ବନ୍ଧୁଗଣ ଗତ କାଲି ଥିଲା ୧୫ ଅଗଷ୍ଟ ତଥା ସ୍ଵାଧୀନତା ଦିବସ । ସ୍ଵାଧୀନତା ଦିବସ ଆମ ସମସ୍ତ ଭାରତୀୟ ମାନଙ୍କ ପାଇଁ ଏକ ଗୌରବର ଦିନ । ଏହି ଦିନରେ ଆମ ଭାରତ ଇଂରେଜ ମାନଙ୍କ କବଳରୁ ସ୍ଵାଧୀନତା ପାଇଥିଲା ଓ ଗତ କାଲି ଆମେ ସମସ୍ତେ ୭୫ତମ ସ୍ଵାଧୀନତା ଦିବସ ପାଳନ କରିଥିଲୁ । ହେଲେ ବନ୍ଧୁଗଣ କରୋନା କଟକଣା ପାଇଁ ଅଧିକାଂଶ ସ୍ଥାନରେ ପତାକା ଉତଳନ କରାଯାଇନଥିଲା । ଏହି ସ୍ଵାଧୀନତା ଦିବସ ମଉକାରେ ଆମ ଓଡିଆ ସେଲିବ୍ରେଟି ମାନେ ମଧ୍ୟ ସ୍ଵାଧୀନତା ଦିବସକୁ ବହୁତ ଆନନ୍ଦର ସହ ପାଳନ କରିଥିଲେ ।
ସେମାନେ ନିଜ ସୋ-ସି-ଆ-ଲ ମି-ଡି-ଆ ଆକାଉଣ୍ଟରେ ଗତ କାଲି କିଛି ଭି-ଡି-ଓ ଓ ଫଟୋ ସେ-ୟା-ର କରିଥିଲେ । ତା ହେଲେ ବନ୍ଧୁଗଣ ଆମ ଓଡିଆ ସେଲିବ୍ରେଟି ମାନେ କିପରି ସ୍ଵାଧୀନତା ଦିବସ ପାଳନ କରିଥିଲେ ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ । ଝିଲିକ- ଗତ କାଲି ଝିଲିକ ନିଜ ସୋ-ସି-ଆ-ଲ ମି-ଡି-ଆ ଆ-କା-ଉ-ଣ୍ଟରେ ଏକ ଭି-ଡି-ଓ ସେ-ୟା-ର କରିଥିଲେ । ଏହି ଭି-ଡି-ଓରେ ସେ ଆମ ତ୍ରିରଙ୍ଗାର ରଙ୍ଗକୁ ଆଧାର କରି ଡ୍ରେସ ପିନ୍ଧି ଥିଲେ ଓ ବହୁତ ଖୁସିର ସହ ନାଚୁ ଥିଲେ । ସ୍ଵାଧୀନତା ଦିବସ ପାଇଁ ଝିଲିକ ବହୁତ ଅଧିକ ଖୁସି ନଜର ଆସୁଥିଲେ ।
ବର୍ଷା ପ୍ରିୟଦର୍ଶନୀ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଓଡିଆ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ । ବର୍ଷା ଗତ କାଲି ସ୍ଵାଧୀନତା ଦିବସରେ ନିଜ ସୋ-ସି-ଆ-ଲ ମି-ଡି-ଆ ଆ-କା-ଉ-ଣ୍ଟ-ରେ ଏକ ଫଟୋ ସେ-ୟା-ର କରିଥିଲେ । ସେହି ଫଟୋରେ ବର୍ଷା ଆମ ଜାତୀୟ ପତାକାକୁ ଧରି ବହୁତ ଖୁସି ନଜର ଆସୁଥିଲେ । ବର୍ଷା ମଧ୍ୟ ଗତ କାଲି ବହୁତ ଆନନ୍ଦର ସହ ସ୍ଵାଧୀନତା ଦିବସ ପାଳନ କରିଥିଲେ ।
ଛନ୍ଦିତା ପାଢି- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଓଡିଆ ଅଭିନେତ୍ରୀ ଚାନ୍ଦିତା ପାଢି । ବନ୍ଧୁଗଣ ଚାନ୍ଦିତାଙ୍କୁ ଆପଣ ମାନେ ବେସ ଭଲ ଭାବରେ ଦେଖିଥିବେ । ଚାନ୍ଦିତା ଗତ କାଲୀ ତ୍ରିରଙ୍ଗା ପତାକା ରଙ୍ଗର ଏକ ପଗଡି ପିନ୍ଧି ସୋ-ସି-ଆ-ଲ ମି-ଡି-ଆରେ କିଛି ଫଟୋ ସେୟାର କରିଥିଲେ । ସଂଗୀତା ସମସ୍ତଙ୍କୁ ସ୍ଵାଧୀନତା ଦିବସର ଅଭିନନ୍ଦନ ଜଣାଇଥିଲେ ।
ଜାଙ୍କଲିନ- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ଓଡିଆ ଇଣ୍ଡଷ୍ଟ୍ରିର ସବୁଠାରୁ ବଡ ଓ ପ୍ରସିଦ୍ଧ ଅଭିନେତ୍ରୀ ଜାଙ୍କଲିନ । ଜାଙ୍କଲିନଙ୍କ ସୁନ୍ଦରତାକୁ ସମସ୍ତେ ଭଲ ପାନ୍ତି । ଗତ କାଲୀ ସ୍ଵାଧୀନତା ଦିବସ ଅବସରରେ ଜାଙ୍କଲିନ ନିଜ ସୋ-ସି-ଆ-ଲ ମି-ଡି-ଆ ଆ-କା-ଉ-ଣ୍ଟ-ରେ କିଛି ଫଟୋ ସେ-ୟା-ର କରିଥିଲେ । ସେହି ଫଟୋରେ ସେ ସଲ୍ୟୁଟ ମା-ରୁ-ଥି-ବା-ର ଓ ନମସ୍କାର କରୁଥିବାର ନଜର ଆସିଥିଲେ । ଜାଙ୍କଲିନ ମଧ୍ୟ ବହୁତ ଆନନ୍ଦର ସହ ସ୍ଵାଧୀନତା ଦିବସ ପାଳନ କରିଥିଲେ ।
ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ