ଦେଖନ୍ତୁ କେମିତି ଶାଶୁଘରେ ଧୁମଧାମରେ ସ୍ବାମୀ Arvind ଙ୍କ ଜନ୍ମ ଦିନ ପାଳିଲେ Janklin, ଦେଖନ୍ତୁ Video

ବନ୍ଧୁଗଣ, ଓଡିଆ ଇଣ୍ଡଷ୍ଟ୍ରୀ ରେ ଅନେକ ନାମିଦାମି ତଥା ଛୋଟବଡ ଅଭିନେତା ତଥା ଅଭିନେତ୍ରୀ ଉପସ୍ଥିତ ଅଛନ୍ତି । ସେମାନେ ନିଜର ଅଭିନୟ ଦ୍ଵାରା ଲକ୍ଷାଧିକ ଦର୍ଶକ କୁ ନିଜ ଆଡକୁ ଟାଣି ନେଇଛନ୍ତି । ସେମାନଙ୍କ ମଧ୍ୟରୁ ସାଧାରଣ ତ ଆମ୍ଭେ ନିଜ ମନ ପସନ୍ଦ ର ଅଭିନେତା ତଥା ଅଭିନେତ୍ରୀ ମାନଙ୍କୁ ଦେଖିବାକୁ ଭଲ ପାଇଥାଊ । ଆଜି ଆମ୍ଭେ ଆପଣ ମାନଙ୍କୁ ଓଡିଆ ଇଣ୍ଡଷ୍ଟ୍ରୀରେ ନୂତନ କରି ପାଦ ଦେଇଥିବା ଅଭିନେତ୍ରୀ ଜାଙ୍କଲିନ ଙ୍କ ସମ୍ବନ୍ଧରେ କିଛି ବିଶେଷ କଥା କହିବାକୁ ଯାଉଅଛୁ । ଆସନ୍ତୁ ଜାଣିବା ତାହା କଣ ଅଟେ ?

ରଜକ୍ଵିନ ମାଧ୍ୟମରୁ ଜାଙ୍କଲୀନ ଓଡିଆ ଇଣ୍ଡଷ୍ଟ୍ରୀ ରେ ନିଜର ପାଦ ରଖିଥିଲେ । ଏହି ରିୟାଲିଟି ସୋ ରୁ ଜିତି ଜାଙ୍କଲୀନ ଅନେକ ଓଡିଆ ଧାରାବାହିକ ରେ ଅଭିନୟ କରିବାର ନଜର ଆସିଲେ । ଏହି ମଧ୍ୟରେ ଅରିନ୍ଦମ ଙ୍କ ପ୍ରେମରେ ପଡିଥିଲେ ଜାଙ୍କଲିନ । ଅରିନ୍ଦମ ମଧ୍ୟ ଜଣେ ଅଭିନେତା ଅଟନ୍ତି ମାତ୍ର ବର୍ତ୍ତମାନ ସେ ଅଭିନୟ ଠାରୁ ଅଳ୍ପ ଦୂରରେ ଅଛନ୍ତି ।

ଅରିନ୍ଦମ ବର୍ତ୍ତମାନ ନିଜ ବ୍ୟବସାୟ ରେ ଅଧିକ ଗୁରୁତ୍ଵ ଦେଉଛନ୍ତି । ଅରିନ୍ଦମ ଏବଂ ଜାଙ୍କଲିନ ପରସ୍ପର ପ୍ରେମରେ ପଡିଲା ପରେ ନିକଟରେ ଉଭୟଙ୍କ ବିବାହ ହୋଇଅଛି । ବିବାହ ପରେ ଜାଙ୍କଲିନ ନିଜ ସ୍ଵାମୀ ଅରିନ୍ଦମ ଙ୍କ ସହିତ ବେସ ଖୁସିରେ ଥିବା ର ନଜର ଆସୁଛନ୍ତି । ଅରିନ୍ଦମ ଙ୍କ ଜନ୍ମ ଦିନରେ ଜଙ୍କଲିନ ନିଜ ସ୍ଵାମୀ ନିମନ୍ତେ ସରପ୍ରାଇଜ ପାର୍ଟି ରଖିଥିଲେ ।

ଅରିନ୍ଦମ ଙ୍କୁ ଜାଙ୍କଲିନ ବହୁତ ଭଲ ପାଉଥିବା ବେଳେ ତାଙ୍କ ନିମନ୍ତେ ଏହିଭଳି ଏକ ବିଶାଳ ପାର୍ଟି ର ଆୟୋଜନ କରିଥିଲେ । ଏହି ପାର୍ଟି ରେ ଅରିନ୍ଦମ ଙ୍କ ପରିବାର ସମେତ କିଛି ବିଶେଷ ବନ୍ଧୁ ମଧ୍ୟ ଉପସ୍ଥିତ ଥିଲେ । ଅରିନ୍ଦମ ନିଜ ଜନ୍ମ ଦିନରେ ଜଙ୍କଲିନ ଙ୍କୁ ଧନ୍ୟବାଦ ଦେଇ କେକ କାଟିଥିଲେ । ବନ୍ଧୁଗଣ ଉଭୟଙ୍କ ମଧ୍ୟରେ ଅତ୍ୟାଧିକ ପ୍ରେମ ଥିବାର ନଜର ଆସୁଅଛି ।

ସେ ଯାହା ହେଉ ନା କାହିଁକି ବିବାହ ପରେ ଉଭୟ କୌଣସି ନା କୌଣସି କାରଣ ବଶତ ସବୁବେଳେ ସୋ-ସି-ଆ-ଲ ମି-ଡି-ଆ ରେ ନଜର ଆସୁଛନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଏହି ଯୋଡି କିଭଳି ଲାଗନ୍ତି ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *