ଓଡିଆ ସିରିଏଲ ‘Jhia Amara Nua Bohu’ ରେ ନଜର ଆସୁଥିବା Actor ମାନଙ୍କ ରିଅଲ ନାମ, କଣ ଆପଣ ଜାଣିଛନ୍ତି ?

ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଲୋକପ୍ରିୟ ସିରିଏଲ ‘ଝିଅ ଆମର ନୂଆବୋହୂ’କୁ ନିଶ୍ଚୟ ଦେଖିଥିବେ । ଏହି ସିରିଏଲଟି ନୂଆ ନୂଆ ଟିଭିରେ ପ୍ରସାରିତ ହେଉଛି ଓ ଲୋକମାନେ ଏହି ସିରିଏଲଟିକୁ ବହୁତ ଅଧିକ ପସନ୍ଦ କରୁଛନ୍ତି । ‘ନୂଆବୋହୂ’ ସିରିଏଲ ଶେଷ ହେବା ପରେ ଏହାକୁ ଦ୍ଵିତୀୟ ପାର୍ଟ ରୂପେ ଟିଭିରେ ପ୍ରସାରିତ କରିଛନ୍ତି ମେକର୍ଷ ।

ଏହି ସିରିଏଲଟି ବହୁତ କମ ସମୟ ମଧ୍ୟରେ ଅଧିକ ଲୋକପ୍ରିୟ ହୋଇ ପାରିଛି । ସିରିଏଲରେ ଅଭିନୟ କରୁଥିବା ସମସ୍ତ କଳାକାର ମାନେ ମଧ୍ୟ ଜବରଦସ୍ତ ଅଭିନୟ କରୁଛନ୍ତି । ହେଲେ ବନ୍ଧୁଗଣ ଏହି କଳାକାର ମାନଙ୍କ ରିଅଲ ନାମ ବିଷୟରେ କଣ ଆପଣ ମାନେ ଜଣାଇଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହି ସିରିଏଲରେ ଅଭିନୟ କରୁଥିବା କଳାକାର ମାନଙ୍କ ରିଅଲ ନାମ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ଶିବ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଅଭିନେତା ଶିବ । ଶିବ ଏହି ସିରିଏଲରେ ମୁଖ୍ୟ ଅଭିନେତା ଭୂମିକାରେ ନଜର ଆସୁଛନ୍ତି ଓ ତାଙ୍କ ଅଭିନୟକୁ ମଧ୍ୟ ଲୋକ ମାନେ ବହୁତ ଅଧିକ ପସନ୍ଦ କରୁଛନ୍ତି । ଶିବଙ୍କ ଅସଲି ନାମ ହେଉଛି ଅଭିଜିତ ଦାସ ।

ରାଜ ରାଜେନ୍ଦ୍ର- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଅଭିନେତା ରାଜ ରାଜେନ୍ଦ୍ର । ରାଜଙ୍କ ଅଭିନୟକୁ ଲୋକ ମାନେ ବହୁତ ଅଧିକ ପସନ୍ଦ କରୁଛନ୍ତି । ସେ ଏହି ସିରିଏଲରେ ନିଜର ସୁନ୍ଦର ଭୂମିକା ପଦର୍ଶନ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ରାଜଙ୍କ ଅସଲି ନାମ ହେଉଛି ଭଗବାନ ବେହେରା ।

ଲୋପା- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଲୋପା । ଲୋପା ଏହି ସିରିଏଲରେ ବହୁତ ଭଲ ଅଭିନୟ କରୁଛନ୍ତି । ତାଙ୍କ ସୁନ୍ଦରତା ଓ ଅଭିନୟକୁ ଲୋକ ମାନେ ବହୁତ ଅଧିକ ପସନ୍ଦ କରୁଛନ୍ତି । ଲୋପାଙ୍କ ଅସଲି ନାମ ହେଉଛି ଲୋପାମୁଦ୍ରା ଦାସ ।

ଐଶ୍ଵର୍ଯ୍ୟ- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ଐଶ୍ଵର୍ଯ୍ୟ । ଆପଣ ମାନେ ସମସ୍ତେ ଏହି ସିରିଏଲରେ ଐଶ୍ଵର୍ଯ୍ୟଙ୍କ ସୁନ୍ଦର ଅଭିନୟକୁ ନିଶ୍ଚୟ ଦେଖିଥିବେ । ଐଶ୍ଵର୍ଯ୍ୟଙ୍କ ଅସଲି ନାମ ହେଉଛି ଶୀତଲ ପାଟନାୟକ । ଶୀତଲ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି ।

ପୂଜା- ବନ୍ଧୁଗଣ ଆମ ଲିଷ୍ଟର ପଞ୍ଚମ ସ୍ଥାନରେ ଅଛନ୍ତି ପୂଜା । ପୂଜା ଏହି ସିରିଏଲରେ ମୁଖ୍ୟ ଅଭିନେତ୍ରୀର ଭୂମିକାରେ ନଜର ଆସୁଛନ୍ତି । ତାଙ୍କ ଅଭିନୟ ଓ ସୂଦନରତାକୁ ଆପଣ ମାନେ ନିଶ୍ଚୟ ଦେଖିଥିବେ । ପୂଜାଙ୍କ ଅସଲି ନାମ ହେଉଛି ଲଭରିନ ଖାନମ । ସେ ନିଜ ପର୍ଶନାଲ ଲାଇଫ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି ।

ଜ୍ୟୋତିକା- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଜ୍ୟୋତିକା । ଜ୍ୟୋତିକା ଏହି ସିରିଏଲରେ ରାଜ ରାଜେନ୍ଦ୍ରଙ୍କ ପତ୍ନୀଙ୍କ ଭୂମିକାରେ ନଜର ଆସୁଛନ୍ତି । ତାଙ୍କ ଅଭିନୟକୁ ଲୋକ ମାନେ ବହୁତ ଅଧିକ ପସନ୍ଦ କରୁଛନ୍ତି । ବନ୍ଧୁଗଣ ଜ୍ୟୋତିକାଙ୍କ ଅସଲ ନାମ ହେଉଛି ବିଦୂସ୍ମିତା ଦାସ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *