ଦେଖନ୍ତୁ Cuttack ରେ କେମିତି ଧୁମଧାମରେ ପାଳନ ହେଲା ଅଭିନେତା ସ୍ବର୍ଗତଃ Mihir Das ଙ୍କ ଜନ୍ମଦିନ, ଦେଖନ୍ତୁ Video

ଅଭିଏନ୍ତା ମିହିର ଦାସ କେବଳ ଜଣେ ଭଲ ଅଭିନେତା ନ ଥିଲେ ସେ ଜଣେ ମହାନ ବ୍ୟକ୍ତିତ୍ବ ଥିଲେ । ତାଙ୍କର ଅଭିନୟରେ ଲୋକମାନେ ହଜି ଯାଆନ୍ତି । ସେ ନିଜ ଜମାନାର ସହିତ ବର୍ତ୍ତମାନ ଯୁବପିଢିଙ୍କର ବି ପସନ୍ଦିତା ଅଭିନେତା ଥିଲେ । ସେ ଓଲିଉଡ ଫିଲ୍ମ ଜଗତର ଜଣେ ମହାନ କଳାକାର ଥିଲେ । କିନ୍ତୁ ଅଚାନକ ତାଙ୍କର ବିୟୋଗ କାରଣରୁ ପୁରା ଓଡିଶାରେ ଏକ ପ୍ରକାରର ଦୁଃଖର ଲହରୀ ଖେଳି ଯାଇଛି । ଆଜି ସମସ୍ତେ ତାଙ୍କୁ ମନେ ପକାଉଛନ୍ତି ।

ତାଙ୍କର ଅଭିନୟ ଦ୍ଵାରା ସେ ଆଜି ବି ସମସ୍ତଙ୍କ ହୃଦୟରେ ଅଛନ୍ତି । ତାଙ୍କର ଅଭିନୀତ ସବୁ ଫିଲ୍ମ ଦର୍ଶକମାନଙ୍କ ବହୁତ ପସନ୍ଦ ଆସିଥାଏ । କେବଳ ଓଲିଉଡ ଇଣ୍ଡଷ୍ଟ୍ରିର କଳାକାରମାନେ ନୁହନ୍ତି ଓଡିଶାର ପ୍ରତ୍ୟକ ବ୍ୟକ୍ତି ତାଙ୍କୁ ସମ୍ମାନ ଦେଇଥାନ୍ତି । କହିଦେଉଛୁ କି ଶରୀର ଅସୁସ୍ଥ କାରଣରୁ ତାଙ୍କର ଦେହାନ୍ତ ହୋଇଛି ।

ମୃତ୍ୟୁ ପୂର୍ବରୁ ସେ କିଛି ଦିନ ହସ୍ପିଟାଲରେ ରହି ଚିକିତ୍ସିତ ହେଉଥିଲେ । କିନ୍ତୁ ଅଚାନକ ତାଙ୍କର ମୃତ୍ୟୁ ଖବର ସାମ୍ନାକୁ ଆସିବା ପରେ ସମସ୍ତେ ଆଚମ୍ବିତ ହୋଇଗଲେ । କେବଳ ତାଙ୍କୁ ଭଲ ପାଉ ଥିବା ଲୋକମାନେ ନୁହନ୍ତି ତାଙ୍କର ପରିବାର ବି ଦୁଃଖିତ ଅଛନ୍ତି । ଆଜି ସ୍ଵର୍ଗତ ମିହିର ଦାସଙ୍କ ଜନ୍ମ ଜୟନ୍ତୀ । ଏହି ଉପଲକ୍ଷେ ମିହିର ଦାସଙ୍କ ଏକ ମୂର୍ତ୍ତି ତିଆରି କରି ତାକୁ ଲୋକାର୍ପଣ କରା ଯାଇଛି ।

ଯାହାକି ବହୁତ ବଡ ଖବର ଅଟେ । ଆଜି ମିହିର ଦାସଙ୍କ ୬୩ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଓଡିଶା ସିନେ ଆର୍ଟିଷ୍ଟ ଆସୋସିଏସନର ସଦସ୍ୟମାନେ ଓ କୁମ୍ଭାର ସାହିର କିଛି ଶିଳ୍ପୀ କୁମ୍ଭାର ସାହିର ଲକ୍ଷ୍ମୀ ନାରାୟଣ ମନ୍ଦିର ନିକଟରେ ମିହିର ଦାସଙ୍କ ମାଟିର ମୂର୍ତ୍ତିକୁ ଲୋକାର୍ପଣ କରିଛନ୍ତି । ମିହିର ଦାସଙ୍କ ଜନ୍ମ ଜୟନ୍ତୀ ଅବସରରେ ଲୋକପ୍ରିୟ ଅଭିନେତା ଶ୍ରୀତମ ଦାମ, ସିଦ୍ଧାନ୍ତ ମହାପାତ୍ର ନଜର ଆସିଥିଲେ ।

ମିହିର ଦାସଙ୍କ ପରିବାର ଲୋକମାନେ ବି ଆସିଥିଲେ । କୁମ୍ଭାର ସାହିର ଶିଳ୍ପୀମାନଙ୍କ ଅଶେଷ ଅଶେଷ ଧନ୍ୟବାଦ ଯେଉଁମାନେ ଏହି ମହାନ କାର୍ଯ୍ୟରେ ସାମିଲ ହୋଇଛନ୍ତି । ମିହିର ଦାସଙ୍କ ଭଳି କଳାକରନାକ ଅଭାବକୁ ପୂରଣ କରିବା ବହୁତ କଷ୍ଟକର । କହିଦେଉଛୁ କି ମିହିର ଦାସ ଫିଲ୍ମରେ ସମସ୍ତ ପ୍ରକାରର ରୋଲରେ ନଜର ଆସିଛନ୍ତି ଓ ସବୁ ରୋଲରେ ତାଙ୍କୁ ଦର୍ଶକମାନେ ପସନ୍ଦ ବି କରିଛନ୍ତି ।

Leave a Reply

Your email address will not be published. Required fields are marked *