ବାପା ଙ୍କ ଦଶାହ କର୍ମ ରେ କୁଆଡେ ହଜିଗଲେ Amlan ?

ବନ୍ଧୁଗଣ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତା ସ୍ଵର୍ଗତ ମିହିର ଦାସ ଆଜି ଆମ ମାନଙ୍କ ଗହଳରେ ନାହାନ୍ତି । ବନ୍ଧୁଗଣ ମିହିର ଯିବା ପରେ ସାରା ଓଡିଶା ଓ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି । ମିହିର ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଦିଗଜ ଅଭିନେତା ଥିଲେ ଓ ତାଙ୍କ ସ୍ଥାନ କେହି ବି ନେଇ ପାରିବେ ନାହିଁ । ମିହିର ଯିବା ପରେ ତାଙ୍କ ପରିବାର ଉପରେ ଦୁଃଖର ପାହାଡ ଭାଙ୍ଗି ପଡିଛି ।

ଦୀର୍ଘ ଦିନ ଧରି ମିହିର କିଡ୍ନି ରୋଗରେ ପୀଡିତ ଥିଲେ ତେବେ ତାଙ୍କ ସ୍ଥିତି ବିଗିଡିବାରୁ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲକୁ ଅଣା ଯାଇଥିଲା ଓ ତାଙ୍କର ଚିକିତ୍ସା ଚଳୁଥିଲା । ହେଲେ ବନ୍ଧୁଗଣ ଶେଷରେ ମିହିର ଆମ ମାନଙ୍କୁ ଛାଡି ଚାଲିଗଲେ । ମିହିର ଯିବା ପରେ ଓଡିଆ ଇଣ୍ଡଷ୍ଟ୍ରିକୁ ବହୁତ ବଡ ଲସ୍ ହୋଇଛି କାରଣ ମିହିରଙ୍କ ଭଳି ଅଭିନେତା ଆଗାମୀ ସମୟରେ ମିଳିବେ ନା ନାହିଁ ତାର କୌଣସି ସମ୍ଭାବନା ନାହିଁ ।

ମିହିର ଯିବା ପରେ ତାଙ୍କ ପରିବାର ଉପରେ ମଧ୍ୟ ଦୁଃଖର ପାହାଡ ଭାଙ୍ଗି ପଡିଛି । ପୁଅ ଓ ବୋହୁ ବର୍ତ୍ତମାନ ବହୁତ ଦୁଃଖରେ ଅଛନ୍ତି । ତେବେ ବନ୍ଧୁଗଣ ଗତ କାଲି ଥିଲା ମିହିରଙ୍କ ଦଶକ୍ରୀୟା ଏବଂ ଆଜି ହେଉଛି ମିହିରଙ୍କ ଏକାଦଶ କର୍ମ । ବନ୍ଧୁଗଣ ଗତ କାଲି ଦଶକ୍ରୀୟାରେ ଓଡିଶା ସିନେ ଆର୍ଟିଷ୍ଟେଡ ଆସୋସିଏସନ ତରଫରୁ ଏକ ସଭା ଅନୁଷ୍ଠିତ କରାଯାଇଥିଲା ।

ତେବେ ବନ୍ଧୁଗଣ ଏହି ସଭାରେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ଦିଗଜ କଳାକାର ମାନେ ଯୋଗ ଦେଇଥିଲେ । ବନ୍ଧୁଗଣ ଗତ କାଲି ଦଶକ୍ରୀୟାରେ ଓଡିଶା ସିନେ ଆର୍ଟିଷ୍ଟେଡ ଆସୋସିଏସନ ତରଫରୁ ଏକ ସଭା ଅନୁଷ୍ଠିତ କରାଯାଇଥିଲା । ତେବେ ବନ୍ଧୁଗଣ ଏହି ସଭାରେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ଦିଗଜ କଳାକାର ମାନେ ଯୋଗ ଦେଇଥିଲେ ।

ହେଲେ ବନ୍ଧୁଗଣ ଆଶ୍ଚର୍ଯ୍ୟର କଥା ଏହା ହେଉଛି ଯେ, ମିହିରଙ୍କ ଦଶରେ ତାଙ୍କ ପୁଅ ଅମ୍ଳାନ ଦାସ ଉପସ୍ଥିତ ନଥିଲେ । କଣ ସତରେ ମିହିରଙ୍କ ଅକାଳ ବିୟୋଗକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଅମ୍ଳାନ । ଦଶରେ ଅମ୍ଳାନ ନଥିବାରୁ କେତେକ ଫ୍ୟାନ୍ସ ମାନେ ଦୁଃଖ ଅନୁଭବ କରିଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *