ହେ ଭଗବାନ ! ଫିଲ୍ମ ଇଣ୍ଡଷ୍ଟ୍ରି ରୁ ଆସିଲା ବହୁତ ବଡ ଦୁଃଖ ଖବର, ନିଜ ଘରୁ ମିଳିଲା ଏହି ଲୋକପ୍ରିୟ Actress ଙ୍କର ଝୁଲନ୍ତା ଶବ

ବନ୍ଧୁଗଣ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ-ରେ ଏକ ବଡ ଖବର ସାମ୍ନାକୁ ଆସିଛି । ବହୁତ ଚର୍ଚିତ ତାମିଲ ଅଭିନେତ୍ରୀ ଏଲେକ୍ଜେଣ୍ଡ୍ରା ଜାଭି ଆଉ ଏହି ଦୁନିଆରେ ନାହାନ୍ତି । ଆପଣ ମାନେ ସମସ୍ତେ ତାଙ୍କୁ ତାମିଲ ଫିଲ୍ମ ‘କଞ୍ଚନା 3’ ରେ ମୁଖ୍ୟ ଅଭିନେତ୍ରୀ ରୂପେ ନିଶ୍ଚୟ ଦେଖିଥିବେ । ଏଲେକ୍ଜେଣ୍ଡ୍ରା ହେଉଛନ୍ତି ଏକ ଲୋକପ୍ରିୟ ଅଭିନେତ୍ରୀ ସେ କାଞ୍ଚନା ଫିଲ୍ମରେ ବହୁତ ସୁନ୍ଦର ଅଭିନୟ ପଦର୍ଶନ କରିଥିଲେ ଓ ଲୋକ ମାନଙ୍କୁ ତାଙ୍କ ଅଭିନୟ ବହୁତ ଅଧିକ ପସନ୍ଦ ଆସିଥିଲା ।

ଏଲେକ୍ଜେଣ୍ଡ୍ରା ନିଜ ଲୁକ୍ ଓ ନିଜ ପର୍ଶନାଲ ଲାଇଫ ପାଇଁ ସବୁବେଳେ ଚର୍ଚାରେ ରହୁଥିଲେ ହେଲେ ବର୍ତ୍ତମାନ ସେ ଆମ ମାନଙ୍କ ମଧ୍ୟରେ ନାହାନ୍ତି । ତା ହେଲେ ବନ୍ଧୁଗଣ ସେ କେମିତି ପ୍ରାଣ ତ୍ୟାଗ କରିଥିଲେ ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ । ମି-ଡି-ଆ ରିପୋର୍ଟସ ଅନୁସାରେ ଗୋଆରେ ଥିବା ତାଙ୍କ ଭଡା ଘରେ ତାଙ୍କର ଝୁ-ଲ-ନ୍ତା ମୃ-ତ ଦେ-ହ ମିଳିଛି । ଏଲେକ୍ଜେଣ୍ଡ୍ରା ଆ-ତ୍ମ-ହ-ତ୍ୟା କରିଥିବା ନେଇ ଜଣା ପଡିଛି ।

ତାମିଲ ଅଭିନେତା ରାଘବ ଲରେନ୍ସଙ୍କ ଫିଲ୍ମ ‘କାଞ୍ଚନା 3’ରେ ୪ ଜଣ ଅଭିନେତ୍ରୀ ଥିଲେ ସେଥି ମଧ୍ୟରୁ ଏଲେକ୍ଜେଣ୍ଡ୍ରା ଥିଲେ ଅନ୍ୟତମ । ଏଲେକ୍ଜେଣ୍ଡ୍ରା ହେଉଛନ୍ତି ଜଣେ ରୁଷିଆନ ଅଭିନେତ୍ରୀ ତଥା ମଡେଲ । ସେ ଅଭିନୟରେ ନିଜ କାରିୟର କରିବା ପାଇଁ ଭାରତ ଆସିଥିଲେ । ଗୋଆରେ ଏକ ଭଡା ଘର ନେଇ ନିଜ ବୟଫ୍ରେଣ୍ଡଙ୍କ ସହ ଲିଭ ଇନରେ ରହୁଥିଲେ ଏଲେକ୍ଜେଣ୍ଡ୍ର । ଗତ ଶୁକ୍ରବାର ଦିନ ବୟଫ୍ରେଣ୍ଡଙ୍କ ଅନୁପସ୍ଥିତିରେ ତାଙ୍କ ଗୋଆ ସ୍ଥିତ ଭଡା ଘରେ ତାଙ୍କର ମୃ-ତ ଦେ-ହ ଝୁ-ଲ-ନ୍ତା ଅବସ୍ଥାରେ ଉଧାର ହୋଇଛି ।

ଏଲେକ୍ଜେଣ୍ଡ୍ରାଙ୍କୁ ମାତ୍ର ୨୪ ବର୍ଷ ବୟସ ଥିବା ବେଳେ ସେ ଦୀର୍ଘ ସମୟ ଧରି ମା-ନ-ସି-କ ଚିନ୍ତାରେ ରହୁଥିଲେ ବୋଲି କୁହାଯାଇଛି । ୨୦୧୯ ମସିହାରେ ଜଣେ ଫଟୋ ଗ୍ରାଫର ତାଙ୍କୁ ବ୍ଲା-କ-ମେ-ଲ କରୁଥିବା ନେଇ ଏଲେକ୍ଜେଣ୍ଡ୍ରା ଥାନାରେ ଅ-ଭି-ଯୋ-ଗ କରିଥିଲେ । ଫଟୋ ଗ୍ରାଫର ଜଣକ ଏଲେକ୍ଜେଣ୍ଡ୍ରାଙ୍କ ସହ ଯୌ-ନ ସ-ମ୍ପ-ର୍କ ରଖିବା ପାଇଁ ଧ-ମ-କ ଦେଉଥିଲା । ତେବେ ଏଲେକ୍ଜେଣ୍ଡ୍ରାଙ୍କ ମୃ-ତ୍ୟୁ କେଉଁ ପରିସ୍ଥିତିରେ ଘଟିଛି ସେନେଇ ଗୋଆ ପୋଲିସ ନିଜ ତଦନ୍ତ କରୁଛି ।

ଏହା ହେଉଛି ବନ୍ଧୁଗଣ ଏକ ଦୁଃଖର କଥା । ତାଙ୍କ ମୃ-ତ୍ୟୁ ଖବର ଜାଣିବା ପରେ ତାଙ୍କ ଫ୍ୟାନ୍ସ ମାନେ ବହୁତ ଦୁଃଖ ପ୍ରକାଶ କରିଥିଲେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତ୍ରୀ ଏଲେକ୍ଜେଣ୍ଡ୍ରା ଜାଭି କିପରି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ ଓ ଆଗକୁ ଦେଶ ବିଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *