ଓଡିଆ ସିରିଏଲ ର ଫେମସ Actress ମାଙ୍କର Real life ମା’ ମାନେ ଦେଖିବାକୁ କିପରି ?

ନ୍ଧୁଗଣ ଆପଣ ମାନେ ସମସ୍ତେ ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ଅନେକ ଧାରାବାହିକ ଗୁଡିକୁ ନିଶ୍ଚୟ ଦେଖିଥିବେ ଓ ଏହି ଧାରାବାହିକ ଗୁଡିକରେ ଅଭିନୟ କରୁଥିବା ଅଭିନେତ୍ରୀ ମାନଙ୍କୁ ମଧ୍ୟ ଆପଣ ମାନେ ନିଶ୍ଚୟ ଦେଖିଥିବେ । ଏହି ଅଭିନେତ୍ରୀ ମାନେ ତରଙ୍ଗ ଟିଭିରେ କମ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ଏହି ଅଭିନେତ୍ରୀ ମାନେ ନିଜ ସୁନ୍ଦରତା ଓ ନିଜ ପର୍ଶନାଲ ଲାଇଫ ପାଇଁ ସବୁବେଳେ ଚର୍ଚାରେ ରୁହନ୍ତି । ହେଲେ ଆପଣ ମାନେ କଣ ଏହି ଅଭିନେତ୍ରୀ ମାନଙ୍କ ରିଅଲ ଲାଇଫ ମା ମାନଙ୍କୁ ଦେଖିଛନ୍ତି ।

ଆଜି ଆମେ ଆପଣ ମାନଙ୍କୁ ତରଙ୍ଗ ଟିଭିରେ ଅଭିନୟ କରୁଥିବା ଅଭିନେତ୍ରୀଙ୍କ ମା ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ । ତାରା- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ତାରା । ଆପଣ ମାନେ ସମସ୍ତେ ତାରାଙ୍କୁ ‘ତାରେଣୀ ଆଖିର ତାରା’ ଧାରାବାହିକରେ ନିଶ୍ଚୟ ଦେଖିଥିବେ । ତାରା ଏହି ସିରିଏଲରେ ମୁଖ୍ୟ ଅଭିନେତ୍ରୀ ଭୂମିକାରେ ନଜର ଆସୁଛନ୍ତି ଓ ତାଙ୍କ ଅଭିନୟକୁ ଲୋକମାନେ ବହୁତ ଅଧିକ ପସନ୍ଦ କରୁଛନ୍ତି । ତେବେ ବନ୍ଧୁଗଣ ଏ ହେଉଛନ୍ତି ତାରାଙ୍କ ପ୍ରକୃତ ମା ।

ଇତି- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଇତି । ଆପଣ ମାନେ ସମସ୍ତେ ଇତିଙ୍କୁ ‘ସିନ୍ଦୁରର ଅଧିକାର’ ସିରିଏଲରେ ନିଶ୍ଚୟ ଦେଖିଥିବେ । ଇତି ନିଜ ସୁନ୍ଦରତା ପାଇଁ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଏ ହେଉଛନ୍ତି ଇତିଙ୍କ ମା ।

ରୁଦ୍ରୀ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ରୁଦ୍ରୀ । ରୁଦ୍ରୀଙ୍କୁ ଆପଣ ମାନେ ‘ମାୟା’ ସିରିଏଲରେ ନିଶ୍ଚୟ ଦେଖିଥିବେ । ରୁଦ୍ରୀ ଏହି ସିରିଏଲରେ ନାଗୁଣୀ ଭୂମିକାରେ ନଜର ଆସୁଛନ୍ତି । ବନ୍ଧୁଗଣ ଏ ହେଉଛନ୍ତି ରୁଦ୍ରୀଙ୍କ ମା ।

ରାଧିକା- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ରାଧିକା । ଆପଣ ମାନେ ସମସ୍ତେ ରାଧିକାଙ୍କୁ ‘ନୂଆବୋହୂ’ ସିରିଏଲରେ ନିଶ୍ଚୟ ଦେଖିଥିବେ । ରାଧିକାଙ୍କ ଅଭିନୟ ଓ ସୁନ୍ଦରତାକୁ ଲୋକମାନେ ବହୁତ ଅଧିକ ପସନ୍ଦ କରନ୍ତି । ବନ୍ଧୁଗଣ ଏ ହେଉଛନ୍ତି ରାଧିକାଙ୍କ ମା ।

ଶ୍ରଦ୍ଧା- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଶ୍ରଦ୍ଧା । ଆପଣ ମାନେ ଶ୍ରଦ୍ଧାଙ୍କୁ ‘କୁଆଁରୀ ବୋହୁ’ ସିରିଏଲରେ ନିଶ୍ଚୟ ଦେଖିଥିବେ । ଏହି ସିରିଏଲରେ ସେ ମୁଖ୍ୟ ଅଭିନେତ୍ରୀର ଭୂମିକାରେ ନଜର ଆସୁଛନ୍ତି । ତାଙ୍କ ସୁନ୍ଦରତାକୁ ଲୋକମାନେ ବହୁତ ଅଧିକ ପସନ୍ଦ କରନ୍ତି । ତେବେ ଏ ହେଉଛନ୍ତି ଶ୍ରଦ୍ଧାଙ୍କ ମା । ତେବେ ଫ୍ରେଣ୍ଡ୍ସ ଆପଣ ମାନଙ୍କୁ କେଉଁ ମା-ଝି ଯୋଡି ଟି ସବୁଠୁ ଅଧିକ ଭଲ ଲାଗିଲା କମେନ୍ଟ କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *