ଲିଲାବତୀ ହସ୍ପିଟାଲରେ ଭର୍ତ୍ତି ହେଲେ Bollywood ଅଭିନେତା Abhishek Bachchan, ଭେଟିବାକୁ ପହଞ୍ଚିଲେ ବାପା ଓ ଭଉଣୀ

ନମସ୍କାର ବନ୍ଧୁଗଣ ବଲିଉଡ ଅଭିନେତା ଅଭିଷେକ ଵଚନ ଙ୍କ ହାତରେ ଆଘାତ ଲାଗିବା ହେତୁ ତାଙ୍କୁ ମୁମ୍ବାଇ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲା । ତେବେ ଅଭିଷେକ ଙ୍କ ହାତରେ ଏହି ଆଘାତ କିପରି ଲାଗିଲା ଆସନ୍ତୁ ଜାଣିନେବା ସେହି ବିଷୟରେ । ଗତ ରାତିରେ ଅମିତାଭ ଵଚନ ଏବଂ ତାଙ୍କ ଝିଅ ଶ୍ୱେତା ଵଚନ ଲୀଳାବତୀ ହସ୍ପିଟାଲକୁ ଆସିଥିଲେ । ଏହା ପରେ ଏହି ଫଟୋ ଭା-ଇ-ରା-ଲ ହୋଇ ଥିଲା ଏବଂ ସବୁ ଡ-ରି ଯାଇଥିଲେ ।

ଭାବିଲେ କି ବିଗ ବି ଅର୍ଥାତ ଅମିତାଭ ଙ୍କ ଦେହ କିଛି ଖରାପ ହୋଇଛି ବୋଲି କିନ୍ତୁ ପରେ ଜଣାପଡି ଥିଲା କି ଅଭିଷେକ ଵଚନ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି । ଏହି ସମୟରେ ଅମିତାଭ ବହୁତ ଦୁଃଖିତ ଥିବାର ଏବଂ ତଳକୁ ମୁହଁ କରି ବସି ଥିବାର ନଜର ଆସୁଛନ୍ତି । ଅଭିଷେକ ଚେନ୍ନାଇ ରେ ନିଜର ସିନେମା ର ସୁ-ଟିଂ କରୁଥିବା ସମୟରେ ଅ-ଘ-ଟ-ଣ ର ଶି-କା-ର ହୋଇଥିଲେ ଏବଂ ତାଙ୍କ ହାତ ରେ ଆ-ଘା-ତ ଲାଗି ଫ୍ୟାକ୍ଚର ଆସି ଯାଇଥିଲା ।

ସୂଚନା ଅନୁଯାୟୀ ତାଙ୍କ ର ଡାହାଣ ହାତର ଆଙ୍ଗୁଠି ରେ ଫ୍ୟା-କ୍ଚ-ର ହୋଇ ଯାଇଛି ଏବଂ ଡାକ୍ତର ତାଙ୍କୁ ଆରାମ କରିବା ପାଇଁ ନିର୍ଦେଶ ଦେଇଛନ୍ତି । ତେବେ ଵଚନ ପରିବାର ରୁ ଏହି ସମ୍ପର୍କରେ କିଛି ସୂଚନା ଦିଆ ଯାଇ ନାହିଁ । ଅଭିଷେକ ଵଚନ ତାମିଲ ସିନେମା ଅର୍ଥା ସେରେପ୍ପୁ ଆକାର ୭ ର ହିନ୍ଦୀ ରିମେକ ସୁ-ଟିଂ କରୁଥିଲେ । ସେହି ସମୟରେ ତାଙ୍କ ସହ ଏହି ଅ-ଘ-ଟ-ଣ ଘଟି ଥିଲା ଏବଂ ତାଙ୍କ ହାତରେ ଆ-ଘା-ତ ହୋଇଥିଲା ।

ତେବେ ଏହି ସିନେମା ରେ ପ୍ରଡ୍ୟୁସର ହେଉଛନ୍ତି ଅଭିଷେକ ଵଚନ ଏବଂ ଏହା ଏକ ଆକ୍ସନ ଥ୍ରୀଲର ସିନେମା ଏଥିରେ ଅନେକ କଳାକାର କେବଳ ନିଜର ଭଏସ ଦେଇଛନ୍ତି । ତେବେ ଏହା ପୂର୍ବରୁ ମଧ୍ୟ ଧୂମ ୩ ର ସୁ-ଟିଂ ସମୟରେ ଅଭିଷେକ ଵଚନ ଅ-ଘ-ଟ-ଣ ର ଶି-କା-ର ହୋଇଥିଲେ ଏବଂ ବାମ ହାତର ଗୋଟିଏ ଆଙ୍ଗୁଠି ଫ୍ୟାକ୍ଚର ହୋଇ ଯାଇଥିଲା ।

ତେବେ ବର୍ତ୍ତମାନ ର କିଛି ଫଟୋ ରେ ଅଭିଷେକ ଵଚନ ଙ୍କ ହାତରେ ବ୍ୟାଣ୍ଡେଜ ବନ୍ଧା ହୋଇ ଯାଇ ଥିବାର ଦେଖା ଯାଇଛି । ତେବେ ଏହା ପୂର୍ବରୁ କିଛି ଫୋଟୋ ସାମ୍ନା କୁ ଆସିଥିଲା ଯେଉଁ ଥିରେ ମୁମ୍ବାଇ ବିମାନ ବନ୍ଦର ରେ ଐଶ୍ଵୟା ରାୟ ଵଚନ ଏବଂ ତାଙ୍କ ଝିଅ ଆରାଧ୍ୟା ଵଚନ ଙ୍କୁ ଛାଡିବା ପାଇଁ ଅଭିଷେକ ଆସିଥିଲେ । ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *