ଦେଖନ୍ତୁ ନାତି ଟୋକା ସହ କିପରି ଖେଳୁଛନ୍ତି Aparajita Mohanty, ଦେଖନ୍ତୁ Video

ବନ୍ଧୁଗଣ, ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ବାବୁଷାନ ଙ୍କ ଏକ ପୁତ୍ର ସନ୍ତାନ କିଛି ଦିନ ପୂର୍ବେ ଜନ୍ମଗ୍ରହଣ କରିଥିଲେ । ଆଜି ଆମ୍ଭେ ଆପଣ ମାନଙ୍କୁ କହିବାକୁ ଯାଉଅଛୁ ଯେ, ନିଜ ପୁଅ ବାବୁଷାନ ଙ୍କ ଏକମାତ୍ର ପୁତ୍ର ସନ୍ତାନ ଅର୍ଥାତ ଅପରାଜିତା ମହାନ୍ତି ନିଜ ନାତି ସହିତ କିଭଳି ଭାବରେ ଖେଳୁଛନ୍ତି ତାହାର ଏକ ବିବରଣୀ ଆମ୍ଭେ ଆପଣଙ୍କ ଗହଣରେ ଉପସ୍ଥିତ କରିବାକୁ ଯାଉଅଛୁ । ଓଲିଉଡ ର ଜବରଦସ୍ତ ହିରୋ ବାବୁଷାନ ଙ୍କୁ ତ ଆପଣ ମାନେ ସମସ୍ତେ ଜାଣିଛନ୍ତି ।

ଅତ୍ୟାଧିକ ଚ୍ଚଳଚିତ୍ରରେ ଅଭିନୟ କରି ଲକ୍ଷାଧିକ ଦର୍ଶକ ଙ୍କ ହୃଦୟକୁ ଜିତି ପାରିଛନ୍ତି ଓଲିଉଡ ଅଭିନେତା ବାବୁଷାନ । ବାବୁଷାନ ଙ୍କ ମା’ ଅପରାଜିତା ଏବଂ ବାପା ଉତ୍ତମ ମହାନ୍ତି ଙ୍କୁ ଆପଣ ମାନେ ୯୦ ଦଶକ ରେ ବହୁତ ଚଳଚ୍ଚିତ୍ର ମାନଙ୍କରେ ଏକାଠି ଅଭିନୟ କରିଥିବାର ଦେଖିଥିଲେ । ୯୦ ଦଶକ ର ପ୍ରସିଦ୍ଧ ଅଭିନେତା ଭାବରେ ଉଭୟ ପରିଚିତ । ଓଡିଆ ଇଣ୍ଡଷ୍ଟ୍ରୀ ରେ ଅଭିନୟ କରି ଉଭୟ ଅନେକ ଜାଗାରେ ପ୍ରଶଂସା ର ମୁଖପାତ୍ର ପାଲଟି ଯାଇଥିଲେ ।

ଅପରାଜିତା ଏବଂ ଉତ୍ତମ ମହାନ୍ତି ଏକା ସହିତ ଅଭିନୟ କରୁ କରୁ ପରସ୍ପରକୁ ବହୁତ ପସନ୍ଦ କରିବାକୁ ଲାଗିଲେ । ଏହାପରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବର୍ତ୍ତମାନ ତାଙ୍କ ପୁତ୍ର ଓଲିଉଡ ଇଣ୍ଡଷ୍ଟ୍ରୀ ରେ ନିଜର ଜାଦୁ ଦେଖାଇଛନ୍ତି । ଦର୍ଶକେ ବାବୁଷାନ ଙ୍କ ଅଭିନୟ କୁ ବହୁଳ ଭାବରେ ପ୍ରଶଂସା କରିଛନ୍ତି । ବାବୁଷାନ ଙ୍କୁ ବେଷ୍ଟ ଅଭିନେତା ର ପୁରଷ୍କାର ମଧ୍ୟ ମିଳି ସାରିଛି ।

ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ବାବୁଷାନ ୨୦୧୫ ମସିହାରେ ତାଙ୍କ ପିଲା ଦିନର ବାନ୍ଧବୀ ତୃପ୍ତି ଙ୍କୁ ପ୍ରେମ ବିବାହ କରିଥିଲେ । ବିବାହ ର ୬ ବର୍ଷ ପରେ ବର୍ତ୍ତମାନ ତାଙ୍କର ଏକ ପୁତ୍ର ସନ୍ତାନ ଜାତ ହୋଇଅଛି । ବର୍ତ୍ତମାନ ସମୟରେ ବାବୁଷାନ ଏବଂ ତୃପ୍ତି ଙ୍କ ପୁତ୍ର କୁ ୫ ମାସ ହୋଇଯାଇଅଛି । ବର୍ତ୍ତମାନ ନିଜ ନାତି ସହିତ ଅପରାଜିତା ମହାନ୍ତି ଖେଳୁଥିବାର ନଜର ଆସିଛନ୍ତି ।

କୁନି ନାତି କୁ ଅପରାଜିତ ମହାନ୍ତି ଖୁଆଇବା ସହିତ ତାଙ୍କ ସହିତ ଖେଳୁଥିବାର ଫଟୋଚିତ୍ର ନିଜ ସୋ-ସି-ଆ-ଲ ମି-ଡି-ଆ ଆକାଉଣ୍ଟ ରେ ପୋଷ୍ଟ କରିଛନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ବାବୁଷାନ ଏବଂ ତୃପ୍ତି ଙ୍କ ଯୋଡି ଏବଂ ତାଙ୍କ ପୁଅ କିଭଳି ଲାଗନ୍ତି ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *