51 ବର୍ଷର ହେଲେ Manisha Koirala, ମଦ ଓ ଡ୍ରଗ୍ସ ପାଇଁ ବର୍ବାଦ କରି ଦେଇଥିଲେ ନିଜ କ୍ଯାରିୟର, ପୁଣି ଏମିତି ସମ୍ଭାଳିଥିଲେ ନିଜକୁ

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ଫେମସ ଅଭିନେତ୍ରୀ ମନୀଷା କୋଏରାଲାଙ୍କୁ ବେସ ଭଲ ଭାବରେ ଜାଣିଥିବେ । ୯୦ ଦଶକରେ ମନୀଷା ଅନେକ ସୁପର ହିଟ ଫିଲ୍ମ କରି ସଫଳତା ହାସଲ କରିଥିଲେ । ହେଲେ ମ-ଦ ଆଉ ଡ୍ର-ଗ୍ସ ନି-ଶା-ରେ ମନୀଷା ନିଜ ହାତରେ ନିଜ କାରିୟରକୁ ବରବାଦ କରିଦେଇଥିଲେ । ତାଙ୍କ ସୁନ୍ଦରତା ଓ ତାଙ୍କ ଅଭିନୟକୁ ଲୋକମାନେ ବେସ ଅଧିକ ପସନ୍ଦ କରନ୍ତି । ବନ୍ଧୁଗଣ ୧୬ ଅଗଷ୍ଟ ୧୯୭୦ରେ ନେପାଳର କାଠମାଣ୍ଡୁରେ ଜନ୍ମ ଗ୍ରହଣ କରିଥିବା ମାନିଶା ବର୍ତ୍ତମାନ ୫୧ ବର୍ଷର ହୋଇସାରିଛନ୍ତି ।

ଗତ ସୋମବାର ଦିନ ମନୀଷା ନିଜର ୫୧ ତମ ଜନ୍ମ ଦିବସ ପାଳନ କରିଥିଲେ । ସୋ-ସି-ଆ-ଲ ମି-ଡି-ଆରେ ସେ ନିଜ ଜନ୍ମ ଦିନ ପାଇଁ ବହୁତ ଚର୍ଚାରେ ରହୁଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ମନୀଷା କରେଆଲାଙ୍କ ଜୀବନୀ ଓ ତାଙ୍କ ପରିବାର ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ମନୀଷା କରେଆଲା ନେପାଳର ଏକ ରୟାଲ ଫାମିଲିରୁ ଆସିଛନ୍ତି । ହେଲେ ସେ ନିଜ ଜେଜେ ମାଙ୍କ ସହ ପିଲା ଦିନରେ ବାରଣାସୀରେ ରହୁଥିଲେ ।

ମନୀଷା ପିଲା ଦିନରୁ ହିଁ ବହୁତ ସୁନ୍ଦର ଦେଖାଯାଉଥିଲା ତେଣୁ ୧୦ମ ପରୀକ୍ଷା ପାସ କରିବା ପରେ ତାଙ୍କୁ ବହୁତ କମ ବର୍ଷ ବୟସରେ ଏକ ନେପାଳୀ ଫିଲ୍ମରେ କାମ କରିବା ପାଇଁ ମଉକା ମିଳିଥିଲା । ହେଲେ ମନୀଷା ଡାକ୍ତର ହେବାକୁ ଚାହୁଁ ଥିଲେ ତେଣୁ ସେ ଦିଲ୍ଲୀ ଆସି ପାଠ ପଢି ଥିଲେ । ଦିଲ୍ଲୀ ଆସିବା ପରେ ତାଙ୍କୁ ମଡେଲିଙ୍ଗ କରିବାର ଅଫର ମିଳିଲା । ସେତେବେଳେ ସେ ମଡେଲିଙ୍ଗରେ ନିଜ କାରିୟର ବନେଇ ପାରିବେ ବୋଲି ଭାବିଥିଲେ । ଏହି ଚିନ୍ତାଧାରାକୁ ନେଇ ସେ ମୁମ୍ବାଇ ଆସିଥିଲେ ଓ ମଡେଲିଙ୍ଗ କରିଥିଲେ ।

କିଛି ଦିନ ମଡେଲିଙ୍ଗ କରିବା ପରେ ତାଙ୍କୁ ବଲିଉଡ ଫିଲ୍ମ ‘ସଉଦାଗର’ରେ କାମ କରିବା ପାଇଁ ମଉକା ମିଳିଥିଲା । ଏହି ଫିଲ୍ମରେ ରାଜକୁମାର ଓ ଦିଲୀପ କୁମାର ପରି କେତେକ ଦିଗଜ କଳାକାର କାମ କରିଥିଲେ । ଏହି ଫିଲ୍ମରେ ତାଙ୍କ ସୁନ୍ଦର ଅଭିନୟକୁ ସମସ୍ତ ଲୋକ ବେସ ଅଧିକ ପସନ୍ଦ କରିଥିଲେ । ଏହି ଫିଲ୍ମ ପରେ ସେ ଫାଷ୍ଟ ଲବ ଲେଟର, ୟଲଗାର, ଅନମୋଲ ଓ ମିଳନ ଆଦି ଅନେକ ସୁପର ହିଟ ଫିଲ୍ମରେ କାମ କରିଥିଲେ ।

କିଛି ସମୟ ଫିଲ୍ମରେ କାମ କରିବା ପରେ ସେ ଡ୍ର-ଗ୍ସ ଓ ମ-ଦ ନି-ଶା-ରେ ହଜିଗଲେ । ମ-ଦ ଓ ଡ୍ର-ଗ୍ସ ନି-ଶା ପାଇଁ ସେ ବରବାଦ ହୋଇଗଲେ ଓ ଦେଖୁ ଦେଖୁ ସେ କ୍ୟାନ୍ସରରେ ପୀଡିତ ହୋଇଗଲେ । ସେ ଗତ ୪ ବର୍ଷ ହେବ କ୍ୟାନ୍ସର ରୋଗରେ ପୀଡିତ ଥିଲେ ଓ ନିଜ ଚିକିତ୍ସା କରୁଥିଲେ । ଶେଷରେ ସେ କ୍ୟାନ୍ସରରୁ ମୁକ୍ତ ହୋଇସାରିଛନ୍ତି ଓ ବର୍ତ୍ତମାନ ବହୁତ ଖୁସିରେ ଜୀବନ ଅତିବାହିତ କରୁଛନ୍ତି ।

Leave a Reply

Your email address will not be published. Required fields are marked *