ବନ୍ଧୁଗଣ ବହୁତ ବର୍ଷ ହେବ କିନ୍ନର ଆମ ମାନଙ୍କ ସହ ରହି ଆସୁଛନ୍ତି । କିନ୍ନର ନାମ ଶୁଣିଲେ ଆମ ମାନଙ୍କ ଆଖିରେ ଗୋଟେ ଭିନ୍ନ ପ୍ରକାରର ଚେହେରା ସାମ୍ନାକୁ ଆସିଥାଏ । କିନ୍ନର ମାନଙ୍କର ବିବାହ ହୋଇନଥାଏ ଓ ଏମାନଙ୍କୁ ପ୍ରେମ ମଧ୍ୟ କରି ହୁଏ ନାହିଁ । ଆମ ସମାଜରେ କିନ୍ନର ମାନଙ୍କୁ ନୀଚ ନଜରରେ ଦେଖାଯାଇଥାଏ । ହେଲେ ବିଦେଶରେ କିନ୍ନର ମାନଙ୍କର ସମ୍ମାନ କରାଯାଏ । ଆଜି ଆମେ ଆପଣ ମାନଙ୍କୁ ଦୁନିଆର ସୁନ୍ଦର କିନ୍ନର ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯାହାଙ୍କ ସହ କଥା ହେବା ପାଇଁ ଲୋକମାନେ ବହୁତ ଇଛା କରନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।
ଥଲିଥା ଜାମ୍ବ୍ରିଲା- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଥଲିଥା ଜାମ୍ବ୍ରିଲା । ଥଲିଥା ହେଉଛନ୍ତି ୨୪ ବର୍ଷ ବୟସର କିନ୍ନର । ଥଲିଥା ବ୍ରାଜିଲର ଏକ ମଡେଲ ଅଟନ୍ତି । ସେ ପ୍ରଥମେ ପୁଅ ଥିଲେ ହେଲେ ପରେ ଅପରେସନ କରି ଝିଅ ହୋଇଥିଲେ । ଥଲିଥା ଦେଖି କେହି କହିପାରିବେ ନାହିଁ ଯେ ସେ କିନ୍ନର ଅଛନ୍ତି । ସେ ବହୁତ ସୁନ୍ଦର ଓ ଆକର୍ଷିତ ନଜର ଆସନ୍ତି ।
କାରମେନ – ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି କାରମେନ । କାରମେନ ହେଉଛନ୍ତି ଆମେରିକାର ଏକ ବଡ ମଡେଲ ଓ କଳାକାର । କାରମେନ ଆମେରିକାର ଟିଭି ଇଣ୍ଡଷ୍ଟ୍ରିରେ କାମ କରି ସୁନାମ ଅର୍ଜନ କରିଛନ୍ତି । ତାଙ୍କର ସୁନ୍ଦରତାକୁ ଲୋକମାନେ ବହୁତ ଅଧିକ ପସନ୍ଦ କରନ୍ତି । କାରମେନ ହେଉଛନ୍ତି ଏକ କିନ୍ନର । ଏହା ବିଷୟରେ ସେ ନିଜେ ମିଡିଆକୁ କହିଥିଲେ ।
ବିଶେଷ ବିରେନ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବିଶେଷ ବିରେନ । ବିଶେଷ ଭାରତର ମଣିପୁରରେ ରୁହନ୍ତି । ସୁନ୍ଦରତା ମାମଲାରେ ସେ ଅଭିନେତ୍ରୀ ମାନଙ୍କୁ ବାଦ ଦେଇଦେବେ । ବିଶେଷ ଏକ କିନ୍ନର ଅଟନ୍ତି ଓ ସେ ଅପରେସନ ଦ୍ଵାରା ଝିଅ ହୋଇଛନ୍ତି । ହେଲେ ତାଙ୍କ ସୁନ୍ଦରତା ଦେଖିଲେ କେହି କହିପାରିବେ ନାହିଁ ଯେ ସେ କିନ୍ନର ।
ଏମେଲିଆ ମାଲତେପେ- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ଏମେଲିଆ ମାଲତେପେ । ଏମେଲିଆ ଏକ ମଡେଲ ଅଟନ୍ତି ଓ ସେ ମୂଳ ରୂପରେ ବାଂଲାଦେଶରେ ରୁହନ୍ତି । କିନ୍ତୁ ସେ ବର୍ତ୍ତମାନ ଟୋରାଣ୍ଟୋ ଜାପାନରେ ରହୁଛନ୍ତି । ସେ ନିଜ ଶରୀରର ବିଶେଷ ପରିବର୍ତ୍ତନ ପାଇଁ ହାରମୋସର ସାହାରା ନେଇଥିଲେ । ମଡେଲିଙ୍ଗ ଦୁନିଆରେ ସଫଳତା ପାଇବା ପରେ ଏମେଲିଆ ନିଜେ କହିଥିଲେ ଯେ, ସେ ଏକ କିନ୍ନର ଅଟନ୍ତି ।
ଜେନା ତାଲାକୋଆ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଜେନା ତାଲାକୋଆ । ଜେନା ହେଉଛନ୍ତି ଏକ କାନାଡିଆନ ମଡେଲ ଓ ଟିଭି ହସ୍ତୀ । ବନ୍ଧୁଗଣ ୨୦୧୨ ମସିହାରେ ସେ କାନାଡାରେ ଥିବା କିନ୍ନର ମାନଙ୍କ ପାଇଁ ବହୁତ ଉପକାର କରିଥିଲେ । ଏହାପରେ ସେ ମିସ କାନାଡା ପ୍ରତିଯୋଗୀତାରେ ଭାଗ ନେଇ ଜିତି ଥିଲେ । ଆଜି ସେ ଏକ ପ୍ରସିଦ୍ଧ ମଡେଲ ରୂପେ ପରିଚିତ ।
ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ