ନମସ୍କାର ବନ୍ଧୁଗଣ ଆଜି କାଲି ଲୋକମାନେ ସିନେମା ପାଇଁ ବହୁତ ପାଗଳ ସେମାନେ ନିଜ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କ ସିନେମା ଦେଖିବା ପାଇଁ ବହୁତ ଅପେକ୍ଷା ମଧ୍ୟ କରିଥାନ୍ତି । ବଲିଉଡ, ହଲିଉଡ଼, ଟଲିଉଡ଼ ଏବଂ ଓଲିଉଡ ସବୁ ଭାଷା ଭାଷୀ ର ସିନେମା ପାଇଁ ସମାନ ପ୍ରତିଶତ ର କ୍ରେଜ ଦେଖିବାକୁ ମିଳିଥାଏ । ତେବେ ଓଲିଉଡ ଜଗତରେ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ଙ୍କ ସିନେମା ଦେଖି ବାକୁ ଲୋକମାନେ କେବେବି ଭୁଲନ୍ତି ନାହିଁ ।
ସେହି ପରି ନିଜ ମନ ପସନ୍ଦ ର ଧାରାବାହିକ ଗୁଡ଼ିକ ଏବଂ ଅଭିନେତା ଏବଂ ଅଭିନେତ୍ରୀ ମାନଂକୁ ମଧ୍ୟ ଦେଖିବାକୁ ଭୁଲନ୍ତି ନାହିଁ । ତାଛଡା ସେମାନଙ୍କ ର ବାସ୍ତବ ଜୀଵନ ବିଷୟରେ ମଧ୍ୟ ତାଙ୍କୁ ସବୁ ଜାଣିବା ପାଇଁ ସେମାନେ ଇଛୁକ ରହିଥାନ୍ତି । ତେବେ ଆଜି ଆମେ ବଲିଉଡ ର ଲୋକପ୍ରିୟ ଅଭିନେତ୍ରୀ ଶ୍ରଦ୍ଧା କପୂର ଙ୍କୁ ନେଇ ଚାଲୁଥିବା କଥା ଯାହାକି ହେଉଛି କି ଶ୍ରଦ୍ଧା ନିଜର ପ୍ରେମିକ ରୋହନ ଶ୍ରେଷ୍ଠ ଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ତେବେ ଏହି ଖବର ବର୍ତ୍ତମାନ ଚାରିଆଡେ ବ୍ୟାପିବାରେ ଲାଗିଛି ।
ତେବେ ଏହାକୁ ନେଇ ବର୍ତ୍ତମାନ ତାଙ୍କ ସମ୍ପର୍କୀୟ ଭାଇ ଏବଂ ତାଙ୍କ ମାଉସୀ ପଦ୍ମିନୀ କୋଲହାପୁରୀ ମିଡ଼ିଆ ଆଗରେ ମୁହଁ ଖୋଲିଛନ୍ତି ତେବେ ଆସନ୍ତୁ ସେ ବିଷୟରେ ଆଲୋଚନା କରି ନେବା । ତେବେ ବଲିଉଡ ର ଖଲନାୟକ ଶକ୍ତି କପୂର ଙ୍କ ଝିଅ ଯିଏ କି ଜଣେ ବଲିଉଡ ର ଲୋକପ୍ରିୟ ଅଭିନେତ୍ରୀ ଶ୍ରଦ୍ଧା କପୂର ଯେତେବେଳେ ୨୦୧୯ ନିଜର ଏକ ମ୍ୟାଗାଯିନ ର ଫୋଟୋ ସୁ-ଟ କରିଥିଲେ ।
ସେତେବେଳେ ସେ ନିଜ ସାଙ୍ଗ ରୋହନ ଙ୍କ ସହିତ ହିଁ କାମ କରିଥିଲେ ତେବେ ସେତେବେଳେ ଶ୍ରଦ୍ଧା ଙ୍କୁ ତାଙ୍କ ଭାଇ ସିଦ୍ଧାର୍ଥ ଏବଂ ବରୁଣ ଧାବନ ବହୁତ ଚିଡାଉ ଥିଲେ । ତେବେ ଏହା ପରେ ଦୁହିଁଙ୍କ ସମ୍ପର୍କ କୁ ନେଇ ଖୁବ ଚର୍ଚ୍ଚା ମଧ୍ୟ ଚାଲିଥିଲା । ତେବେ ବର୍ତ୍ତମାନ ଦୁହିଁଙ୍କ ବିବାହ କୁ ନେଇ ଖବର ବ୍ୟାପିବାରେ ଲାଗିଛି ତେବେ ତାଙ୍କ ସମ୍ପର୍କୀୟ ଭାଇ ପ୍ରିୟଙ୍କ ଙ୍କୁ ଯେତେବେଳେ ଏହା ବିଷୟ ରେ ପଚରାଗଲା ସେତେବେଳେ ସେ ନୋ କମେଣ୍ଟ ଏବଂ ଯଦି ବିବାହ ହେବ ତେବେ ବହୁତ ଭଲ କଥା ବୋଲି କହିଛନ୍ତି ।
ଏହା ସହିତ ପଦ୍ମିନୀ ମଧ୍ୟ କହିଛନ୍ତି କି ଯଦି ତାଙ୍କ ର ବିବାହ ହେବ ତେବେ ପ୍ରଥମେ ଆପଣ ଜାଣି ପାରିବେ ତେଣୁ ଅପେକ୍ଷା କରନ୍ତୁ । ଏହା ଛଡା ରୋହନ ଙ୍କ ବାପା ରାକେଶ ଶ୍ରେଷ୍ଠ କହିଛନ୍ତି କି ଦୁଇ ଜଣ କଲେଜ ବେଳ ର ସାଙ୍ଗ ଏବଂ ବହୁତ ଭଲ ସାଙ୍ଗ ଦୁହେଁ ନିଜର କାମ ମଧ୍ୟ ଖୁବ ଭଲ କରୁଛନ୍ତି ଏବଂ ବିବାହ କୁ ନେଇ ଦୁଇ ଜଣ ଯାହା ନିଷ୍ପତ୍ତି ନେବେ ତାକୁ ଆମେ ଗ୍ରହଣ କରିବୁ ।
ତେବେ ବର୍ତ୍ତମାନ ଶ୍ରଦ୍ଧା ରଣବିର କପୂର ଙ୍କ ସହ ଲବ ରାଜନ ର ସୁ-ଟ ରେ ବ୍ୟସ୍ତ ଅଛନ୍ତି ।
ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ବଲୀଉଡର କିଛି ଚଟପଟା ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।