ଭାଇରାଲ ହେଲା ନୂଆ ନୂଆ ବିବାହ କରିଥିବା Ollywood ଅଭିନେତା Deepak ଓ ତାଙ୍କ ସ୍ତ୍ରୀ ଙ୍କ ଜବରଦସ୍ତ ଡ୍ୟାନ୍ସ, ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ଓଲିଉଡ ଇଣ୍ଡଷ୍ଟ୍ରୀ ର ସମସ୍ତ ଅଭିନେତା ମାନଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ । ଓଲିଉଡ ଇଣ୍ଡଷ୍ଟ୍ରୀ ର ଅଭିନେତା ନିଜର ଦମଦାର ଅଭିନୟ ପ୍ରଦର୍ଶନ ଜରିଆରେ ଇଣ୍ଡଷ୍ଟ୍ରୀ ରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ।

ସେଥି ମଧ୍ୟରୁ ଅନ୍ୟତମ ହେଉଛନ୍ତି ଓଲିଉଡ ର ଲୋକପ୍ରିୟ ଅଭିନେତା ଦୀପକ । ଦୀପକ ମଧ୍ୟ ନିଜର ଜବରଦସ୍ତ ଅଭିନୟ ପାଇଁ ସମଗ୍ର ଓଡ଼ିଶା ରେ ପରିଚିତ । ଦୀପକ ଙ୍କ ଅଭିନୟ କୁ ସମସ୍ତ ଦର୍ଶକ ଖୁବ ମାତ୍ରାରେ ପସନ୍ଦ କରନ୍ତି । ଯେହେତୁ ବର୍ତ୍ତମାନ କୋରନା କାଳ ର ପରିସ୍ଥିତି ରହିଛି ତେବେ ସମସ୍ତ କଳାକାର ସୋ-ସି-ଆ-ଲ ମି-ଡି-ଆ ଜରିଆରେ ଦର୍ଶକ ମାନଙ୍କ ମନୋରଞ୍ଜନ କରୁଛନ୍ତି ।

ସେହିପରି ଅଭିନେତା ଦୀପକ ମଧ୍ୟ ସୋ-ସି-ଆ-ଲ ମି-ଡି-ଆ ରେ ଏକ ଭି-ଡି-ଓ ପୋଷ୍ଟ କରିଛନ୍ତି । ଯେଉଁଥିରେ ତାଙ୍କୁ ନିଜ ପତ୍ନୀ ଙ୍କ ସହିତ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳୁଛି । ସେହି ଭି-ଡି-ଓ ଟି ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ ରେ ଭାଇରାଲ ହେବାରେ ଲାଗିଛି ଏବଂ ସମସ୍ତ ଦର୍ଶକ ସେହି ଭି-ଡି-ଓ କୁ ବହୁତ ପସନ୍ଦ କରୁଛନ୍ତି । ତେବେ ଆସନ୍ତୁ ଏହି ସ-ମ୍ବ-ନ୍ଧ-ରେ ବିସ୍ତାର ରୂପରେ ଜାଣିବା ।

ବନ୍ଧୁଗଣ ଦୀପକ ହେଉଛନ୍ତି ଓଲିଉଡ ଇଣ୍ଡଷ୍ଟ୍ରୀ ର ଜଣେ ପ୍ରସିଦ୍ଧ ଅଭିନେତା । ସେ ଅନେକ ସୁପରହିଟ ଫିଲ୍ମ ରେ ଅଭିନୟ କରିଛନ୍ତି ଏବଂ ଦର୍ଶକ ମାନଙ୍କ ମନୋରଞ୍ଜନ କରିଛନ୍ତି । ତାଙ୍କ ଅଭିନୀତ ସମସ୍ତ ଫିଲ୍ମ ଦର୍ଶକ ମାନଙ୍କୁ ବେଶ ପସନ୍ଦ ଆସିଥାଏ । ତେବେ ଦୀପକ ସେହି ଅଭିନେତା ମାନଙ୍କ ମଧ୍ୟରୁ ଜଣେ ଅଟନ୍ତି ଯିଏ ବହୁତ ମାତ୍ରାରେ ସୋ-ସି-ଆ-ଲ ମି-ଡି-ଆ ରେ ଆକ୍ଟିଭ ରୁହନ୍ତି ।

ସେ ପ୍ରାୟତଃ ନିଜର ଫଟୋ ଓ ଭି-ଡି-ଓ କୁ ସୋ-ସି-ଆ-ଲ ମି-ଡି-ଆ ରେ ସେୟାର କରନ୍ତି । ସେହି ଭି-ଡି-ଓ ରେ ଦୀପକ ନିଜ ପତ୍ନୀ ତନୁଜା ଙ୍କ ସହିତ ଖୁବ ସୁନ୍ଦର ଭାବରେ ଡ୍ୟାନ୍ସ କରୁଛନ୍ତି ଏବଂ ଦୁହେଁ ପରସ୍ପର ସହିତ ବହୁତ ଖୁସି ଥିବାର ମଧ୍ୟ ଦେଖିବାକୁ ମିଳୁଛି ।

ତେବେ ଏହି ନବ ବିବାହିତା ଯୋଡ଼ି ଙ୍କ ଡ୍ୟାନ୍ସ ଦର୍ଶକ ମାନଙ୍କ ମନକୁ ଛୁଇଁଛି ଏବଂ ଦୀପକ ସେୟାର କରିଥିବା ଏହି ଭି-ଡି-ଓ ରେ ଦର୍ଶକ ମାନେ ନିଜର ଭିନ୍ନ ମତ କମେଣ୍ଟ ଜରିଆରେ ପ୍ରକାଶ କରିଛନ୍ତି । ଏହି ଭି-ଡି-ଓ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ ରେ ଭାଇରାଲ ହେବାରେ ଲାଗିଛି । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *