ପ୍ରଥମଥର ଦେଖନ୍ତୁ ଓଡିଆ ଅଭିନେତ୍ରୀ Elina Das ଙ୍କ ଫ୍ୟାମିଲି ଆଲବମ, ଆଗରୁ କେବେ ବି ଦେଖି ନଥିବେ

ଆପଣ ମାନେ ଓଡିଆ ଅଭିନେତ୍ରୀ ବା ଓଡିଆ ଆଲବମ ଅଭିନେତ୍ରୀ ଏଲିନା ଦାଶ ଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ । ଆଜି ଆମେ ଏହି ଲେଖା ମାଧ୍ୟମରେ ଏଲିନା ଦାସ ଙ୍କ ଜୀବନୀ ଓ ପରିବାର ବିଷୟରେ ଏମିତି କିଛି କଥା ଜାଣିବା ଯାହା ଆଗରୁ ଆପଣମାନେ କେବେ ହେଲେ ଜାଣି ନଥିବେ । ଏଲିନା ବିଷୟରେ ଅଧିକ ଜାଣିବା ପାଇଁ ଆପଣ ଏହି ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚିତ ପଢନ୍ତୁ ।

ତା ହେଲେ ଫ୍ରେଣ୍ଡ୍ସ ଆପଣ ମାନେ ଏଲିନାଙ୍କୁ ବେଶ ଭଲ ଭାବରେ ଜାଣିଥିବେ । ବହୁତ ସାରା ଆଲବମ ରେ ଅଭିନୟ କରିଛନ୍ତି ଏଲିନା । ତାଙ୍କର ଆଲବମ ଗୁଡିକ ମଧ୍ୟ ସୁପର ହିଟ ହୋଇ ପାରିଛି । ତାଙ୍କ ଆଲବମ ଗୁଡିକ ମଧ୍ୟ ବେଶ ଲୋକପ୍ରିୟ ହୋଇ ପାରିଛି । ଏଲିନାଙ୍କ ଜନ୍ମ ସ୍ଥାନ ହେଉଛି କଟକ । ଏଲିନା ଦାସ 2011 ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଏଲିନା ଦାଶଙ୍କ ପରିବାରରେ ତାଙ୍କ ବାପା ମା ଅଛନ୍ତି ।

କିନ୍ତୁ ସେ ବର୍ତ୍ତମାନ ତାଙ୍କ ସ୍ବାମୀଙ୍କ ସହ ଭୁବନେଶ୍ବରରେ ରହୁଛନ୍ତି । ତାଙ୍କର ଏୟାର ହୋସ୍ଟେସ ହେବାକୁ ବହୁତ ଇଚ୍ଛା ଥିଲା । ହେଲେ ସେ ଦିନେ ଶୁଟିଙ୍ଗ ଦେଖିବା ପାଇଁ ଯାଇଥିଲେ ଓ ସେହି ଶୁଟିଙ୍ଗ ଦେଖୁ ଦେଖୁ ସେ ଅଭିନୟ କରିବା ଆରମ୍ଭ କରିଦେଲେ । 2003 ମସିହାରେ ସେ ଓଡିଆ ଆଲବମ ଜଗତରେ ଅଭିନୟ ର ଜୀବନୀ ଆରମ୍ଭ କରିଥିଲେ ।

ଏହା ପରେ ସେ 500 ରୁ ଊର୍ଦ୍ଦ୍ଵ ଆଲବମ ରେ ଅଭିନୟ କରିଛନ୍ତି । ଏହା ସହିତ ସେ ଟିଭି ସିରିଏଲ ରେ ମଧ୍ୟ ଅଭିନୟ କରିଛନ୍ତି । ଯେମିତି କି ସଂସ୍କାର, ଜୀବନ ଯମୁନାରେ ଜୁଆର ଉଠେ, ଦାମିନୀ ପରି ଅନେକ ସିରିଏଲ ରେ ଅଭିନୟ କରିଛନ୍ତି । ସେ ଅଭିନୟ କରିବା ସହ ରାଜନୈତିକ ଦଳରେ ମଧ୍ୟ ଯୋଗ ଦେଇଛନ୍ତି ।

ସେ ଜଣେ BJD ଦଳର ସଦସ୍ୟ ଅଟନ୍ତି । ତେବେ ସାଙ୍ଗମାନେ ଆପଣମାନେ ଏଲିନା ଦାସ ଙ୍କ ଆଲବମ ଗୁଡିକ ବେଶ ଭଲ ଭାବରେ ଦେଖିଥିବେ । ତାଙ୍କ ଆଲବମ ଗୁଡିକ ମଧ୍ୟ ସବୁ ସୁପର ହିଟ ହୋଇଛି । ସେ ତାଙ୍କର ସେହି ଆଲବମ ଗୁଡିକ ମାଧ୍ୟମରେ ଲୋକମାନଙ୍କ ମନରେ ଏକ ଅଲଗା ପ୍ରକାରର ସ୍ଥାନ ବନାଇ ପାରିଛନ୍ତି ।

ତେବେ ଫ୍ରେଣ୍ଡ୍ସ ଆପଣ ମାନଙ୍କୁ ଏଲିନା ଦାସ କେମିତି ଲାଗନ୍ତି ବା ତାଙ୍କର ଆକଟିଂ ଆପଣଙ୍କୁ କେମିତି ଲାଗେ ଆମକୁ କମେନ୍ଟ କରି ନିଶ୍ଚୟ ଜଣାଇବେ ଓ ଆଗକୁ ଅଲିଉଡ ର ସବୁ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *