ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି କଳାକାର ମାନଙ୍କ ଜୀବନ ବହୁତ ରହସ୍ୟମୟ ରହିଥାଏ । ବଲିଉଡ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନେ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରିଛନ୍ତି । ଏହି କଳାକାର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଚର୍ଚାରେ ରୁହନ୍ତି ।
ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ବଲିଉଡର ଏକ ଏପରି କାକକାର ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ବଲିଉଡ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ବନ୍ଧୁଗଣ ଏହି କଳାକାର ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି କାଦର ଖାନ । ଆପଣ ମାନେ ସମସ୍ତେ କାଦର ଖାନଙ୍କ ଅନେକ ସୁପର ହିଟ ଫିଲ୍ମ ଦେଖିଥିବେ । ସେ ବଲିଉଡ ଇଣ୍ଡଷ୍ଟ୍ରିରେ କାମ କରି ସୁନାମ ଅର୍ଜନ କରିଛନ୍ତି ।
ଆଜି ସେ ଆମ ମାନଙ୍କ ମଧ୍ୟରେ ନଥିଲେ ମଧ୍ୟ କେହି ତାଙ୍କୁ ଭୁଲି ନାହାନ୍ତି । ବନ୍ଧୁଗଣ ବହୁତ ସମୟ ଧରି ରୋଗାକ୍ରାନ୍ତ ଥିବା ବେଳେ ୨୦୧୮ ମସିହା ସେପ୍ଟେମ୍ବର ୩୧ ତାରିଖରେ କାଦର ପ୍ରାଣତ୍ୟାଗ କରିଥିଲେ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କାଦର ଖାନଙ୍କ ଜୀବନୀ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।
ବନ୍ଧୁଗଣ କାଦର ଖାନ ପିଲା ଦିନରୁ ବହୁତ ଦୁଃଖ କଷ୍ଟ ସହିଛନ୍ତି । ତାଙ୍କ ମା ବାପା ଆଫଗାନିସ୍ତାନର କାବୁଲରେ ରହୁଥିଲେ । ହେଲେ ଯେତେବେଳେ କାଦର ଜନ୍ମ ହେଲେ ସେତେବେଳେ ତାଙ୍କ ମା ବାପା ଭାରତ ଆସିଯାଇଥିଲେ । କାଦର ଖାନଙ୍କ ପରିବାର ମୁମ୍ବାଇର କମାଠିପୁର ବସ୍ତିରେ ଆସି ଭଡାରେ ରହିଥିଲେ । କାଦର ଖାନ ଏକ ଇଣ୍ଟର୍ବ୍ୟୁରେ କହିଥିଲେ-‘ତାଙ୍କର ଯେତେ ଭାଇ ଭଉଣୀ ଥିଲେ ସେମାନେ କାବୁଲରେ ଜୀବନ ହରାଉଥିଲେ ।
ସେତେବେଳେ ତାଙ୍କ ମା ବାପା ଭାବିଲେ କାବୁଲର ପାଣି ପବନ ପିଲା ମାନଙ୍କ ପାଇଁ ଠିକ ନାହିଁ । ସେଥିପାଇଁ ସେ କାଦରଙ୍କୁ ନେଇ ଭାରତ ଆସିଯାଇଥିଲେ । ତାଙ୍କ ମା ବାପା ପାଦରେ ଚାଲି ଚାଲି ମୁମ୍ବାଇ ଆସିଥିଲେ’ । କାଦର ମୁମ୍ବାଇର ଯେଉଁ ସ୍ଥାନରେ ରହୁଥିଲେ ସେଠାରେ ଦେହ ବେପାର ହେଉଥିଲା । କାଦରଙ୍କ ପରିବାର ବହୁତ ଗରିବ ଥିଲା ତେଣୁ ତାଙ୍କୁ ବେଳେବେଳେ ଭୋକରେ ଶୋଇବାକୁ ପଡୁଥିଲା । ଦରିଦ୍ରତାରେ ବଞ୍ଚି ଥିବା କାଦର ଖାନ ବଲିଉଡରେ ପାଖା ପାଖି ୩୦୦ ଫିଲ୍ମରେ କାମ କରିଛନ୍ତି । ସେ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ଏତେ ବଡ ସଫଳତା ହାସଲ କରିଥିଲେ ।
କାଦର ଖାନ ଏହି ଦୁନିଆକୁ ଛାଡି ଯିବା ପୂର୍ବରୁ ତାଙ୍କ ପରିବାର ପାଇଁ ୬୯.୮ କୋଟି ଟଙ୍କାର ସମ୍ପତ୍ତି ଛାଡି ଯାଇଥିଲେ । ସେ ବଲିଉଡର ସମସ୍ତ ଦିଗଜ ଅଭିନେତା ମାନଙ୍କ ସହ କାମ କରି ସଫଳତା ହାସଲ କରିଛନ୍ତି ଓ ଆଜି ମଧ୍ୟ ଲୋକ ମାନେ ତାଙ୍କୁ ଭୁଲି ପାରି ନାହାନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ବଲିଉଡ ଅଭିନେତା କାଦର ଖାନ କିପରି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ