ଜାଣନ୍ତୁ Ollywood ର ଏହି ହିରୋଇନ ମାନଙ୍କ ପ୍ରକୃତ ଘର କେଉଁଠି ?

ବନ୍ଧୁଗଣ ନମସ୍କାର,ବନ୍ଧୁଗଣ ଆପଣମାନେ ନିଶ୍ଚିତ ଭାବେ ଓଡ଼ିଆ ଚଳଚ୍ଚିତ୍ର ଦେଖୁଥିବେ । ସେଥିରେ ବିଭିନ୍ନ ପ୍ରକାର ହିରୋ ହିରୋଇନ କାମ କରିଥାନ୍ତି । ଆପଣମାନେ ଜାଣିଛନ୍ତି ସେଥିରେ ଥିବା ହିରୋଇନ ମାନଙ୍କ ଘର କେଉଠି ? ଯଦି ଜାଣିନାହାନ୍ତି ତେବେ ଆଜି ଆମେ ସେହି ସମ୍ବନ୍ଧରେ ଆପଣ ମାନଙ୍କୁ କହିବୁ । ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ୧. ବନ୍ଧୁଗଣ ଏହି ଲିଷ୍ଟ ର ପ୍ରଥମ ସ୍ଥାନରେ ଅଛନ୍ତି ଭୂମିକା । ଆପଣମାନେ ଜାଣିଥିବେ ଯେ ଭୂମିକା ବହୁତ ଛୋଟ ବେଳୁ ଅଭିନୟ କରୁଛନ୍ତି ।

ତାଙ୍କ ପ୍ରକୃତ ଜନ୍ମସ୍ଥାନ ହେଉଛି ରାଉରକେଲା । ସେ ସେଠାରେ ଜନ୍ମ ହୋଇଥିଲେ । କିନ୍ତୁ ସେ ବର୍ତ୍ତମାନ ଭୁବନେଶ୍ୱର ରେ ରହିକି ନିଜର ଅଭିନୟ କାମ କରିବା ସହିତ ନିଜ ପାଠପଢା ମଧ୍ୟ ଜାରି ରଖିଛନ୍ତି । ୨. ଏହି ଲିଷ୍ଟ ର ଦ୍ଵିତୀୟ ସ୍ଥାନରେ ଅଛନ୍ତି ପୁନମ । ଆପଣମାନେ ଜାଣିଥିବେ ପୁନମ ଜଣେ ବହୁତ ଭଲ ଅଭିନେତ୍ରୀ ଅଟନ୍ତି । ସେ ବହୁତ ଚଳଚ୍ଚିତ୍ରରେ ହିରୋଇନ ଭାବେ କାମ କରିଛନ୍ତି । ସେଥିପାଇଁ ସେ ଇଣ୍ଡଷ୍ଟ୍ରୀ ରେ ବହୁତ ଜଣାଶୁଣା । ତାଙ୍କର ପ୍ରକୃତ ଜନ୍ମସ୍ଥାନ ହେଉଛି ଭୁବନେଶ୍ୱର । ସେ ସେଠାରେ ଜନ୍ମ ହୋଇଥିଲେ । ସେ ବର୍ତ୍ତମାନ ଭୁବନେଶ୍ୱର ରେ ରହି ନିଜର ଭବିଷ୍ୟତ ଗଢୁଛନ୍ତି ।

୩. ଏହି ଲିଷ୍ଟ ର ତୃତୀୟ ସ୍ଥାନରେ ଅଛନ୍ତି ବର୍ଷା ପ୍ରିୟାଦର୍ଶନୀ । ଏହି ଅଭିନେତ୍ରୀ ବହୁତ ଚଳଚ୍ଚିତ୍ରରେ ହିରୋଇନ ଭାବରେ କାମ କରିଛନ୍ତି । ସେଥିପାଇଁ ସେ ବହୁତ ଜଣାଶୁଣା । ତାଙ୍କର ପ୍ରକୃତ ଜନ୍ମସ୍ଥାନ ହେଉଛି ଭୁବନେଶ୍ୱର । ସେ ସେଠାରେ ଜନ୍ମ ହୋଇଥିଲେ । ବର୍ତ୍ତମାନ ସେ କଟକ ରେ ରହୁଛନ୍ତି ।

୪. ଏହି ଲିଷ୍ଟ ର ଚତୁର୍ଥ ସ୍ଥାନରେ ଅଛନ୍ତି ଶିବାନି ପ୍ରିୟଦର୍ଶିନୀ । ସେ ବର୍ତ୍ତମାନ ହେଉଛନ୍ତି ଓଲିଉଡ ର ଜଣେ ଆଗ ଧାଡ଼ିର ଅଭିନେତ୍ରୀ । ସେ ବହୁତ ଚଳଚ୍ଚିତ୍ର ରେ ହିରୋଇନ ଭାବେ କାମ କରିଛନ୍ତି । ତାଙ୍କର ପ୍ରକୃତ ଘର ହେଉଛି ଖୋର୍ଦ୍ଧା । ସେ ଖୋର୍ଦ୍ଧାରେ ଜନ୍ମ ହୋଇଥିଲେ ।

୫. ଏହି ଲିଷ୍ଟ ର ପଞ୍ଚମ ସ୍ଥାନରେ ଅଛନ୍ତି ଅର୍ଚ୍ଚିତା ସାହୁ । ଏହି ଅଭିନେତ୍ରୀ ଅନେକ ଚଳଚ୍ଚିତ୍ର ରେ ହିରୋଇନ ଭାବେ କାମ କରିଛନ୍ତି । ତାଙ୍କ ପ୍ରକୃତ ଘର ଭୁବନେଶ୍ୱର ରେ ଅବସ୍ଥିତ ।

୬. ଏହି ଲିଷ୍ଟ ର ଷଷ୍ଠ ସ୍ଥାନରେ ଅଛନ୍ତି ଶିତଲ । ସେ ହେଉଛନ୍ତି ଓଲିଉଡ ର ଜଣେ ଜଣାଶୁଣା ଅଭିନେତ୍ରୀ । ତାଙ୍କର ସବୁ ଚଳଚ୍ଚିତ୍ର କୁ ଲୋକ ମାନେ ବହୁତ ଭଲ ପାଇଥାନ୍ତି । ତାଙ୍କ ପ୍ରକୃତ ଘର ହେଉଛି କଟକ ।

୭. ଏହି ଲିଷ୍ଟ ର ସପ୍ତମ ସ୍ଥାନରେ ଅଛନ୍ତି ରିୟା । ସେ ମଧ୍ୟ ବହୁତ ଭଲ ଅଭିନୟ କରନ୍ତି । ତାଙ୍କ ଚଳଚ୍ଚିତ୍ର ମଧ୍ୟ ବହୁତ ଲୋକପ୍ରିୟ । ତାଙ୍କ ଘର ହେଉଛି ବାଲେଶ୍ଵର ।

୮. ଏହି ଲିଷ୍ଟ ର ଅଷ୍ଟମ ସ୍ଥାନରେ ଅଛନ୍ତି ଝିଲ୍ଲୀକ । ସେ ହେଉଛନ୍ତି ଜଣେ ବେଙ୍ଗଲୀ ଝିଅ । ସେ ଓଡ଼ିଶାର ବିଧାୟକ ଙ୍କୁ ବିବାହ କରି ବର୍ତ୍ତମାନ ଓଡ଼ିଶାରେ ରହୁଛନ୍ତି । ତାଙ୍କ ପ୍ରକୃତ ଜନ୍ମ ସ୍ଥାନ ହେଉଛି କୋଲକତା ।

୯. ଏହି ଲିଷ୍ଟ ର ନବମ ସ୍ଥାନରେ ଅଛନ୍ତି ଏଲିନା ସାମନ୍ତରାୟ । ସେ ତରଙ୍ଗ ଟିଭି ମାଧ୍ୟମରେ ଇଣ୍ଡଷ୍ଟ୍ରୀ ରେ ପାଦ ଦେଇଥିଲେ । ତାଙ୍କ ପ୍ରଥମ ଚଳଚିତ୍ର ହେଉଛି “ଇସ୍କ ତୁ ହି ତୁ” । ତାଙ୍କ ଜନ୍ମସ୍ଥାନ ହେଉଛି ଭଦ୍ରକ । ସେ ବର୍ତ୍ତମାନ ଭଦ୍ରକ ର ଗୋଟିଏ ଗାଁ ରେ ରହୁଛନ୍ତି ।

୧୦. ଏହି ଲିଷ୍ଟ ର ଦଶମ ସ୍ଥାନରେ ଅଛନ୍ତି ପ୍ରକୃତି ମିଶ୍ର । ସେ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି । ତାଙ୍କ ପ୍ରକୃତ ଘର ହେଉଛି ଖୋର୍ଦ୍ଧା । ବର୍ତ୍ତମାନ ସେ ମୁମ୍ବାଇ ରେ ରହି ନିଜ କ୍ୟାରିୟର ଉପରେ ଧ୍ୟାନ ଦେଉଛନ୍ତି ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *