଓ ଫିଗର ଏକା ସହ ବହୁତ ମିଶି ଥାଏ । ବନ୍ଧୁଗଣ ଆପଣ ମାନେ ଏହି ଦୁଇଜଣଙ୍କୁ ଆମ ଫଟୋ ଦ୍ଵାରା ଦେଖିପାରୁଥିବେ ।
ପୁନମ ଓ ସୋନାକ୍ଷୀ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ପୁନମ ସିହ୍ନା ଓ ତାଙ୍କ ଝିଅ ସୋନାକ୍ଷୀ ସିହ୍ନା । ସୋନାକ୍ଷୀ ମଧ୍ୟ ନିଜ ମାଙ୍କ ପରି ବଲିଉଡର କେତେକ ସୁପର ହିଟ ଫିଲ୍ମ କରି ସଫଳତା ପାଇଛନ୍ତି । ଏହି ଦୁଇଜଣ ମା ଓ ଝିଅ ଯୋଡିଙ୍କୁ ଦର୍ଶକ ମାନେ ବହୁତ ପସନ୍ଦ କରନ୍ତି । ଏହା ବ୍ଯତୀତ ଏମାନଙ୍କ ମୁହଁ ମଧ୍ୟ ବହୁତ ଅଧିକ ମିଶି ଥାଏ ।
ଡିମ୍ପଲ ଓ ଟ୍ଵିଙ୍କଲ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡ ଅଭିଉନେତ୍ରୀ ଡିମ୍ପଲ କପାଡିଆ ଓ ତାଙ୍କ ଝିଅ ଟ୍ଵିଙ୍କଲ ଖନା । ଟ୍ଵିଙ୍କଲ ବଲିଉଡ ଇଣ୍ଡଷ୍ଟ୍ରିର କେତେକ ସୁପର ହିଟ ଫିଲ୍ମରେ କାମ କରି ନିଜ ମାଙ୍କ ପରି ନାମ ଅର୍ଜନ କରିଛନ୍ତି । ଏହି ମା ଓ ଝିଅଙ୍କ ମୁହଁ ସଂପୂର୍ଣ୍ଣ ମିଶି ଥାଏ । ଏମାନଙ୍କ ଯୋଡିକୁ ମଧ୍ୟ ଲୋକମାନେ ବହୁତ ଅଧିକ ପସନ୍ଦ କରନ୍ତି । ଆପଣ ମାନେ ଆମ ଫଟୋ ଦ୍ଵାରା ଏମାନଙ୍କୁ ଦେଖିପାରୁଥିବେ ।
ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ