Tarang TV ର ସମସ୍ତ ହିରୋଇନ ମାନଙ୍କ Real Life ଜୀବନସାଥି

ନମସ୍କାର ବନ୍ଧୁଗଣ ଆଜି କାଲି ଲୋକମାନେ ସିନେମା ପାଇଁ ବହୁତ ପାଗଳ ସେମାନେ ନିଜ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କ ସିନେମା ଦେଖିବା ପାଇଁ ବହୁତ ଅପେକ୍ଷା ମଧ୍ୟ କରିଥାନ୍ତି । ବଲିଉଡ,ହଲିଉଡ଼, ଟଲିଉଡ଼ ଏବଂ ଓଲିଉଡ ସବୁ ଭାଷା ଭାଷୀ ର ସିନେମା ପାଇଁ ସମାନ ପ୍ରତିଶତ ର କ୍ରେଜ ଦେଖିବାକୁ ମିଳିଥାଏ । ତେବେ ଓଲିଉଡ ଜଗତରେ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ଙ୍କ ସିନେମା ଦେଖି ବାକୁ ଲୋକମାନେ କେବେବି ଭୁଲନ୍ତି ନାହିଁ ।

ସେହି ପରି ନିଜ ମନ ପସନ୍ଦ ର ଧାରାବାହିକ ଗୁଡ଼ିକ ଏବଂ ଅଭିନେତା ଏବଂ ଅଭିନେତ୍ରୀ ମାନଂକୁ ମଧ୍ୟ ଦେଖିବାକୁ ଭୁଲନ୍ତି ନାହିଁ । ତାଛଡା ସେମାନଙ୍କ ର ବାସ୍ତବ ଜୀଵନ ବିଷୟରେ ମଧ୍ୟ ତାଙ୍କୁ ସବୁ ଜାଣିବା ପାଇଁ ସେମାନେ ଇଛୁକ ରହିଥାନ୍ତି । ତେବେ ଆପଣ ମାନେ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ସମସ୍ତ ଧାରାବାହିକ ଦେଖୁଥିବେ ଏବଂ ସେହି ଧାରାବାହିକ ରେ ଅଭିନୟ କରୁଥିବା ଅଭିନେତ୍ରୀ ମାନଙ୍କ ର ପ୍ରକୃତ ଜୀଵନ ସାଥି କିମ୍ବା ପ୍ରେମିକ କିଏ ତେବେ ଆସନ୍ତୁ ସେହି ଅଭିନେତ୍ରୀ ମାନଙ୍କ ବିଷୟରେ ଏବଂ ତାଙ୍କ ଜୀଵନ ସାଥୀ କିଏ ଆସନ୍ତୁ ସେ ବିଷୟରେ ଜାଣିନେବା ।

୧- ପ୍ରଥମ ରେ ହେଉଛନ୍ତି ଇତି । ସେ ସିନ୍ଦୁରର ଅଧିକାର ଧାରାବାହିକ ରେ ନଜର ଆସିଛନ୍ତି । ତେବେ ସେ ନିଜର ଅଭିନୟ ରେ ସମସ୍ତ ଙ୍କ ହୃଦୟ ରେ ଘର କରି ପାରିଛନ୍ତି ତେବେ ତାଙ୍କ ବାସ୍ତବ ଜୀଵନ ର ବୟଫ୍ରେଣ୍ଡ କିଏ ତାହା ବିଷୟରେ କିଛି ସୂଚନା ମିଳିନାହିଁ ।

୨- ଦ୍ଵିତୀୟ ରେ ହେଉଛନ୍ତି ରୁଦ୍ରୀ । ଆପଣ ରୁଦ୍ରୀ ଙ୍କୁ ମାୟା ଧାରାବାହିକ ରେ ମୁଖ୍ୟ ଚରିତ୍ର ରେ ଦେଖିଥିବେ । ତେବେ ତାଙ୍କ ଅଭିନୟ କୁ ମଧ୍ୟ ଲୋକମାନେ ଖୁବ ପସନ୍ଦ କରନ୍ତି । ତେବେ ତାଙ୍କ ରିୟଲ ଲାଇଫ ବୟ ଫ୍ରେଣ୍ଡ କିଏ ତାହା ହସ୍ତଗତ ହୋଇ ନାହିଁ କିନ୍ତୁ ତାଙ୍କ ରିଲ ଲାଇଫ ଜୀଵନ ସାଥି କିଏ ଆପଣ ମାନେ ଜାଣିଥିବେ।

୩- ତୃତୀୟ ରେ ହେଉଛନ୍ତି ସୁମନ । ସୁମନ ରଜ କୁଇନ ରେ ମଧ୍ୟ ନଜର ଆସିଥିଲେ ତେବେ ସେ ବର୍ତ୍ତମାନ ତାରିଣୀ ଆଖିର ତାରା ଧାରାବାହିକ ରେ ମୁଖ୍ୟ ଭୂମିକା ରେ ଦେଖୁଥିବେ । ତେବେ ତାଙ୍କ ଅଭିନୟ ବହୁତ ସୁନ୍ଦର ଏବଂ ସବୁ ଚରିତ୍ର କୁ ଭଲ ଭାବରେ କରି ମଧ୍ୟ ପାରନ୍ତି । ତେବେ ତାଙ୍କ ରିୟଲ ଲାଇଫ ବୟଫ୍ରେଣ୍ଡ ହେଉଛନ୍ତି ସ୍ୱପ୍ନିଲ ମିଶ୍ର ଯିଏ କି ତାଙ୍କ ରିଲ ଲାଇଫ ର ମଧ୍ୟ ସାଥୀ ।

୪- ଚତୁର୍ଥ ରେ ହେଉଛନ୍ତି ଶ୍ରଦ୍ଧା । ଯାହାଙ୍କୁ ଆପଣ କୁଆଁରୀ ବୋହୁ ଧାରାବାହିକ ରେ ଅଭିନୟ କରିଥିବାର ଦେଖିଥିବେ । ତେବେ ଏହି ଫୋଟୋ ରେ ଦେଖିବାକୁ ମିଳୁଥିବା ପୁଅ ହେଉଛନ୍ତି ଶ୍ରଦ୍ଧା ଙ୍କ ରିୟଲ ଲାଇଫ ବୟଫ୍ରେଣ୍ଡ ।

୫- ପଞ୍ଚମ ରେ ହେଉଛନ୍ତି ପୂଜା । ପୂଜାଙ୍କୁ ଝିଅ ଆମର ନୂଆ ବୋହୁ ଧାରାବାହିକ ରେ ଅଭିନୟ କରୁଥିବାର ଦେଖିବାକୁ ପାଉଥିବେ ତେବେ ପୁଜାଙ୍କ ରିଲ ଲାଇଫ ବୟଫ୍ରେଣ୍ଡ ହେଉଛନ୍ତି ଶିବା ତେବେ ରିୟଲ ଲାଇଫ ଜୀଵନ ସାଥୀ କିଏ ତାଗା ଜଣା ପଡି ନାହିଁ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *