ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଆମର ବେବି, ହନୀ ସେପରି କିଛି ଡାକ ନାହିଁ । ଆମେ ଓଡିଆ ଆମ ଓଡିଆ ଭାଷା ବହୁତ ବଢିଆ । ତେବେ ଆମେ ଓଡିଆ ଭାଷାରେ ଭାଉଜ ହିଁ ଡାକିବୁ । ତେବେ ଏପରି କିଛି ମିଠା ମିଠା କଥା କମେଡି କୁଇନ ମି ପୁଚ୍ ପୁଚ୍ ଙ୍କ ନଣନ୍ଦଙ୍କ ମୁହଁରୁ ଶୁଣିବାକୁ ମିଳିଛି । ତେବେ ତାଙ୍କ ନଣନ୍ଦଙ୍କ କହିବା ଅନୁଯାଇ ଆମ ଘରର ଗୋଟେ ବୋଲି ପୁଅ ମାନେ ମୋ ଭାଇର ବାହାଘର ହେଉଛି । ସେଥିପାଇଁ ଆମେ ମାନେ ବହୁତ ହିଁ ଖୁସି ଅଛୁ ।
ତେବେ ଖାଲି ଖୁସି କାହିଁକି ପୁରା ଘୋ ଘା କରି ଧୂମଧଡକା ସହ ବାହାଘରକୁ ଏଞ୍ଜୟ କରୁଛୁ । ତେବେ ଭାଉଜଙ୍କୁ ମଧ୍ୟ ଆମେ ବାହାଘର ବେଳେ ଡିଜେ ବଜାଇ ଫୁଲ ମସ୍ତିର ସହ ଶାଶୁ ଘରକୁ ଘରର ବୋହୁ କରି ଆଣିଛୁ । ତେବେ ନଣନ୍ଦଙ୍କ କହିବା ଅନୁଯାଇ ମୁଁ ନୂଆ ଭାଉଜଙ୍କୁ ପାଇଲା ପରେ ବହୁତ ହିଁ ଖୁସି ଅଛି । ତେବେ ଭାଉଜ ଏମିତି କମେଡି କରିବାକୁ ଭଲ ପାଇଥାଉ ।
ତାପରେ ଭାଉଜ ଆମ ଘରକୁ ଆସିଲା ପରେ ଆମେ ସମସ୍ତେ କମେଡି କରି ମଜା ମସ୍ତି କରି ଘରର ମାହୋଲକୁ ପୁରା ଖୁସିଭରା କରିଦେଉଛୁ । ତେବେ ଭାଉଜଙ୍କୁ ତ ସମସ୍ତେ କମେଡିର କୁଇନ ବୋଲି ଜାଣିଛନ୍ତି । ହେଲେ ମୋ ଭାଇ ମଧ୍ୟ କିଛି ଭାଉଜଙ୍କ ଠାରୁ କମ୍ ନୁହେଁ । ଭାଉଜ କ୍ୟାମେରା ଆଗରେ କମେଡି ସିନା କରୁଛନ୍ତି । ହେଲେ ଭାଇ କ୍ୟାମେରା ଆଗରେ କମେଡି ନକରିଲେ କଣ ହେଲା ।
ଘରେ ପୁରା କମେଡି କରି ସମସ୍ତଙ୍କର ମନୋରଞ୍ଜନ କରାଇଦିଏ । ତେବେ ମି ପୁଚ୍ ପୁଚ୍ ଙ୍କ ନଣନ୍ଦ ନିଜ ନିଜ ନଣନ୍ଦ ପୁଟୁଳି ବିଷୟରେ ମଧ୍ୟ ଏପରି କିଛି ରୋଚକପୂର୍ଣ୍ଣ କଥା କହିଛନ୍ତି । ତେବେ ସେ କହିଛନ୍ତି । ଭାଉଜ ଆମ ଘରକୁ ଆସିଛନ୍ତି ମାନେ ନଣନ୍ଦ ପୁଟୁଳି ନନେଇକି ମୁଁ କେମିତି ଛାଡି ଦେବି ।
ତେବେ ନଣନ୍ଦ ପୁଟୁଳି ମଧ୍ୟ ନେଲି ଯେଉଁଥିରେ କି ମୋ ମନ ଭାରି ଖୁସି ଅଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ