ବିବାହରେ Pragyan ଭାଇ ଓ Sunanda ଭାଉଜଙ୍କୁ କଣ କଣ ମିଳିଲା ଗିଫ୍ଟ ? ଦେଖନ୍ତୁ Gift Unboxing ଫୁଲ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ପ୍ରଜ୍ଞାନ ଖଟୁଆଙ୍କୁ ବେସ ଭଲ ଭାବରେ ଜାଣିଥିବେ । ପ୍ରଜ୍ଞାନ ନିଜ ଅଭିନୟ ଓ ନିଜ ପର୍ଶନାଲ ଲାଇଫ ପାଇଁ ସୋସିଆଲ ମିଡିଆରେ ସବୁବେଳେ ଚର୍ଚାରେ ରୁହନ୍ତି । ପ୍ରଜ୍ଞାନ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ପ୍ରଜ୍ଞାନ ଅନେକ ଦିଗଜ ଅଭିନେତା ମାନଙ୍କ ସହ କାମ କରିଛନ୍ତି ।

ହେଲେ ବନ୍ଧୁଗଣ ଗତ କିଛି ଦିନ ହେବ ପ୍ରଜ୍ଞାନ କିଛି ଅଲଗା କାରଣ ପାଇଁ ସୋସିଆଲ ମିଡିଆରେ ଚର୍ଚାରେ ରହୁଛନ୍ତି । ଆପଣ ମାନେ ତ ଏହା ନିଶ୍ଚୟ ଜାଣିଥିବେ ଯେ, ଗତ କିଛି ଦିନ ତଳେ ପ୍ରଜ୍ଞାନ ବିବାହ ବନ୍ଧନରେ ବାନ୍ଧି ହୋଇ ଥିଲେ । ତାଙ୍କ ବିବାହ ସମୟର ସମସ୍ତ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ତେବେ ପ୍ରଜ୍ଞାନ ନିଜ ଗାର୍ଲଫ୍ରେଣ୍ଡଙ୍କ ସହ ବିବାହ କରିଛନ୍ତି ଯାହାଙ୍କର ନାମ ହେଉଛି ଶୋନୁ ସୁନନ୍ଦା ।

ତା ହେଲେ ଶୋନୁ ସୁନନ୍ଦା ହେଉଛନ୍ତି ଜଣେ ଓଡିଆ ଅଭିନେତ୍ରୀ । ଅଭିନେତ୍ରୀ ଶୋନୁ ସୁନନ୍ଦା ବିବାହ ପରେ ବର୍ତ୍ତମାନ ପ୍ରଜ୍ଞାନଙ୍କ ଘରେ ରହୁଛନ୍ତି । ଶୋନୁ ଜଣେ ଅଭିନେତ୍ରୀ ହେବା ସହ ଜଣେ ଶିକ୍ଷୟତ୍ରୀ ମଧ୍ୟ ଅଟନ୍ତି । ତେବେ ପ୍ରଥମେ ଶୋନୁ ଓ ପ୍ରଜ୍ଞାନ ସୁଟିଙ୍ଗ ସେଟରେ ପରସ୍ପର ସହ ସାକ୍ଷାତ କରିଥିଲେ । ଏହା ପରେ ଦୁହେଁ ପରସ୍ପରକୁ ପ୍ରେମ କରି ଥିଲେ । ପ୍ରେମ କରିବାର ଦୁଇ ବର୍ଷ ପରେ  ଜାନୁୟାରୀ ୨୫ ତାରିଖ ଦିନ ଶୋନୁ ସୁନନ୍ଦା ଓ ପ୍ରଜ୍ଞାନଙ୍କ ବିବାହ ହୋଇଥିଲା ।

ବନ୍ଧୁଗଣ ପ୍ରଜ୍ଞାନଙ୍କ ବିବାହରେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ଦିଗଜ କଳାକାର ମାନେ ଯୋଗ ଦେଇଥିଲେ । ତେବେ ବର୍ତ୍ତମାନ ପ୍ରଜ୍ଞାନଙ୍କର ଏକ ନୂଆ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓଟିକୁ ଦେଖିଲେ ନିଶ୍ଚୟ ଖୁସି ହେବେ ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ବନ୍ଧୁଗଣ ବିବାହ ପରେ ପ୍ରଜ୍ଞାନଙ୍କୁ କଣ କଣ ସବୁ ଗିଫ୍ଟ ମିଳିଛି ତାହା ଏ ଭିଡିଓରେ ଦେଖିବାକୁ ମିଳିଛି । ଆପଣ ମାନେ ଦେଖି ପାରୁଥିବେ ପ୍ରଜ୍ଞାନ ଓ ସୁନନ୍ଦାଙ୍କୁ ଅନେକ ଉପହାର ମିଳିଛି । ତା ହେଲେ ଆପଣ ମାନଙ୍କୁ ମାନଙ୍କୁ ପ୍ରଜ୍ଞାନ ଓ ସୁନନ୍ଦାଙ୍କ ଏହି ଉପହାର ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *