କରୋନା ପଜିଟିଭ ଚିହ୍ନଟ ହେବା ପରେ ଏବେ କଣ କରୁଛନ୍ତି ହିରୋଇନ Jhilik Bhatajrajee, କାହିଁକି ସମସ୍ତଙ୍କୁ ଅନୁରୋଧ କରି କହିଲେ ଏମିତି…

ବନ୍ଧୁଗଣ, ଓଡିଶା ବାସୀ ମାନେ ସାଧାରଣତ ଓଡିଆ ଚ୍ଚଳଚିତ୍ର ତଥା ଓଡିଆ ସିରିୟଲ ଦେଖିବାକୁ ଭଲ ପାଇଥାନ୍ତି । ଓଡିଆ ଇଣ୍ଡଷ୍ଟ୍ରୀ ରେ ଅନେକ ଅଭିନେତା ତଥା ଅଭିନେତ୍ରୀ ଅଛନ୍ତି ଯାହାଙ୍କୁ ଦର୍ଶକେ ସର୍ବଦା ଟିଭି ପରଦା ରେ ଦେଖିବାକୁ ଭଲ ପାଇଥାନ୍ତି । ନିଜ ନିଜ ପସନ୍ଦ ଅନୁଯାୟୀ ସାଧାରଣତ ଅଭିନେତା ତଥା ଅଭିନେତ୍ରୀ କୁ ଦେଖିଥାନ୍ତି । ମାତ୍ର ମନଲାଖି ଅଭିନେତା ତଥା ଅଭିନେତ୍ରୀ ମାନଙ୍କ ସହିତ ଯଦି କିଛି ଦୁ-ର୍ଘ-ଟ-ଣା ଅଥବା ଅ-ଘ-ଟ-ଣ ଘଟେ ତେବେ ତାହା ସମସ୍ତଙ୍କ ନିମନ୍ତେ ମୁ-ଣ୍ଡ ବ୍ୟ-ଥା-ର କାରଣ ପାଲଟି ଯାଇଥାଏ ।

ଆଜି ଆମ୍ଭେ ଆପଣ ମାନଙ୍କୁ ଏଭଳି ଏକ ଦୁଖଦ ଘଟଣା ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହା ଆପଣଙ୍କୁ ବିଚଳିତ କରିଦେବ । ଆସନ୍ତୁ ତେବେ ଜାଣିବା ତାହା କଣ ଅଟେ ? ଆପଣ ମାନେ ସମସ୍ତେ ଜାଣିଥିବେ ବର୍ତ୍ତମାନ କରୋନା ବହୁତ ଶୀଘ୍ର ବ୍ୟାପିବାରେ ଲାଗିଛି । ଏହା ଗୋଟେ ପରେ ଗୋଟେ ବ୍ୟକ୍ତିଙ୍କୁ ତାହା ଛୋଟ ପିଲା ହୁଅନ୍ତୁ ଅଥବା ବୟସ୍କ ଅଥବା ଯୁବାବସ୍ଥାରେ ଥିବା ବ୍ୟକ୍ତି ଏହା ପ୍ରାଏ ସମସ୍ତଙ୍କୁ ସଂକ୍ରମିତ ହେବାରେ ଲାଗିଛି ।

ସେହିଭଳି ଏହି ମହାମାରୀ କରୋନା ର ସଂକ୍ରମଣ ରେ ବର୍ତ୍ତମାନ ପୀଡିତ ଅଛନ୍ତି ପ୍ରସିଦ୍ଧ ଅଭିନେତ୍ରୀ ଝିଲିକ ଭଟ୍ଟାଚାର୍ଜ୍ୟ । ଝିଲିକ ଗତକାଲି କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଏହି କଥାକୁ ଝିଲିକ ସୋ-ସି-ଆ-ଲ ମି-ଡି-ଆ- ରେ ନିଜ ଫ୍ୟାନ୍ସ ମାନଙ୍କ ସହିତ ସେୟାର କରିଛନ୍ତି ।

ଏହା ସହିତ ଝିଲିକ ନିଜ ବନ୍ଧୁ ମାନଙ୍କୁ ଅନୁରୋଧ କରି କହିଛନ୍ତି ଯେ ଯେଉଁମାନେ ମଧ୍ୟ ଗତ ୧୦ ଦିନ ଧରି ଝିଲିକ କୁ ଦେଖା କରିଥିଲେ ଅଥବା ମିସିଥିଲେ, ସେମାନେ ନିହାତି ଭାବରେ କରୋନା ଟେଷ୍ଟ କରାଇ ନେବା ବୋଲି ଅନୁରୋଧ କରିଛନ୍ତି । ତେବେ ଅଭିନେତ୍ରୀ ଝିଲିକ ଭଟ୍ଟାଚାର୍ଜ୍ୟ କରୋନା ପଜେଟିଭ ଆସିବା ପରେ କ୍ଵାରେନ ଟାଇନ ରେ ରହିଛନ୍ତି ।

ସେ ଚିକିତ୍ସ୍ୟାଧୀନ ଅବସ୍ଥା ରେ ମଧ୍ୟ ଅଛନ୍ତି । ଏହା ସହିତ ସେ ସଂପୂର୍ଣ୍ଣ ଭାବରେ ସୁସ୍ଥ ଅଛନ୍ତି ବୋଲି ପ୍ରକାଶ କରିଛନ୍ତି । ଭଗବାନ ଙ୍କ ନିକଟରେ ଆମ୍ଭ ମାନଙ୍କ ପ୍ରାର୍ଥନା ଯେ ଝିଲିକ ଯଥାଶୀଘ୍ର ସୁସ୍ଥ ହୋଇ ଜାଆନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *