ଓଡିଆ ଫିଲ୍ମ ଜଗତ ଓ ଟିଭି ଇଣ୍ଡଷ୍ଟ୍ରିର କମେଡିୟାନ ପ୍ରଜ୍ଞା ରଞ୍ଜନ ଖଟୁଆ ବିବାହ ବନ୍ଧନରେ ବାନ୍ଧି ହୋଇ ଯାଇଛନ୍ତି । କହିଦେଉଛୁ କି ପ୍ରଜ୍ଞାଙ୍କ ନିର୍ବନ୍ଧ ଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ପ୍ର୍ଜ୍ଞାଙ୍କ ଘରେ କଣ ସବୁ ଚାଲିଛି ତାର ସବୁ ଭିଡିଓ ସୋସିଆଲ ମିଡିଆରେ ଶେୟାର କରାଯାଉଛି । ତାଙ୍କୁ ପସନ୍ଦ କରୁଥିବା ଲୋକମାନେ ବି ଏହି ଭିଡିଓର ଭରପୁର ମଜା ନେଉଛନ୍ତି । କହିଦେଉଛୁ କି ପ୍ରଜ୍ଞା ଓଡିଆ କମେଡିୟାନ ରୂପରେ ବହୁତ ପରିଚିତ ।

ସେ ଓଲିଉଡ ଇଣ୍ଡଷ୍ଟ୍ରିର ସବୁ କଳାକାରମାନଙ୍କ ସହ କାମ କରିସାରିଛନ୍ତି । ସେ କେତେକ କମେଡି ଶୋ ମଧ୍ୟ କରନ୍ତି । ତାଙ୍କର ଅଭିନୀତ ସବୁ ରୋଲ ଦର୍ଶକମାନଙ୍କୁ ବହୁତ ପସନ୍ଦ ମଧ୍ୟ ଆସିଥାଏ । ତାଙ୍କର ୟୁଟ୍ୟୁବ ଚ୍ୟାନେଲ ମଧ୍ୟ ଅଛି । କହିଦେଉଛୁ କି ପ୍ରଜ୍ଞାଙ୍କ ବିବାହ ଖବର ଯେତେବେଳେ ସାମ୍ନାକୁ ଆସିଲା ତେବେ ତାଙ୍କର ଫ୍ୟାନମାନେ ବହୁତ ଖୁସି ହୋଇଥିଲା ।
ଏହି କ୍ରମରେ ଧୀରେ ଧୀରେ ତାଙ୍କର ବିବାହ ଓ ନିର୍ବନ୍ଧର ସମସ୍ତ ଭିଡିଓ ବି ସାମ୍ନାକୁ ଆସିବାକୁ ଲାଗିଲା । କହିବାକୁ ଗଲେ ପ୍ରଥମେ ନିର୍ବନ୍ଧ, ଏହା ପରେ ବରଯାତ୍ରୀ, ବାହାଘରମ ରିସେପସନ ଓ ବର୍ତ୍ତମାନ ପ୍ରଜ୍ଞାଙ୍କ ଘରେ କଣ ସବୁ ଚାଲିଛି ସେହି ସବୁର ଭିଡିଓ ଶେୟାର କରାଯାଉଛି ।
କହିଦେଉଛୁ କି ପ୍ରଜ୍ଞାଙ୍କ ସ୍ତ୍ରୀଙ୍କ ସୁନନ୍ଦା ଅଟେ । ଏହି ଭିଡିଓରେ ଆପଣ ଦେଖି ପାରିବେ ସୁନନ୍ଦା ଓ ତାଙ୍କର ନଣଦଙ୍କ ଭଲ ପାଇବା କେମିତି । ପ୍ରଜ୍ଞାଙ୍କ ସ୍ତ୍ରୀ ସୁନନ୍ଦା ଡାଇନିଂ ଟେବୁଲ ଉପରେ ବସି ପଖାଳ ଭାତ ଓ ଶାଗ ଭଜା ଖାଉଛନ୍ତି । ଏହା ସହିତ ସେ ତାଙ୍କର ନଣଦକୁ ବି କୋଳରେ ବସାଇ ପଖାଳ ଓ ଶାଗ ଭଜା ଖୁଆଇ ଦେଉଛନ୍ତି ।

କହିବାକୁ ଗଲେ ଏହି ଭିଡିଓରେ ସୁନନ୍ଦା ନିଜର ଶଶୁର ଘର ଲୋକମାନଙ୍କ ସହ ମସ୍ତି ମଜାକ କରୁଥିବାର ନଜର ଆସୁଛନ୍ତି । ଯଦି ପ୍ରଜ୍ଞାଙ୍କ ରିଶେପସନ ପାର୍ଟି କଥା କହିବା ତେବେ ତାଙ୍କର ଏହି ରିଶେପସନ ପାର୍ଟି ଟିଭି ଇଣ୍ଡଷ୍ଟ୍ରି ଓ ଫିଲ୍ମ ଇଣ୍ଡଷ୍ଟ୍ରିର ବହୁତ ବଡ ବଡ କଳାକାରମାନେ ଆସିଥିଲେ । ପ୍ରଜ୍ଞା ନିଜର କମେଡି ଦ୍ଵାରା ବହୁତ ପୁରଷ୍କାର ଦ୍ଵାରା ସମ୍ମାନିତ ମଧ୍ୟ ହୋଇଛନ୍ତି । ସେ ବହୁତ ବର୍ଷ ହେବ ଓଲିଉଡ ଦୁନିଆରେ ଅଭିନୟ କରୁଛନ୍ତି ।

