ଶେଷରେ ମୁହଁ ଖୋଲିଲେ Koyal Banarajee, କହିଲେ କାହିଁକି ସେ Bobby ଙ୍କୁ ଦେଇଥିଲେ ଡିଭୋର୍ସ

ବନ୍ଧୁଗଣ, ଓଡିଆ ଇଣ୍ଡଷ୍ଟ୍ରୀ ରେ ବିଭିନ୍ନ ପ୍ରକାରର ଅଭିନେତା ତଥା ଅଭିନେତ୍ରୀ ରହିଛନ୍ତି । ପସନ୍ଦ ଅନୁସାରେ ସେମାନଙ୍କୁ ଟିଭି ପରଦାରେ ଦେଖିବାକୁ ଭଲ ପାଇଥାନ୍ତି ଦର୍ଶକେ । ଆଜି ଆମ୍ଭେ ପ୍ରସିଦ୍ଧ ଅଭିନେତା ବବି ମିଶ୍ର ଙ୍କୁ ନେଇ ଉଠିଥିବା ବି-ବା-ଦ ସମ୍ବନ୍ଧରେ କହିବାକୁ ଯାଉଅଛୁ । ଆପଣ ମାନେ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ ରେ ଦେଖି ସାରିଲେଣି ଯେ ବବି ମିଶ୍ର କିଭଳି ଭାବରେ ଅ-ପ-ରା-ଧ ଭି-ଆ-ଇ-ଛ-ନ୍ତି ।

ତାଙ୍କ ପଡୋଶୀ ଙ୍କ ସହିତ ଝ-ଗ-ଡା ଏବଂ ମା-ଡ ମା-ରି-ବା ଘଟଣା ହେବା ପରେ ପଡୋଶୀ ଜଣକ ତାଙ୍କ ନା ରେ ଭୁବନେଶ୍ବର ଥାନା ରେ ଅ-ଭି-ଯୋ-ଗ କରିଥିଲେ । ବର୍ତ୍ତମାନ ଏହି ସବୁ ଘଟଣା କୁ ମି-ଡି-ଆ ରେ ଦେଖି ବବି ମିଶ୍ର ଙ୍କ ପତ୍ନୀ କୋୟଲ ବାନାର୍ଜୀ ବର୍ତ୍ତମାନ ମୁହଁ ଖୋଲିଛନ୍ତି । ଗଣ ମାଧ୍ୟମରେ ମୁହଁ ଖୋଲିଛନ୍ତି କୋୟଲ ବାନାର୍ଜୀ । କୋୟଲ ବାନାର୍ଜୀ ନିଜେ କହିଛନ୍ତି ବବି ମିଶ୍ର ତାଙ୍କୁ ମା-ଡ ମା-ର-ନ୍ତି ଏବଂ ଏହି କାରଣରୁ ବବି ମିଶ୍ର ଙ୍କୁ ଡିଭୋର୍ସ ଦେବା ନିମନ୍ତେ ବାଧ୍ୟ ହେଲେ କୋୟଲ ।

କୋୟଲ କହିଛନ୍ତି ଯେ ସେ ଏହି ଗୋଟିଏ କାରଣ ନିମନ୍ତେ ଓଡିଶା ଛାଡିଛନ୍ତି । କୋୟଲ ଏହା ମଧ୍ୟ କହିଛନ୍ତି ଯେ ବବି ମିଶ୍ର ଙ୍କ ପଡୋଶୀ ଲଗାଇଥିବା ସବୁକିଛି ଆ-ରୋ-ପ ସତ ଅଟେ । ଏହି ସବୁ ପ୍ରତିକ୍ରିୟା ଫୋନ ମାଧ୍ୟମରେ ସେ ଗଣ ମାଧ୍ୟମକୁ ଦେଇଛନ୍ତି । ବବି ମିଶ୍ର ଜଣେ ବହୁତ ବଡ ମ-ଦୁ-ଆ । ସେ ମ-ଦ ପିଇଲା ପରେ ନିଜର ହିତା-ହି-ତ ଜ୍ଞାନ ଭୁଲି ଜାଆନ୍ତି । ସେ କୋୟଲ କୁ ମା-ଡ ମା-ଡି-ବା କଥା କୋୟଲ ସ୍ଵୀକାର କରିଛନ୍ତି ।

ଅତିରିକ୍ତ ଅ-ତ୍ୟା-ଚା-ର ହେବା ଫଳରେ ବବି ମିଶ୍ର ଙ୍କୁ ଛାଡି ସବୁଦିନ ପାଇଁ କଲିକତା ଯିବା କଥା ମଧ୍ୟ କହିଛନ୍ତି କୋୟଲ ବାନାର୍ଜୀ । ଏହି ଘଟଣା ବର୍ତ୍ତମାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଅଛି । ବବି ମିଶ୍ର ଏବଂ କୋୟଲ ବାନାର୍ଜୀ ଙ୍କ ଯୋଡି କୁ ଓଡିଶା ବସି ବହୁତ ପସନ୍ଦ କରିବା ସହିତ ବହୁତ ଭଲ ପାଆନ୍ତି ।

ମାତ୍ର ଏମାନଙ୍କ ସମ୍ପର୍କ ବର୍ତ୍ତମାନ ଭାଙ୍ଗି ଯାଇଅଛି ବର୍ତ୍ତମାନ ଦୁହେଁ ଦୁହିଁଙ୍କୁ ଡିଭୋର୍ସ ମଧ୍ୟ ଦେଇଛନ୍ତି । ଏହା ପରେ ଏହିଭଳି ଭାବରେ ଅ-ଭି-ଯୋ-ଗ କୋୟଲ ବାନାର୍ଜୀ ବର୍ତ୍ତମାନ ବବି ମିଶ୍ର ଙ୍କ ବି-ରୁ-ଦ୍ଧ-ରେ କହିଛନ୍ତି । ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *