ଦେଖନ୍ତୁ ଜେଜେଙ୍କ ସହ Babushan ଙ୍କ କୁନି ପୁଅ କେମିତି କରୁଛି ମସ୍ତି, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତା ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଓଡିଆ ଇଣ୍ଡଷ୍ଟ୍ରିର ଏପରି ଜଣେ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ବନ୍ଧୁଗଣ ଏହି ଅଭିନେତା ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ବାବୁସାନ ମହାନ୍ତି । ଆପଣ ମାନେ ସମସ୍ତେ ବାବୁସାନଙ୍କୁ ଅନେକ ସୁପର ହିଟ ଫିଲ୍ମରେ ନିଶ୍ଚୟ ଦେଖିଥିବେ । ବାବୁସାନ ନିଜ ଦମଦାର ଅଭିନୟ ଓ ନିଜ ଷ୍ଟାଇଲ ପାଇଁ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ସୁନାମ ଅର୍ଜନ କରିଛନ୍ତି ଏବଂ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି ।

ବନ୍ଧୁଗଣ ଆପଣ ମାନେ ତ ଏହା ନିଶ୍ଚୟ ଜାଣିଥିବେ ଯେ, ବାବୁସାନଙ୍କର ଗୋଟେ କୁନି ପୁଅ ଜନ୍ମ ହୋଇଛି । ବାବୁସାନ ଓ ତାଙ୍କ ପତ୍ନୀ ତୃପ୍ତି ଶତପଥି ଏବେ ବାପା ମା ହୋଇଛନ୍ତି । ଆସିବା ଦିନରୁ ବାବୁସାନ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ନୂଆ ନୂଆ ଫଟୋ ଓ ଭିଡିଓ ଅପଲୋଡ କରନ୍ତି ଦେଖୁ ଦେଖୁ ତାଙ୍କର ସମସ୍ତ ଫଟୋ ଓ ଭିଡିଓ ଭାଇରାଲ ହୋଇଯାଏ ।

ତେବେ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ବାବୁସାନଙ୍କର ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି । ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଭାଇରାଲ ହେଉଥିବା ଭିଡିଓରେ ବାବୁସାନଙ୍କ କୁନି ପୁଅ ତାର ଜେଜେ ବାପା ଉତ୍ତମ ମହାନ୍ତିଙ୍କ ସହ ମସ୍ତି କରୁଥିବାର ନଜର ଆସୁଛି ।

ଉତ୍ତମ ମହାନ୍ତି ନିଜ ନାତିକୁ କୋଳରେ ବସେଇ ଖେଳୁ ଛନ୍ତି ଓ ତାଙ୍କ ପାଖରେ ବାବୁସାନ ମଧ୍ୟ ବସି ଛନ୍ତି । ଏହା ପୂର୍ବରୁ ସୋସିଆଲ ମିଡିଆରେ ଆଉ ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା ଯେଉଁଥିରେ ବାବୁସାନଙ୍କ କୁନି ପୁଅ ନିଜ ଜେଜେ ମା ଅପରାଜିତା ମହାନ୍ତିଙ୍କ ସହ ଖେଳୁ ଥିବାର ନଜର ଆସିଥିଲା । ତେବେ ତାଙ୍କର ଏହି ନୂଆ ଭିଡିଓଟି ବର୍ତ୍ତମାନ ବହୁତ ଚର୍ଚ୍ଚାରେ ଅଛି । ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *