ଯାଆଁଳା ଭାଇ-ଭଉଣୀ ପରି ଲାଗନ୍ତି Pawandeep Rajan ଓ ତାଙ୍କ ଭଉଣୀ, ଲାଗନ୍ତି ପୁରା ସ୍ଵର୍ଗ ର ପରୀ

ବନ୍ଧୁଗଣ ଇଦନିଆନ ଆଇଡଲ ୧୨ର ବିଜେତା ପବନଦୀପ ରାଜନଙ୍କୁ ଆପଣ ମାନେ ନିଶ୍ଚୟ ଜାଣିଥିବେ । ଗତ କିଛି ଦିନ ହେବ ପବନଦୀପ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହୁଛନ୍ତି । ପବନଦୀପ ୧୫ ଅଗଷ୍ଟ ଦିନ ଇଣ୍ଡିଆନ ଆଇଆଡଲ ଟ୍ରଫୋ ନିଜ ନାମରେ କରିଥିଲେ । ୨୭ ଜୁଲାଇ ୧୯୯୬ ମସିହାରେ ଉତ୍ତରାଖଣ୍ଡରେ ଜନ୍ମ ନେଇଥିବା ପବନଦୀପ ରାଜନ ବହୁତ ସୁନ୍ଦର ଗୀତ ଗାଇ ଲୋକମାନଙ୍କ ମନକୁ ଜିତି ଛନ୍ତି ।

ସେ ଯେଉଁ ପରି ଭାବରେ ଇଣ୍ଡିଆନ ଆଇଡଲରେ ନାମ କମାଇଛନ୍ତି ସେଥିପାଇଁ ତାଙ୍କୁ ସମସ୍ତ ଲୋକ ବହୁତ ପ୍ରଶଂସା କରୁଛନ୍ତି । ବନ୍ଧୁଗଣ ପବନଙ୍କ ସୁନ୍ଦର ସ୍ଵର ପଛରେ ତାଙ୍କ ପରିବାର ଲୋକଙ୍କ ବିଶେଷ ଭୂମିକା ରହିଛି । ତାଙ୍କ ପରିବାର କିଛି ଲୋକ ସିଙ୍ଗର ଅଟନ୍ତି । ପବନଙ୍କ ଭଉଣୀ ଜ୍ୟୋତିଦୀପ ଏକ ଭଲ ଗାୟିକା ଅଟନ୍ତି । ବନ୍ଧୁଗଣ ଜ୍ୟୋତିଦୀପ ଓ ତାଙ୍କ ଭାଇ ପବନଦୀପ ଜୁଡୁବା ଭାଇ ଭଉଣୀଙ୍କ ପରି ଦେଖାଯାନ୍ତି । ଭାଇ ପବନଦୀପଙ୍କ ପରି ଜ୍ୟୋତିଦୀପ ମଧ୍ୟ ଏକ ଭଲ ସିଙ୍ଗର ଅଟନ୍ତି ।

ଜ୍ୟୋତିଦୀପ ଏକରୁ ଅଧିକ ଭାଷାର ଜ୍ଞାନ ରଖିଛନ୍ତି । ହିନ୍ଦୀ ସହିତ ସେ ଅନ୍ୟ କେତେକ ଭାଷାର ଗୀତ ମଧ୍ୟ ଗାଇ ଦିଅନ୍ତି । ତାଙ୍କୁ ବହୁତ ଲୋକ ସିଙ୍ଗର କହିବା ସହ ରକଷ୍ଟାର ମଧ୍ୟ କୁହନ୍ତି । ଭାଇ ପବନଦୀପଙ୍କ ପରି ଜ୍ୟୋତିଦୀପ ମଧ୍ୟ ସିଙ୍ଗିଙ୍ଗ ରିଆଲିଟି ସୋରେ ଭାଗ ନେଇଛନ୍ତି । ସେ ୨୦୧୯ ମସିହାରେ ‘ଭୋଏସ ଇଣ୍ଡିଆ କିଡ୍ସ’ ପାଇଁ ଅଡିସନ ଦେଇଥିଲେ । ହେଲେ ସେହି ସୋରେ ସେ କିଛି ଖାସ ସଫଳତା ପାଇପାରି ନଥିଲେ ।

ଯେତେବେଳେ ପବନଦୀପ ଇଣ୍ଡିଆନ ଆଇଡଲରେ ଗୀତ ଗାଉଥିଲେ ସେତେବେଳେ ଜ୍ୟୋତିଦୀପ ତାଙ୍କୁ ବହୁତ ଅଧିକ ଷପୋର୍ଟ କରିଥିଲେ । ଭାଇ ପବନଦୀପର ସଫଳତା ପଛରେ ଜ୍ୟୋତିଦୀପଙ୍କର ଖାସ ଭୂମିକା ରହିଛି । ଜ୍ୟୋତିଦୀପ ନିଜ କାରିୟରରେ ଅନେକ ଗୀତ ଗାଇସାରିଛନ୍ତି । ସେ ଗାଇଥିବା କିଛି ପାହାଡୀ ଗୀତ ବହୁତ ଲୋକପ୍ରିୟତା ହାସଲ କରିଛି । ପବନଦୀପ ଇଣ୍ଡିଆନ ଆଇଡଲ ଜିତିବା ପରେ ତାଙ୍କର ଲୋକପ୍ରିୟତା ବହୁତ ଅଧିକ ବଢିଯାଇଛି ।

ସେହିପରି ଜ୍ୟୋତିଦୀପଙ୍କର ମଧ୍ୟ ଲୋକପ୍ରିୟତା ବହୁତ ଅଧିକ ବଢିଯାଇଛି । ଗତ କିଛି ଦିନ ହେବ ସୋ-ସି-ଆ-ଲ ମି-ଡି-ଆ-ରେ ଏହି ଭାଇ ଭଉଣୀ ଦୁଇଜଣ ବହୁତ ଚର୍ଚାରେ ରହୁଛନ୍ତି । ପବନଦୀପ ନିଜ ସୋ-ସି-ଆ-ଲ ମି-ଡି-ଆ ଆ-କା-ଉ-ଣ୍ଟ-ରେ ନିଜ ଭଉଣୀ ଜ୍ୟୋତିଦୀପଙ୍କ ଭି-ଡି-ଓ ସେ-ୟା-ର କରନ୍ତି । ପବନ ଓ ଜ୍ୟୋତିଙ୍କ ମଧ୍ୟରେ ବହୁତ ନିବିଡ ସମ୍ପର୍କ ର୍ଫହିଛି । ଦୁଇଜଣ ଏକା ସହ ବହୁତ ସ୍ଟେଜ ସୋରେ ନିଜର କମାଲ ଦେଖାଇଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଦୁଇ ଭାଇ ଭଉଣୀଙ୍କ ଯୋଡି କିପରି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *